Breaking News

ସ୍ନିଗ୍ଧା ମହାନ୍ତିଙ୍କ ପରିବାର ଆଗରୁ କେବେ ଦେଖି ନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣାଶୁଣା ଲୋକପ୍ରିୟା ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଯଦି ଆପଣମାନେ ସ୍ନିଗ୍ଧା ମହାନ୍ତିଙ୍କ 1980 ମସିହାରେ ଓଡ଼ିଆ ସିନେମା ଜଗତରେ ପାଦରଖିଥିଲେ ଏହାପରେ ସ୍ନିଗ୍ଧା ମହାନ୍ତିଙ୍କ ଓଡ଼ିଆ ସିନେମାଜଗତକୁ ବହୁତ ସାରା ସୁପର ହିଟ ଫିଲ୍ମ ଦେଇ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି |

ତେବେ ଆସନ୍ତୁ ଏହି ଖବର ମାଧ୍ୟମରେ ଜାଣିବା ସ୍ନିଗ୍ଧା ମହାନ୍ତିଙ୍କ ଫ୍ୟାମିଲି ବିଷୟରେ ସ୍ନିଗ୍ଧା ମହାନ୍ତି 1991 ମସିହାରେ ମ୍ୟୁଜିକ ଡିରେକ୍ଟଇର ଜୟପ୍ରକାଶ ମହାନ୍ତିଙ୍କୁ ବିବାହ କରିଥିଲେ ଆଉ ତାଙ୍କର ଗୋଟେ ଝିଅ ମଧ୍ୟ ଅଛନ୍ତି ତାର ନାଁ ହେଉଛି ସମ୍ଭାବନା ମହାନ୍ତି |

ସମ୍ଭାବନା ମହାନ୍ତି ଦେଖିବାକୁ ତାଙ୍କ ମାଙ୍କ ଭଳି ବହୁତ ସୁନ୍ଦର ଆଉ ସେ ଜଣେ ଭଲ ଆକ୍ଟର ଏବଂ ମଡେଲିଂ କରନ୍ତି | ଆପଣମାନେତ ସମ୍ଭାବନା ମହାନ୍ତିଙ୍କୁ ବହୁତ ସାରା ସିନେମାରେ ଦେଖିଥିବେ ଏହାଛଡା ସମ୍ଭାବନା ବୋଲିଉଡ଼ର ସିରିଏଲରେ ମଧ୍ୟ ନଜର ଆସିଛନ୍ତି |

ଆଉ ଆପଣମାନଙ୍କୁ ସ୍ନିଗ୍ଧା ମହାନ୍ତିଙ୍କ ଓ ତାଙ୍କ ଝିଆ ସମ୍ଭାବନା ମହାନ୍ତି କେମିତି ଲାଗନ୍ତି ଆମକୁ କୋମେନ୍ଟ କରି ଜଣାନ୍ତୁ ଆଉ ଏହିଭଳି ଓଲିଉଡ଼ ସମ୍ବଧିତ ଖବର ଜାଣିବାପାଇଁ ଆମ ସହିତ ଯୋଡିହୋଇ ରହି ଥାନ୍ତୁ ଧନ୍ୟବାଦ |

About odisha news

Check Also

କେଉଁ ହାତରେ ସୁନା ( Gold ) ପିନ୍ଧିବା ଭଲ ନୁହଁ ଏହି ହାତରେ ସୁନା ପିନ୍ଧିଲେ ଆସିଯାଏ ଦରିଦ୍ର ମାନନ୍ତୁ ଏହି 14ଟି କଥା !

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଧାତୁ ଆମ ଉପରେ ପ୍ରଭାବ ପକାଇ ଥାଏ ପ୍ରତ୍ୟେକ ଧାତୁ ର …

Leave a Reply

Your email address will not be published.