Breaking News

ଶ୍ରାବଣ ମାସରେ ୮ଟି ଦିନିଷ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ, ଦେଖିବେ ଆପଣଙ୍କର ଜୀବନରେ କେବେବି ଧନର ଅଭାବ ରହିବ ନାହିଁ !

ଦର୍ଶକବନ୍ଧୁ 12 ଗୋଟି ମାସ ମଧ୍ୟରୁ କିଛି ମାସ ଏଭଳି ରହିଛି ଧର୍ମ ମାସ ମଧ୍ୟରେ ଗଣାଯାଇଥାଏ ସେଥି ମଧ୍ୟରୁ ଶ୍ରାବଣ ମାସଟି ହେଉଛି ଅନ୍ୟତମ କହିବାକୁ ଗଲେ ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ ଏହି ଶ୍ରାବଣ ମାସର ପ୍ରତେକ ସୋମବାର ଦିନ ଭଗବାନ ଶିବଙ୍କୁ ବିଧି ପୂର୍ବକ ପୂଜା ଅର୍ଚନା କଲେ ସବୁ ପାପ ଖେୟ ହେବା ସହିତ ସବୁ ମନସ୍କମାନ ପୂରଣ ମଧ୍ୟ ହୋଇଥାଏ | ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଶିବଲିଙ୍ଗ ଉପରେ କେଉଁ ୮ ଗୋଟି ଦିନିଷ ଅର୍ପଣ କଲେ ସବୁ ମନସ୍କାମନା ପୁର୍ଣ ହୋଇଥାଏ |

ମାନ୍ୟତା ରହିଛି ଭଗବାନ ଶିବଙ୍କୁ ସାଧା ପୂର୍ବକ ପୂଜା ଅର୍ଚନା କଲେ ସେ ତାଙ୍କର ଭକ୍ତ ମାନଙ୍କ ଉପରେ ଖୁବୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କ ମାସ ବୋଲି ମାନାଯାଇଥାଏ ଏହି ମାସରେ ପଡୁଥିବା ପ୍ରତେକ ସୋମବାର ଅତ୍ୟନ୍ତ ଶୁଭ ହୋଇଥାଏ | ଯଦି ଶ୍ରାବଣ ମାସ ସୋମବାର ଦିନ ଭଗବାନ ପ୍ରଭୁ ମହାଦେବଙ୍କୁ ଭକ୍ତିର ସହିତ ପୂଜା କରାଯାଏ ତାହାଲେ ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ ଏହି ଶୁଭ ମାସରେ କିଛି ପାପ କାର୍ଯ୍ୟ ବା ନିଶା ସେବନ ବା ଆମିଷ ସେବନ କରିବା ବାରଣ କରାଯାଇଥାଏ | ତେଣୁ ଆଜି ଆମେ ଆପଣ ମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଏପରି କିଛି ଉପାୟ କହିବା ଯାଉଛୁ ଆପଣ ଖୁବୁ ଶୀଘ୍ର ପ୍ରଭୁ ଭୋଳାନାଥ ଙ୍କୁ ପ୍ରସନ୍ନ କରି ପାରିବେ |

ପ୍ରଥମରେ ହେଉଛି ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗ ଉପରେ 108 ଥର ଜଳ ଅର୍ପଣ କରନ୍ତି ଦେଖିବେ ନିଶ୍ଚୟ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ ଏହି କାମଟିକୁ ନିଶ୍ଚୟ ଭାବରେ ଏହି ଶ୍ରାବଣ ମାସରେ କରିବାକୁ ଚେଷ୍ଟା କରନ୍ତୁ | ଦେଖିବେ ଆପଣଙ୍କର ଭାଗ୍ୟ ନିଶ୍ଚୟ ଭାବରେ ବଦଳିଯିବ |

କ୍ଷୀର ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ କ୍ଷୀରରେ ଭଗବାନଙ୍କର ଅଭିଷେକ କରନ୍ତି ତାହାଲେ ଆପଣଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିବ ଏହା ସହିତ ଆପଣଙ୍କୁ ମାନସିକ ରୂପରେ ଶାନ୍ତି ପ୍ରାପ୍ତ ମଧ୍ୟ ହେବେ |

ଯଦି ଆପଣ ଶ୍ରାବଣ ମାସରେ ସୋମବାର ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ ତାହାଲେ ଆପଣଙ୍କ ଘରେ ସୁଖ ଶମୄତି ବଢିବା ସହିତ ଆପଣଙ୍କ ଉପରେ ସାଧା ସର୍ବଦା ଭଗବାନଙ୍କ ଶିବଙ୍କ କୃପା ଦୃଷ୍ଟି ରହିବ ଏହା ସହିତ ଆପଣଙ୍କର ସବୁ ଅଭିଳାଷ ପୂରଣ ହେବାରେ ଲାଗିବ |

ଯଦି ଆପଣ ଘିଅ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କର ଅଭିଷେକ ଘିଅ ରେ କରିବେ ସୁଦ୍ଧ ଗୁଆଘିଅ ରେ କରିବେ ତାହାଲେ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହେବାରେ ଲାଗିବ | ଯେଉଁ ଲୋକ ମାନେ ସନ୍ତାନ ସୁଖ ପ୍ରାପ୍ତି ହେବାକୁ ବଞ୍ଚିତ ଅଛନ୍ତି ସେହି ଲୋକଙ୍କୁ ଖୁବୁ ଶୀଘ୍ର ସୁଖର ସମାଚାର ପ୍ରାପ୍ତ ହେବାକୁ ଲାଗିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.