ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଯେଉଁ ମାନଙ୍କ ଜନ୍ମ ସୋମବାର ରେ ହୋଇଛି ସେମାନଙ୍କ ବ୍ୟକ୍ତିତ୍ୱ ଓ ସ୍ଵଭାଵ କିପରି ହୋଇଥାଏ ଦର୍ଶକବନ୍ଧୁ ପ୍ରତ୍ୟେକ ଦିନ ର ଅଲଗା ଅଲଗା ମହତ୍ୱ ଥାଏ ସେହି ପ୍ରକାରରେ ଅଲଗା ବ୍ୟକ୍ତିଙ୍କ ଜନ୍ମ ବାର ରୁ ଆପଣ ତାହାର ବ୍ୟକ୍ତିତ୍ୱ ବିଷୟରେ ଜାଣି ପାରିବେ ସପ୍ତାହ ସାତ ଦିନ ର ହୋଇଥାଏ ଆଉ ଏହି ପ୍ରତ୍ୟେକ ଦିନ ର କାରକ ଗ୍ରହ ଅଲଗା ଅଲଗା ହୋଇଥାଏ |
ଜ୍ୟୋତିଷ ରେ କୁହାଯାଇଛି କି ଯେଉଁ ବ୍ୟକ୍ତିଙ୍କ ଜନ୍ମ ଯେଉଁ ବାରରେ ହୋଇଥାଏ ସେହି କାରକ ଗ୍ରହ ସେହି ବ୍ୟକ୍ତିର ସ୍ଵଭାଵ ପକେଇଥାଏ ଆଉ ଏହି ସ୍ଵଭାଵ ଜୀବନ ସାରା ରହିଥାଏ ତେବେ ବନ୍ଧୁଗଣ ସୋମବାର ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଲକି ନମ୍ବର 2 ଲକି କଲର ଧଳା ଆଉ ଲକି ଦିନ ହେଉଛି ସୋମବାର ଶୁକ୍ରବାର |
ତେବେ ସୋମବାର ଜନ୍ମ ହୋଇଥିବା ଲୋକ ବହୁତ ହସ ଖୁସି ସ୍ଵଭାଵ ର ହୋଇଥାନ୍ତି ଏମାନେ କୌଣସି ପରିସ୍ଥିତି ର ସାମ୍ନା ଅତି ସହଜରେ କରିନିଅନ୍ତି ଓ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏହା ସହ ଏମାନେ ବହୁତ ସାହସୀ ହୋଇଥାନ୍ତି | ଏହି ଦିନ ଜନ୍ମ ହୋଇଥିବା ଲୋକ ନିଜର ସମସ୍ତ ସମସ୍ୟା ର ସାମ୍ନା କରିଥାନ୍ତି |
ଯେଉଁ ଲୋକମାନଙ୍କ ଜନ୍ମ ସୋମବାର ରେ ହୋଇଛି ସେମାନେ 9 12 ଓ 27 ବର୍ଷ ବୟସରେ ସମସ୍ୟା ଆସିପାରେ ସାମାନ୍ୟତ ଏମାନଙ୍କ ଜୀବନ ହସ ଖୁସି ରେ ଚାଲିଥାଏ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମହିଳାଙ୍କ ପ୍ରତି ସନମାନ ଜନକ ହୋଇଥାଏ |
ଏମାନଙ୍କ ର ଧଳା ରଙ୍ଗ ବହୁତ ଶୁଭ ହୋଇଥାଏ ତେଣୁ ଏମାନେ କୌଣସି ଶୁଭ କାମରେ ଗଲେ ଧଳା ପୋଷାକ ଏମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏହି ଦିନ ଜନ୍ମ ହୋଇଥିବା ମଣିଷ ଜୀବନରେ ଭଲପାଇବା ର ବହୁତ ମହତ୍ୱ ଥାଏ ତେବେ ବନ୍ଧୁଗଣ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …