Breaking News

ଶୋଇବାଘରୁ ଶୀଘ୍ରବାହାର କରିଦିଅନ୍ତୁ ଏହି 5ଟି ଜିନିଷ, ନେହେଲେ ପରେ ପସ୍ତେଇବେ

ନିଜ ଶୋଇବା ଘରୁ କାଢ଼ିଦିଆନ୍ତୁ ଏହି ପାଞ୍ଚଟି ଜିନିଷ ନହେଲା ଲକ୍ଷ୍ମୀ ଛଡା ହୋଇଯିବେ।ପ୍ରାୟ ତା ଆପଣ ମାନେ ଦେଖିଥିବେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ମତାନ୍ତର ଦେଖା ଦେଇଥାଏ।ଏହା ର କାରଣ ଯାହା ହାଇଥାଉ ନା କାହିଁକି ଏହା ର ପ୍ରଭାବ ପିଲା ଙ୍କ ଉପରେ ପଡ଼ିଥାଏ।

ଯାହା ପରିବାର ର ସୁଖ ଶାନ୍ତି ନଷ୍ଟ କରିଥାଏ।ଯଦି ଆପଣଙ୍କ ଘରେ ଅପରେ ଅସୁବିଧା ହଉଚି ତେବେ ବସ୍ତି ଶାସ୍ତ୍ର ଅନୁସାରେ କିଛି ଉପାୟ ଅଛି ଯାହା ଦ୍ଵାରା କାଲି ବନ୍ଦ ହୋଇଯିବ। ଏବଂ ଘରେ ଶାନ୍ତି ପୂର୍ଣ୍ଣ ମହୋଲ ରହିବ ଯେଉଁ ଗୃହ ରେ ସବୁବେଳେ କଳୀ ଲାଗିରହିଥାଏ ସେହି ଘରେ କେବେବି ମର୍ଲତ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ବସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଶୋଇବା ଘରେ ଏମିତି କିଛି ଜିନିଷ ଥାଏ ଯାହା ଆମର କଳହ ର ମୁଖ୍ୟ କାରଣ ହୋଇଥାଇ।ଯଦି ଆପଣ ଏହା କୁ ବାହାର କରି ଦେଉଛନ୍ତି ତେବେ ହେଲେ କଳହ ସୃଷ୍ଠି ହେବ ନାହିଁ।ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟ ରେ ।

ନମ୍ବର ୧ ଚପଳ ଶୋଇବା ଘରେ ଚପଳ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ଅନୁଚିତ୍ ଅଟେ ଏବଂ ଏହ ଦ୍ଵାରା ପରିବାର ରେ ନକାରାତ୍ମକ ପ୍ରଭାଵ ପଡିଥାଏ। ତେଣୁ ଭୁଲ ରେ ବି ଶୋଇବା ଘରେ ଚପଳ ରଖନ୍ତୁ ନାହିଁ।

ନମ୍ବର ୨ ଝାଡୁ ଯଦି ଆପଣ ଶୋଇବା ଘରେ ଝାଡୁ ରଖୁଛନ୍ତି ବା ତଳେ ଶୁଆଇ କରି ରଖୁଛନ୍ତି ତେବେ ଏହା ର ଖରାପ ପ୍ରଭାବ ଘରେ ଦରିଦ୍ରର ସହିତ ଅଶାନ୍ତି ଆଣିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ ସବୁବେଳେ କାନ୍ଥ ରେ ଡେରି ଲୁଚାଇ ରଖାଯାଏ।

ନମ୍ବର ୩ରେ ମଇଳା କପଡା ଘରେ ପୁରୁଣା ବା ଚିରା କପଡା ରଖିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି।ଏହା ଦ୍ଵାରା ଘରେ ଦରିଦ୍ରତା ବା ଅଶାନ୍ତି ବଢ଼ିଥାଏ।ତେଣୁ ଭୁଲ ରେ ମଇଳା କପଡା ରଖନ୍ତୁ ନାହିଁ।

ନମ୍ବର ୪ ପଲିଥିନ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ପଲିଥିନ ରଖିବା ଦ୍ଵାରା ଏଥିରୁ ନକାରାତ୍ମକ ଊର୍ଜା ବାହାରିଥାଏ।ତେଣୁ ଭୁଲ ରେ ବି ଶୋଇବା ଘରେ ପଲିଥିନ ରଖନ୍ତୁ ନାହିଁ।

ନମ୍ବର ୫ ଲୁଣ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଲୁଣ ରଖିବା ଅନୁଚିତ୍ ଅଟେ। ଯାହା ଦ୍ଵାରା ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ମତାନ୍ତର ଦେଖାଦେଇଥାଏ। ଯାଉଥିପାଇଁ ପରିବାର ର ସୁଖ ଶାନ୍ତି ନଷ୍ଟ ହୋଇଥାଏ। ତେଣୁ ଭୁଲ ରେ ବି ଶୋଇବା ଘରେ ଲୁଣ ରଖନ୍ତୁ ନାହିଁ। ତା ସହିତ ଶୋଇବା ଘରେ କୌଣସି ଖାଲି ପତ୍ର କିମ୍ବା ଭାଙ୍ଗିଯାଇଥିବା ଜିନିଷ ରଖନ୍ତୁ ନାହିଁ। ତେବେ ବନ୍ଧୁଗଣ ଶୋଇବା ଘରେ ଏହି ୫ ଟି ଜିନିଷ ରଖନ୍ତୁ ନାହିଁ | ତେବେ ଦେଖିବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.