Breaking News

ଶ୍ରାବଣ ମାସରେ ଭଗବାନ ନନ୍ଦୀଙ୍କ କାନରେ କହିଦିଅନ୍ତୁ ଏହି ମନ୍ତ୍ର, ଦେଖିବେ ଆପଣଙ୍କ ଜୀବନରେ କେବେବି ଅଭାବ ଲାଗି ରହିବ ନାହିଁ, ଆପଣଙ୍କର ପ୍ରତେକ ଦୁଃଖ କଷ୍ଟ ନିଶ୍ଚୟ ଭାବରେ ଦୂର ହେବ !

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଧର୍ମୀକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କର ଅଧିକ ପ୍ରିୟ ମାସ ଅଟେ ସେଥିପାଇଁ ଶ୍ରାବଣ ମାସର ସମ୍ପୂର୍ଣ ମାସ ଯାକ ମହାଦେବାନଙ୍କ ବିଶେଷ ପୂଜା ଅର୍ଚନା କରାଯାଇଥାଏ | ଶ୍ରାବଣ ମାସକୁ ପ୍ରେମର ମାସ କୁହାଯାଏ ଏହି ମାସରେ ଭକ୍ତ ମାନେ ଶ୍ରାବଣ ସୋମବାରର ବ୍ରତ ରଖିଥାନ୍ତି କୁହାଯାଏ କି ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ସେହି ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତ ଙ୍କୁ ସବୁ ମନସ୍କମାନ କୁ ପୁର୍ଣ କରି ସେ ସୁଖୀ ଜୀବନର ଜାପାନ କରିବାକୁ ଆଶ୍ରିବାଦ କରିଥାନ୍ତି ଶ୍ରାବଣ ମାସରେ ଭକ୍ତ ଗଙ୍ଗା ନଦୀ କିମ୍ଭା ଓ ଅନ୍ୟ ପବିତ୍ର ନଦୀରେ ଜଳ ଆଣିଥାନ୍ତି |

ଏବଂ ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରିଥାନ୍ତି ମହାଦେବ ପ୍ରସନ୍ନ ହୋଇ ଥାନ୍ତି ତେବେ ଏହି ଶ୍ରାବଣ ମାସରେ କିଛି ଏଭଳି କାର୍ଯ୍ୟ ରହିଛି ଯାହାକୁ ଭୁଲୁରେ କରିବା ଅନୁଚିତ ଅଟେ ଏହି ମାସ ହେଉଛି ଏକ ପବିତ୍ର ମାସ ତେଣୁ ଏହି ମାସରେ କାହାରବି ଖରାପ ଚିନ୍ତା କହିବା ଉଚିତି ନୁହେଁ କାହା ପାଇଁ ମନରେ ଘୃଣା ଭାବ ରଖିବା କିମ୍ଭା ଅସଭ୍ୟ ଆଚରଣ କରିବା ଏହି ମାସରେ ମହା ପାପ ଅଟେ ଦୁଃଖ କଷ୍ଟ ଦୂର କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ |

ପଵିତ୍ର ଏହି ଶ୍ରାବଣ ମାସରେ ଯଦି ଭଗବାନ ନନ୍ଦୀଙ୍କର ପୂଜା କରୁଛନ୍ତି ତେବେ ମହାଦେବ ପ୍ରସନ୍ନ ମଧ୍ୟ ହୋଇ ଥାନ୍ତି ସେହିପରି ସେହି ମଣିଷର ସବୁ ଦୁଃଖ କଷ୍ଟ ଦୂର କରିଥାନ୍ତି | କୁହାଯାଏ ବିନା ଵୃଷବ ପୂଜାରେ ଶିବ ପୂଜା ବିଫଳ ହୋଇଥାଏ ଵୃଷବ ମହାଦେବଙ୍କର ଅତି ପ୍ରିୟ ଅଟେ ଅନେକ ମଣିଷ ବହୁତ ପରିଶ୍ରମ କରି ଥାନ୍ତି ମାତ୍ର ସଫଳତା ପାଇଁ ପାରନ୍ତି ନାହିଁ ପରିଶ୍ରମର ଫଳ ମାଲିନଥାଏ ସେମାନେ ଏଥିପାଇଁ ଭାଗ୍ୟ କୁ ଦୋଷ ଦେଇଥାନ୍ତି | କିଛି ଲୋକ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ ଏବଂ ଅଭାବ ମଧ୍ୟ ଦେଖାଯାଏ | ତେବେ ଯଦି ଏପରି କିଛି ଅସୁବିଦା ହୋଇଥାଏ ତେବେ ଆପଣ ଶ୍ରାବଣ ମାସରେ କୌଣସି ବି ଗୋଟେ ସୋମବାର ଦିନ ଶିବ ମନ୍ଦିର ନିଶ୍ଚୟ ଭାବରେ ଯାଆନ୍ତୁ |

