Breaking News

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର ଭାବରେ ସଜେଇ ହୋଇ ରହିଥାଏ | ଏହା ସହିତ ଶ୍ରାବଣ ମାସ ଆସିବା ମାତ୍ରେ ସମସ୍ତଙ୍କ ମନ ଶାନ୍ତି ପବିତ୍ର ଏବଂ ଆନନ୍ଦ ଉଲ୍ଲାସରେ ଭରିଯାଇଥାଏ | ମଣିଷ ଭଗବାନଙ୍କ ଭକ୍ତିରେ ବିଭବ ହୋଇଯାଏ ଏହା ସହିତ ଏହି ମାସଟି ଭଗବାନ ମହାଦେବଙ୍କ ଅଟେ | ଏହି ଶ୍ରାବଣ ମାସଟି ଶିବ ଭଗବାନଙ୍କ ସମର୍ପିତ ଅଟେ | ଏହି ବର୍ଷର ଶ୍ରାବଣ ମାସଟି ଅନେକ ଶୁଭ ଯୋଗକୁ ସାଥିରେ ଧରି ଆସିଅଛି ଏହି ଶ୍ରାବଣ ମାସରେ ଅନେକ ଶିବ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ବିଧି ବିଧାନ ମାନ କରିଥାଆନ୍ତି |

କୁହାଯାଇକି ଶ୍ରାବଣ ମାସଟି ଭଗବାନ ଶିବଙ୍କର ଅତି ପ୍ରିୟ ମାସ ଅଟେ କାରଣ ଏହି ଶ୍ରାବଣ ମାସରେ ମା ପାର୍ବତୀ ମହାଦେବଙ୍କୁ ଆରଧନା କରି ପାଇଥିଲେ | ଏଣୁ ଏହି ଶ୍ରାବଣ ମାସରେ ଯେଇଁ ଭକ୍ତ ସଚ୍ଚା ମନ ଏବଂ ଭକ୍ତିର ସହ ପୂଜା ଆରଧନା କରିଥାଏ ତ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ଏହା ସହିତ ଭୋଳାନାଥଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ସର୍ବଦା ରହିଥାଏ | ଏହା ମଧ୍ୟ କୁହାଯାଏ କି ଭଗବାନ ଶିବ ଏହି ଶ୍ରାବଣ ମାସ ଧରିତ୍ରୀ ଉପରେ ବିଚରଣ କରିଥାଆନ୍ତି ନିଜର ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି | ଭଗବାନ ଶିବଙ୍କୁ ଭୋଳା ଶଙ୍କର ବୋଲି କୁହାଯାଇଥାଏ ଏଥି ପାଇଁ କୁହାଯାଏ କି ଭଗବାନ ଶିବ ଅତି କମରେ ସନ୍ତୁଷ୍ଟ ହୋଇଯାଆନ୍ତି |

ଏହା ମଧ୍ୟ କୁହାଯାଇଥାଏ କି ଭକ୍ତି ଏବଂ ବିଶ୍ୱାସର ସାହାକାରେ ଭଗବାନ ଶିବଙ୍କ ମାତ୍ର ସ୍ମରଣ ମାତ୍ରେ କେ ଭଗବାନ ଶିବ ନିଜର ଭକ୍ତକୁ ରକ୍ଷା କରିବା ପାଇଁ ଦୌଡ଼ି ଚାଲିଆସନ୍ତି | ଏଣୁ ଏହି ଶ୍ରାବଣ ମାସରେ ଯେତେ ପାରିବେ ସେତେ ଶିବ ଏବଂ ମା ପାର୍ବତୀଙ୍କ ପୂଜା କରନ୍ତୁ | କାରଣ ମା ପାର୍ବତୀ ହେଉଛନ୍ତି ଶିବ ଭଗବାନଙ୍କ ବାମ ଅଙ୍ଗ ଏଣୁ ଏହି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଯେତେ ସ୍ମରଣ କରିବେ ଭଗବାନଙ୍କ କୃପାରୁ ଆପଣ ସେତେ ଉନ୍ନତି କରି ପାରିବେ | ସଫଳତା ପାଇବେ ଏବଂ ଆପଣଙ୍କ ଆର୍ଥିକ ସ୍ତିତିରେ ସୁଧାର ଆସିବ | ଶାସ୍ତ୍ରରେ ଏହା ଅଛି ଯେ ଭଗବାନ ଶିବଙ୍କ ପୂଜା ପୂର୍ବରୁ ଯଦି ବୃଷବଙ୍କ ପୂଜା କରାଯାଏ ତେବେ ଶିବ ଭଗବାନ ପ୍ରସନ୍ନ ହୋଇଥାଆନ୍ତି ଏବଂ ସେହି ମଣିଷର ସମସ୍ତ ଦୁଃଖ କଷ୍ଟ ଦୂର କରିଥାଆନ୍ତି |

