ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଯାହାକୁ ଆପଣାଇ ଆପଣ ମାନେ ନିଶ୍ଚିନ୍ତ ଲାଭବାନ ହୋଈ ପାରିବେ, ସକାଳୁ ଉଠି ଖାଲି ପେଟରେ ତିନି ଗ୍ଲାସ ପାଣି ପିଇବା ଦ୍ଵାରା ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ ଏବଂ ପେଟ ମଧ୍ୟ ପରିଷ୍କାର ରହିଥାଏ । ଏକ ଗ୍ଲାସ ପାଣି ଗାଧୋଇ ସାରି ପିଇଲେ ବ୍ଲଡପ୍ରେସର ନିୟନ୍ତ୍ରଣ ହୋଇଥାଏ ।
ଯଦି ଆପଣ ଖାଇବାର ଅଧଘଣ୍ଟା ପୂର୍ବରୁ ଦୁଇ ଗ୍ଲାସ ପାଣି ପିଇଲେ ତେବେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଧଗ୍ଳାସ ପାଣି ପିଇଲେ ହୃଦଘାତ ସମ୍ଭାବନା କମ ହୋଇଥାଏ । ସେହିଭଳି ପାଞ୍ଚୋଟି ଗୋଲମରିଚ, ଗୋଟେ ପିଆଜ, ଓ ଅଧାଚମଚ ଲୁଣକୁ ବାଟି କେଶରେ ଲଗାଇବା ଦ୍ଵାରା କେସ ଝଡିବା ବନ୍ଦ ହୋଇଥାଏ ।
ଯଦି ଆପଣଙ୍କ ମୁହଁ ରେ କଳା ଦାଗ ଥାଏ ତେବେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ମୁହଁ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁ ର ରଙ୍ଗ ସଫା କରିବା ପାଇଁ ଆଳୁ ର ରସ କୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ।
ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ । ଅଣ୍ଟା ଦରଜ ହେଉଥିଲେ ପଞ୍ଚୋଟି ଖଜୁରୀ କୋଳି ସହିତ ମେଥିଗୁଣ୍ଡକୁ ସିଝାଇ ଖାଇବା ଦ୍ଵାରା ଏହା ଦୂର ହୋଇଯାଇଥାଏ । ଯଦି ଆପଣଙ୍କ ପେଟରେ ଗ୍ଯାସ ସମସ୍ୟା ହେଉଥିଲେ ଏକ ଚାମଚ ଜୁଆଣୀ ସହିତ ଟିକେ କଳାଲୁଣ ମିଶାଇ ଉଷୁମ ପାଣିରେ ଖାଇବା ଦ୍ଵାରା ଏହା ଦୂର ହୋଇଥାଏ । ରୋଷେଇ କରି ସାରିବା ପରେ ଚୂଲାକୁ ଭଲ ଭାବେ ସଫା କରିବା ଉଚିତ ଏହା ସମୃଦ୍ଧିର ପ୍ରତୀକ ଅଟେ ।
ରାତିରେ ରୋଷେଇ ଘରେ କେବେବ୍ବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଅଶୁଭ ବୋଲି ମାନାଯାଇଥାଏ । ଭଙ୍ଗା ବାସନ ରେ କେବେ ବି ଖାଆନ୍ତୁ ନାହିଁ କିମ୍ବା ରୋଷେଇ କରନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ମାନାଯାଇଥାଏ । ରୋଷେଇ ଘରେ କେବେ ବି ଔଷଧ ଏବଂ ପୂଜା ସ୍ଥାନ ରଖନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ର ରେ ଲୁଣ ରଖିଲେ ଶୁଭ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘର ଭିତରେ ମହାଦେବଙ୍କର ପରିବାର ସହିତ ଫଟୋ ରଖିଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି ।
ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ । ଏବଂ ଆର୍ଥିକ ସମସ୍ୟା ହୋଇ ନଥାଏ । ଘରର ପଇସା ରଖୁଥିବା ଆଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୋଇଥାଏ । ଘରର ଗାଧୁଆଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରହିବା ଉଚିତ ।
ଏହା କରିବା ଦ୍ଵାରା ମଙ୍ଗଲ ହୋଇଥାଏ । ଘରର ଉତ୍ତର ଦିଗରେ ବିବାହ ଫଟୋ ଲଗାଇବା ଶୁଭ ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