ପ୍ରଥମେ ମହାଦେବ ଙ୍କୁ ପୂଜା କରନ୍ତୁ ଏବଂ ପରେ ପ୍ରଶ୍ଵା ଦେବତାଙ୍କୁ ପୂଜା କରନ୍ତୁ ଏବଂ ପରେ ଵୃଷବ କିମ୍ବା ନନ୍ଦୀଙ୍କ ପାଖରେ ପୂଜା କରନ୍ତୁ ଦୀପ ଧୂପ ଲଗାନ୍ତୁ ଏବଂ କିଛି ମିଠା ଭୋଗରୁ ଅର୍ପଣ କରନ୍ତୁ ଏବଂ ତାଙ୍କ ପାଖରେ ବସି ତାଙ୍କ କାନ ପାଖରେ ଓଃ ନନ୍ଦୀ ସ୍ଵରାଏ ନମଃ ଏହି ମନ୍ତ୍ରକୁ ୩ଥର ଜପ କରନ୍ତୁ ଏହା ପରେ ଵୃଷବ କଣାରେ ନିଜର ଦୁଃଖ କଷ୍ଟ କିମ୍ଭା ନିଜର ମନସ୍କମାନ କଥା କଥା କହିଦିଅନ୍ତୁ ଏମିତି କୁହନ୍ତୁ ଯେ ଯେମିତି କେହି ଶୁଣି ପାରିବେ ନାହିଁ |

ଯେତେବେଳେ ଆପଣ ମନ୍ତ୍ର ଟି ଜପ କରୁଛନ୍ତି ଭଗବାନ ନନ୍ଦୀଙ୍କ କାନରେ ଡାହାଣ କାନରେ ଜପ କରନ୍ତୁ ଏବଂ ବାମ କାନରେ ଆପଣଙ୍କର ମନସ୍କମାନ ଓ ଆପଣଙ୍କର ଦୁଃଖ କାଶ ଜଣାନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କର ବହୁତ ଶୀଘ୍ର ହିଁ ମନସ୍କମାନ ପୁରଣ ହୋଇଥାଏ ଵୃଷବ ଙ୍କ କାମ ହେଉଛି ସେ ସମସ୍ତଙ୍କ ଭକ୍ତଙ୍କର ମନକଥା ମହାଦେବ ଙ୍କ ପାଖରେ ପହଞ୍ଚାଇ ଦେଇଥାଏ | ପୁରାଣ ଅନୁସାରେ ମହାଦେବ ନନ୍ଦୀଙ୍କୁ ବରଦାନ ଦେଇଥିଲେ କି ଯେଉଁ ଭକ୍ତ ନିଜର ଦୁଃଖ କଷ୍ଟ ନନ୍ଦୀଙ୍କୁ ଜଣାଇବ ତାହାର ସମସ୍ତ ଦୁଃଖ କଷ୍ଟ ଦୂର ହେବ ଏବଂ ମନସ୍କମାନ ମଧ୍ୟ ସମ୍ପୂର୍ଣ ହେବ ଯଦି ଆପଣଙ୍କର କୌଣସି ମନସ୍କମାନ କିମ୍ବା ଦୁଃଖ କଷ୍ଟ ଥାଏ ତାହା ଆପଣଙ୍କ ଵୃଷବ କାନରେ କହି ଦିଅନ୍ତୁ ତା ନିଶ୍ଚୟ ସମାଧାନ ହୋଇଯିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.