କୁହାଯାଏ କି ବିନା ଵୃଷବ ପୂଜାରେ ଶିବ ପୂଜା ବିଫଳ ହୋଇଥାଏ ମହାଦେବଙ୍କ ଅନେକ ଗଣ ମଧ୍ୟରୁ ନନ୍ଦୀ ବା ଵୃଷବ ଶ୍ରେଷ୍ଠ ଅଟନ୍ତି | ବନ୍ଧୁଗଣ ଅନେକ ମଣିଷ ବହୁତ ପରିଶ୍ରମ କରିଥାଆନ୍ତି ମାତ୍ର ସଫଳତା ପାଇ ପାରନ୍ତି ନାହିଁ ପରିଶ୍ରମର ଫଳ ମିଳିନଥାଏ | ସେମାନେ ଭାଗ୍ୟକୁ ଦୋଷ ଦେଇଥାଆନ୍ତି ହେଲେ ଭାଗ୍ୟ ସେମାନଙ୍କୁ ସହଯୋଗ କରିନଥାଏ | ଆପଣଙ୍କ ଯଦି ଭଲ ରୋଜଗାର ଅଛି ଆପଣ ସଞ୍ଚୟ କରି ପାରୁନାହାଁନ୍ତି ଏହି ଭଳି ଯଦି କୌଣସି ଦୁଃଖ ଆପଣଙ୍କ ଜୀବନରେ ରହିଥାଏ ତେବେ ଆପଣ ଏହି ଛୋଟ କାମଟିଏ କରିଦିଅନ୍ତୁ | ଆପଣ ଏହି ଶ୍ରାବଣ ମାସରେ ଶିବ ମନ୍ଦିରକୁ ଯାଆନ୍ତୁ କାରଣ ଶ୍ରାବଣ ମାସର ପ୍ରତ୍ୟକ ଦିନ ଅତ୍ୟନ୍ତ ପବିତ୍ର ଦିନ ହୋଇଥାଏ |

ଏହି ଦିନରେ ଆପଣ ଯାଇ ଆପଣଙ୍କ ଯାହା ବି ଦୁଃଖ ,କଷ୍ଟ ଏବଂ ଯନ୍ତ୍ରଣା ଅଛି ତାହା ଆପଣ ଯାଇ ନନ୍ଦୀଙ୍କ କାନରେଚୁପ କରି କହିଦିଅନ୍ତୁ | ଦେଖିବେ ଆପଣଙ୍କ ସମସ୍ତ ଦୁଃଖ ପ୍ରଭୁ ମହାଦେବ ଦୂର କରିଦେବେ | ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶିବ ନନ୍ଦୀଙ୍କୁ ବରଦାନ ଦେଇଥିଲେ ଯେ ଯେଉଁ ଭକ୍ତ ଆସି ତୁମ ପାଖରେ ତାର ଦୁଃଖ ଜଣାଇବ ତାହାର ସେହି ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ | ଆପଣଙ୍କ ସମସ୍ତ ଦୁଃଖ ,କଷ୍ଟ ଏବଂ ଯନ୍ତ୍ରଣା ସବୁ ଦୂର ହୋଇଯିବ ଏବଂ ଆପଣଙ୍କ ବହୁତ ଦିନର ଆଶା ନିଶ୍ଚୟ ପୂରଣ ହୋଇଯିବ |

About odisha news

Check Also

Jyotish Shastra – ମା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟଶାଳୀ, ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶି ହେବେ କୋଟିପତି….

ଦର୍ଶକବନ୍ଧୁ ଏହି ମାସର ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାଏ । ଏହି କାର୍ତ୍ତିକ ମାସ …

Leave a Reply

Your email address will not be published.