Breaking News

ଆଗକୁ ସୋନୁ ସୁଦ ହେବେ ଭାରତ ର ପ୍ରଧାନମନ୍ତ୍ରୀ | ନରେନ୍ଦ୍ର ମୋଦି ବୈଠକରେ ନିଜେ କହିଲେ ଦେଖନ୍ତୁ

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ ଖବର ଏଥର ମୋଦିନୁଁହେ ସୋନୁ ସୁଦ ହେବେ ଆଗାମୀ ଭାରତର ପ୍ରଧାନ ମନ୍ତ୍ରୀ ଯାହା ବର୍ତ୍ତମାନ ସମୟର ବଡଖବର | ତେବେ ଅସୁନ୍ତୁ କଣ ରହଇଛି ସମ୍ପୂର୍ଣ ଖବର ଉପରେ ନଜର ପକାଇବା ଜାଣିନେବେ ସତ କଣ ନରେନ୍ଦ୍ର ମୋଦି ବଦଳରେ ସୋନୁ ସୁଦ ହେବାକୁ ଯାଉଛନ୍ତି ଆଗାମୀ ଭାରତର ପ୍ରଧାନ ମନ୍ତ୍ରୀ ଆସନ୍ତୁ ଜାଣିବା ଏହି ଖବର ମାଧ୍ୟମରେ |

ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ବର୍ତ୍ତମାନ ମହାମାରୀ ପରିସ୍ଥିତି ମଧ୍ୟ୍ୟ ଦେଇ ଗତିକରୁଛି ଯେହେତୁ ଏହା ଏକ ଭୂତାଣୁ ଜନିତ ରୋଗ | ତେବେ ଏହା କ୍ରମ ସହ ବ୍ୟାପିବାରେ ଲାଗିଛି ଯେଉଁଠିବି ଲୋକ ଗହଳି ହେଉଛି ସେଠି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ |

ବନ୍ଧୁଗଣ ବର୍ତ୍ତମାନ ଏହି କୋରାନର ଦ୍ଵିତୀୟ ଲହରିପାଇଁ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦାଇକରୁଛନ୍ତି | କାରଣ ଲୋକମାନଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରେ ହୋଇଥିଲା ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଏହି ରୋଗର ବାହକ ହୋଇଥିଲେ କିନ୍ତୁ ଉପର ପାଶ୍ୱର୍ରେ ଅନେକ ସାହାଯ୍ୟ କାରୀଙ୍କ ମଧ୍ୟରେ ସୋନୁ ସୁଦ ବେଶ ବିଶ୍ୱାସର ପାତ୍ର ହୋଇଛନ୍ତି |

ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ କିଛିଟା ଆଲୋଚନା ଚାଲିବାର ଶୁଣାଯାଉଛି | କାରଣ ସୋନୁ ସୁଦ ଏକ ଅଭିନେତା ପରେ ମଧ୍ୟ ମହାମାରୀ କାଳରେ ଦେବଦୁତ ସାଜିଛନ୍ତି ଅନେକ ଲୋକଙ୍କୁ ସେ ଆଜିଯାଏ ମଧ୍ୟ ବିନାମୁଲ୍ୟରେ ସେ ସାହାଯ୍ୟ କରିଆସୁଛନ୍ତି | ଲୋକମାନେ ଯେତେବେଳେ ଯେଉଁ ସାହାଯ୍ୟ ମାଗୁଛନ୍ତି ସେ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତଙ୍କୁ ସାହାଯ୍ୟ କରିଚାଲିଛନ୍ତି |

ଏଥିପାଇଁ ତାଙ୍କୁ ପ୍ରଶଂସା ମିଳୁଛି ତାଙ୍କ କହିବା ଅନୁସାରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁ ସଂମାନ ଓ ପ୍ରଶଂସା ପାଇନାହାନ୍ତି ବର୍ତ୍ତମାନ ସମେସ୍ତେ ଅନେକ ସଂମାନ ଓ ପ୍ରଶଂସା କରିଛନ୍ତି | ପ୍ରିୟଙ୍କା ଚୋପ୍ରାଙ୍କ ପରେ ବର୍ତ୍ତମାନ ଅଭିନେତା କମେଡିଆନ ଭାବେ ପରିଚିତ ପ୍ରିୟ ଦାସ କମେଣ୍ଟ ଟୁଇଟ କରିଛନ୍ତିଯେ ଆସନ୍ତା ଭାବିଶ୍ଵତରେ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ ଦରକାର ଏମୀତିଲେଖା ସମସ୍ତଙ୍କ ମନରେ ବେଶ ଚର୍ଚ୍ଚା ପାଲଟିଛି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ5 |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.