Breaking News

ସୋସିଆଲ ମିଡିଆରେ ସ୍ଵର ଓଠିବା ପରେ ପରୀ ପାଇଁ ଲଢିବେ ନିର୍ଭୟା ଓକିଲ ସୀମା! ମାଗିଲେ ସବୁ ତଥ୍ୟ, ପରୀ ପାଇଁ ଗୋଟିଏ ସେୟାର କରନ୍ତୁ

ପରି କେସ ରେ ଆଗକୁ ଆସିଲେ ନିର୍ଭୟା ଙ୍କ ମା ।ପରି ଙ୍କ ମା ଙ୍କୁ ସାହାଯ୍ୟ କରିବେ ନିର୍ଭୟା ଙ୍କ ମା।ଚର୍ଚ୍ଚା ହେଉଛି କି ନିର୍ଭୟା କେସ ଲଢ଼ିଥିବା ଓକିଲ ପରି କେସ ଲଢ଼ି ପାରନ୍ତି।କଣ ସତରେ ଏମିତି ହେବ ପରି କଣ ନ୍ୟାୟ ପାଇପାରିବ ଏମିତି ବହୁତ ପ୍ରଶ୍ନ ଉଠୁଛି ଏହାର ଉତ୍ତର ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବର ଟି ପଢ଼ନ୍ତୁ।


ଦିନକୁ ଦିନ ପରି କେସ ରେ କିଛି ନା କିଛି ଗୁମର ଖୋଲିବାରେ ଲାଗିଛି ।ଦୀର୍ଘ ଚାରି ମାସ ଧରି ତଦନ୍ତ ହେଉଥିବା ପରି କେସ ରେ ଆସିଛି ଆଉ ଏକ ଭିନ୍ନ ମୋଡ।ଆଗରୁ SIT ସରୋଜ ସେଠି କୁ ଗିରଫ କରିଛି ଆଉ କହିଛି ସରୋଜ ହିଁ ମୁଖ୍ୟ ଦୋଷୀ। SIT କହିବା ମୁତାବକ ସରୋଜ ପ୍ରକୃତ ଦୋଷୀ ଏବଂ ତାକୁ ହ ତ୍ୟା କରିଛି।

କିନ୍ତୁ ଏହି କଥା କୟ ଅସ୍ବୀକାର କରିଛନ୍ତି ପରି ର ପରିବାର ଲୋକ ।ପରି ର ପରିବାର ଲୋକ ଅଭିଯୋଗ କରୁଛନ୍ତି କି ଏହି କେସ ରେ ବହୁତ ବଡ଼ ବଡ଼ିଆ ଲୋକ ମାନଙ୍କର ହାତ ଅଛି ଏଥିରେ କିଛି ରାଜନେତା ମଧ୍ୟ ସାମିଲ ଥିବାର ଅଭିଯୋଗ କରିଛନ୍ତି ପରି ର ପରିବାର ଲୋକ।ଆହୁରି ମଧ୍ୟ କହିଛନ୍ତି ସରୋଜ କୁ ଫସେଇ ବଡ ବଡ଼ିଆ ଲୋକ ଖସି ଯିବାକୁ ବସିଛନ୍ତି।


ପରି କେସ ବିଷୟରେ ଶୁଣିବା ପରେ ନିର୍ଭୟା ଙ୍କ ମା ତୀବ୍ର ନିନ୍ଦା କରିଛନ୍ତି।ସେ କହିଛନ୍ତି ଯେମିତି ନିର୍ଭୟା କେସ ରେ ଦୋଷୀ ମାନେ ଫାଶୀ ଦଣ୍ଡ ପାଇଥିଲେ ସେମିତି ପରି କେସ ରେ ମଧ୍ୟ ଦୋଷୀ ମାନେ ଦଣ୍ଡ ପାଇବେ ଆପଣ ଧର୍ଯ୍ୟ ରଖନ୍ତୁ କହି ପରିର ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ନିର୍ଭୟା କେସ ଲଢ଼ୁଥିବା ଓକିଲ ପରି ର କେସ ଲଢ଼ିବେ।ପରିର ପରିବାର ଲୋକଙ୍କୁ ସାହସ ଦେଇଛନ୍ତି ନିର୍ଭୟା ଙ୍କର ମା ଏସାଇଟି ଟିମ୍ ଦ୍ଵାରା କୁହା ଯାଉଥିବା ପରୀ ର ହତ୍ୟାକାରୀ ସରୋଜ ସେଠୀ କୁ ହତ୍ୟାକାରୀ ନୁହେଁ ବୋଲି କହିଛନ୍ତି ପରୀ ର ପରିବାର ଲୋକ । ସରୋଜ ସେଠୀ ନିର୍ଦ୍ଦୋଷ ଅଟନ୍ତି ।ସରଳ ନିରୀହ ସରୋଜ କୁ ଫସାଇ ଦେଇ ବଡ ବଡ଼ିଆ ଖସିବାକୁ ବସିଛନ୍ତି ବୋଲି କହିଛନ୍ତି ପରିର ପରିର ପରିବାର ଲୋକ।

ଙ୍କାନାଳ ର ଯୁବ ଚେହେରା ସମ୍ବିତ ନନ୍ଦ କିଛିଦିନ ତଳେ ନିର୍ଭୟା ଓକିଲ ସୀମା ଙ୍କୁ ମଧ୍ୟ ଟ୍ୱିଟ କରି ଏହି ମାମଲା କୁ ଲଢ଼ିବାକୁ ଅନୁରୋଧ କରିଥିଲେ Iତେବେ ଓକିଲ ସୀମା ମଧ୍ୟ ତାଙ୍କ ଟ୍ୱିଟ ର ପ୍ରତିଯବାବ ଦେଇଛନ୍ତି। ଆପଣ ମାନେ ଜାଣିଥିବେ ନିର୍ଭୟା କେସ ରେ କେମିତି ଦୋଷୀ ଙ୍କୁ ତିନି ଥର ବଞ୍ଚାଇଦେଇଥିଲେ ଜଣେ ଓକିଲ ତଥାପି ସୀମା ଲଢ଼ି ଥିଲେ ତାପରେ ଯାଇକି ଦୋଷୀ ମାନଙ୍କୁ ଦଣ୍ଡ ମିଳିପାରିଥିଲା।ସୀମା ହେଉଛନ୍ତି ଜଣେ ଦକ୍ଷ ଆଉ ସଚ୍ଚୋଟ ଓକିଲ ।

 

ସେଥିପାଇଁ ସୋସିଆଲ ମିଡ଼ିଆ ରେ ସ୍ୱର ଉଠୁଛି କି ସୀମା ଲଢନ୍ତୁ ପରିର କେସ।ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ ବହୁତ ଲୋକ ଏମିତି କହୁଛନ୍ତି କି ପରିର କେସ ସୀମା ଲଢନ୍ତୁ। ଆଇନିଜୀବୀ ସୀମା ଙ୍କ ଟ୍ୱିଟ ପରେ ଲୋକମାନଙ୍କ ମଧ୍ୟରେ ଖୁସି ଖେଳିଛି . ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟୀକା ନେବା ପାଇଁ ଡରୁଛନ୍ତି ଲୋକେ ! ଭ -ୟରେ ଗାଁ ରେ ପଡିଲା ତାଲା ଦେଖନ୍ତୁ ଭିଡିଓ

ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଠୁ ରକ୍ଷା ପାଇବା ପାଇଁ ଟୀକା ହିଁ ଏକମାତ୍ର ମାଧ୍ୟମ। …

Leave a Reply

Your email address will not be published. Required fields are marked *