Breaking News

ଶ୍ରାବଣ ମାସରେ 2ଟି ହଳଦୀକୁ ଏଇ ଗଛ ମୂଳରେ ପୋତି ଦିଅନ୍ତୁ, ଦେଖିବେ ଆପଣ ପାଖରେ କେବେବି ଟଙ୍କାର ଅଭାବ ରହିବ ନାହିଁ….

ଦର୍ଶକବନ୍ଧୁ ଧନ ପ୍ରାପ୍ତି ପାଇଁ ସବୁ ଠାରୁ ସରଳ ଉପାୟ ମାନ ଅନେକ ପ୍ରକାରର ବିଧି ଜଣାଇ ଆସୁଛୁ ଅନେକ ଗଛ ଲତା ବିଷୟରେ ଜଣାଇ ଆସିଛୁ ଯାହା ଦ୍ୱାରା ଆପଣ ଆପଣଙ୍କର ଦରିଦ୍ରତାକୁ ସମାପ୍ତ କରି ପାରିବେ | ଯାହାକୁ ଆପଣ ଆପଣ ଘର ପାଖରେ ପୋତି ଦେଲେ ସମସ୍ତ ପ୍ରକାରର ଇଚ୍ଛା ପୁରଣ ହୋଇଥାଏ ମନ ଭିତରେ ଲୁଛି ରହିଥିବା ସମସ୍ତ ଇଚ୍ଛା ମଧ୍ୟ ପୁରଣ ହୋଇଥାଏ | ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ |

ଶ୍ରାବଣ ମାସରେ କେଉଁ ଗଛରେ ହଳଦୀ ଦୁଇଟି ପୋତି ଦେଲେ କେଉଁ ପ୍ରକାରର ଇଚ୍ଛା ପୁରାଣ ହୋଇଥାଏ ତାହା ମଧ୍ୟ ଜଣାଇବୁ | ହଳଦୀ ଏକ ଏପରି ଦିନିଷ ଚମତ୍କାରୀ ଦିନିଷ ଯାହାକି ନକାରାତ୍ମକ ଉର୍ଜା କୁ ଦୂର କରି ସକାରାତ୍ମକ ଉର୍ଜା କୁ ଟାଣିଆଣିଥାଏ ଖାଲି ଏତିକି ନୁହେଁ ଏହି ହଳଦୀ ଏପରି ଏକ ଦିନିଷ ଯାହା ମଧ୍ୟରେ ଏପରି ଚମତ୍କାର ଗୁଣ ରହିଅଛି ବା ଧନ ଲକ୍ଷ୍ମୀକୁ ମଧ୍ୟ ଚୁମ୍ବକ ପରି ଆକର୍ଶଣ କରିବାର ଶକ୍ତି ରହିଛି | ଏହି ଶ୍ରାବଣ ମାସଟି ଶିବ ଭଗବାନଙ୍କୁ ସମର୍ପିତ ଅଟେ |

ବନ୍ଧୁଗଣ ପ୍ରଥମଟି ହେଉଛି ଇଚ୍ଛା ବୃତି ପାଇଁ କଦଳୀ ଗଛ ମୂଳରେ ଦୁଇଟି ହଳଦୀକୁ ନିଜର ଇଛାକୁ ସ୍ମରଣ କରି ପୋତି ଦିଅନ୍ତୁ ଏହାକୁ ଗୁରୁବାର ଦିନ ହିଁ କରିବେ ଏବଂ ୭ ଦିନ ପର୍ଯ୍ୟନ୍ତ ସେହି କଦଳୀ ଗଛ ମୂଳରେ କାହାକୁ ରହିବାକୁ ଦିଅନ୍ତୁ ଆସନ୍ତା ଗୁରୁବାର ଦିନ ବା ୭ ଦିନ ପରେ ଯେଉଁ ଗୁରୁବାର ପଡିବ ସେହି ଗୁରୁବାର ଦିନ ସନ୍ଧ୍ୟା ସମୟରେ ଖୋଲିକି ମେଇ ଆସନ୍ତୁ ଏହା ଦ୍ୱାରା ଇଚ୍ଛା ବୃତି ହୋଇଥାଏ ଏହି ହଳଦୀ ଦୁଇଟିକୁ ଏଣିକି ଆପଣ ଆପଣଙ୍କର ଘରେ ରଖି ଦିଅନ୍ତୁ କିମ୍ବା ସିନ୍ଦୁକରେ ରଖି ଦିଅନ୍ତୁ ବା ତାଙ୍କ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ |

ଘରେ ଯଦି ଆପଣଙ୍କର ରୋଗରେ ପଡିଛନ୍ତି ବା ବାରମ୍ବାର ରୋଗର ଶିକାର ହୁଅଛନ୍ତି ବା ଘରେ ନକାରାତ୍ମକ ଶକ୍ତି ଅଛି ବୋଲି ଆନୁମାନ କରୁଛନ୍ତି ଏବଂ ପ୍ରାୟତ ଆପଣଙ୍କର ମୁଣ୍ଡ ଭାରି ଭାରି ଲାଗୁଛି ତେବେ ତୁଳସୀ ଗଛ ମୂଳରେ ଦୁଇଟି ହଳଦୀକୁ ପୋତି ଦିଅନ୍ତୁ ଇଂ ସତ ଦିନ ପର୍ଯ୍ୟନ୍ତ ତାହାକୁ ରହିବାକୁ ଦିଅନ୍ତୁ | ଏହାକୁ ରବିବାର ଦିନ ଛାଡି ଅନୁ ଯେକୌଣସି ଦିନ କରି ପାରିବେ ଏବଂ ସାତ ଦିନ ପରେ ତାହାକୁ ଆଣି ଏକ ତାବିଜି ଭିତରେ ଭାରି କରି ଆଣି ପିନ୍ଧି ଦିଅନ୍ତୁ | ଯେ କୌଣସି ପ୍ରକାରର ରୋଗ ଥାଉନା କାହିଁକି ସେହି ସବୁ ରୋଗକୁ ନାସା କରି ଦିଏ |

ଧନ ପ୍ରାପ୍ତି ପାଇଁ ଅଁଳା ଗଛ ମୂଳରେ ଦୁଇଟି ହଳଦୀକୁ ପୋତି ଦିଅନ୍ତୁ ଏବଂ ଏହାକୁ ୭ ଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ଏହି ଉପାୟଟିକୁ ଆପଣ ଗୁରୁବାର ଦିନ କିମ୍ଭା ଶୁକ୍ରବାର ଦିନ କରି ପାରିବେ ସାତ ଦିନ ପରେ ଏହା ଖୋଲିକି ଘରକୁ ଅଣାନ୍ତୁ ଘରେ ସିନ୍ଦୁକରେ ରଖି ଦିଅନ୍ତୁ ବା ତାଙ୍କ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଏହା ଛଡା ଅଚାନକ ଧନର ବୃଦ୍ଧି ଘଟିଥାଏ ଏବଂ ଉର୍ନତି ଦେଖା ଦେଇଥାଏ | ଏହି ସବୁ ଉପାୟ କରି ଆପଣ ଆପଣଙ୍କ ଭାଗ୍ୟ ଉଦୟ କରି ପାରିବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.