Breaking News

ଶ୍ରାବଣ ମାସରେ ପିନ୍ଧନ୍ତୁ ରୁଦ୍ରାକ୍ଷ ଦେଖିବେ ଆପଣଙ୍କର ସବୁ ମନସ୍କାମନା ହେବ ପୁରା, ଦୁର୍ଭାଗ୍ୟରୁ ମିଳିବ ସୌଭାଗ୍ୟ ଜଣାନ୍ତୁ କେଉଁ ମୁଖି ରୁଦ୍ରାକ୍ଷ ପିନ୍ଧିଲେ ଭଲ !

ଦର୍ଶକବନ୍ଧୁ ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ବହୁତ ମହତ୍ୱ ପୂର୍ଣ୍ଣ ମାସ କୁହାଯାଏ ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା ଅର୍ଚନା ହୋଇଥାଏ ଏହି ମାସରେ ଦେବ ଦେବ ମହାଦେବ ସମର୍ପିତ ହୋଇଥାଏ ଏମିତି ମାନ୍ୟତା ଅଛିକି ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ଶ୍ରଦ୍ଧା ପୂର୍ବକ ଶିବନ୍କ ପୂଜା ଆରଧନା କରିଥାଏ ତାର ସବୁ ମନସ୍କାମନା ପୁରା ହୋଇଥାଏ ଏହି ଥର ୧୮ ଜୁଲାଇ ଶ୍ରାବଣ ମାସ ଆରମ୍ଭ ହେବ ଏହା 16 ଅଗଷ୍ଟ ଯାଏଁ ଚାଲିବ ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ମହାଦେବ ପୂର୍ଣ୍ଣ ମାନାଯାଇଛି | ପୁରା ବର୍ଷ ଏହି ମାସରେ ଶିବ ଭକ୍ତ ବହୁତ ଅପେକ୍ଷା କରିଛନ୍ତି ଆପଣଙ୍କୁ କହି ଦେବୁକି ଶ୍ରାବଣ ମାସରେ କିଛି ସାଧାରଣ ଉପାୟ କରି ଦେଲେ ବ୍ୟକ୍ତିର ଜୀବନରେ ସବୁ ଅସୁବିଦା ଦୂର ହୋଇଯାଏ |

ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ତିଆରି ହୋଇଛି ଓ ନିଜ ଭଗବାନ ଶିବ ରୁଦ୍ରାକ୍ଷ ମାଲ ଧାରଣ କରିଥାନ୍ତି ଯେଉଁ ଭକ୍ତ ରୁଦ୍ରାକ୍ଷ ପିନ୍ଧନ୍ତି ତାଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ସର୍ବଦା ରହିଥାଏ ଏମିତି କୁହାଯାଏ କି ରୁଦ୍ରାକ୍ଷ ପିନ୍ଧିଲେ ସକରାତ୍ମକ ଉର୍ଜା ପ୍ରାପ୍ତି ହୋଇଥାଏ ରୁଦ୍ରାକ୍ଷ ଏକ ମୂଖିରୂ ନେଇ 14 ମୁଖି ପର୍ଯ୍ୟନ୍ତ ହୋଇଥାଏ | ଓ ସବୁ ରୁଦ୍ରାକ୍ଷ ଅଲଗା ଅଲଗା ଦେବତାଙ୍କ ରୂପ ବୋଲି ଜଣାଯାଏ ଆଜି ଆମେ କହିବୁ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କଣ କଣ ସବୁ ଫାଇଦା ମିଳିଥାଏ ସେହି ବିଷୟରେ କହିବୁ |

ଆପଣ ଯଦି କେଉଁ କ୍ଷେତ୍ରର ଶିଖରରେ ପହଞ୍ଚି ନାହାନ୍ତି ତେବେ ଆପଣଙ୍କୁ ଏକ ମୂଖିରୂ ନେଇ 14 ମୁଖି ରୁଦ୍ରାକ୍ଷ ପର୍ଯ୍ୟନ୍ତ ସବୁ ରୁଦ୍ରାକ୍ଷ ମାଳକୁ ପିନ୍ଧିପାରିବେ ଏମିତି କରିଲେ ଶିବଙ୍କର କୃପା ଦୁଷ୍ଟି ପଡି଼ବ ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଆପଣ ଲଗାତାର ସଫଳତା ହାସଲ କରି ପାରିବେ | ବହୁତ ଥର ଦେଖା ଯାଏକି ମନ ପସନ୍ଦର ଚାକିରୀ ସନ୍ଧାନର ବହୁତ ଏପଟ ସେପଟ ଚାକିରିଵି ଅନୁସନରେ ରୁହନ୍ତି ବହୁତ ଲୋକ ଏମିତି ହୋଇଥାନ୍ତି କିଛି ଚାକିରୀ ପାଇଁ exam ଦେବାକୁ ପଡିଥାଏ କିନ୍ତୁ ସଫଳତା ମିଳିପାରେ ନାହିଁ |

ବିଦ୍ୟାର୍ଥୀ ଲୋକ କେଉଁ ଭଲ ସ୍କୁଲ କଲେଜ ରେ ଆଡିମିଶନ କରିବା ପାଇଁ ଚାହୁଁଥିଲେ କଢ଼ା ପରିଶ୍ରମ କରିବା ପରେ ଯଦି ଆପଣଙ୍କୁ ମନ ମୁତାବକ ଜାଗାରେ ସଫଳତା ମିଳିପାରେ ନାହିଁ ତେବେ ଏହା ପାଇଁ ଆପଣଙ୍କୁ କଢ଼ା ପରିଶ୍ରମ କରିବା ସହ ଏକ ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ | ଏମିତି କରିବେ ଭାଗ୍ୟର ସାତେ ଦେଇଥାଏ ଏକ ମୁଖି ଅସୁବିଦାର ସାହାଯ୍ୟ କରେ ଅପା ଗଣେଶ ଙ୍କର ସାହାଯ୍ୟ ଧାରଣ କରି ପାରିବେ | ଏହା କରଜ ଓ ଦରିଦ୍ରତା ମୁକ୍ତି ଦେଇ ବ୍ୟକ୍ତିଙ୍କୁ ଧନ ବାନ କରିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.