Breaking News

ଶୀବ ପୁରାଣ ଅନୁସାରେ ଏହି ତିନୋଟି ସଂକେତ ମିଳିଲେ,ଜାଣିଥିବେ Apananka ମୃ-ତ୍ୟୁ ପାଖକୁ ଆସିଗଲା କଣ ସବୁ ସଂକେତ ମିଳିଥାଏ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ମୃ-ତ୍ୟୁ ଏକ ଅକାତ୍ୟା ସତ୍ୟ ଅଟେ କିନ୍ତୁ ଅଧିକ ରୁ ଅଧିକ ମନୁଷ୍ୟ ଏହାକୁ ସୀୟୁକାର କରିବାକୁ ଚାହୁଁ ନ ଥାନ୍ତି କିଛି ଲୋକ କ ମଧ୍ୟରେ ଏହା ମଧ୍ୟ ଦେଖା ଯାଇଛି କି ମୃ-ତ୍ୟୁ କୁ ସମସ୍ତେ ଡରି ଥାଆନ୍ତି ଏବଂ ସେହି ମୃ-ତ୍ୟୁ ବିଷୟରେ ଜାଣିବା କୁ ଅଧିକ ରୁ ଅଧିକ ଇଛୁକ ଥାଆନ୍ତି ଯେମିତି କି ଆମର ମୃ-ତ୍ୟୁ କେଉଁ ବୟସ ରେ ହେବ ଏବଂ କେଉଁ ଅବସ୍ଥା ରେ ହେବ ବନ୍ଧୁ ମାନେ ଏହା କୁ ଠିକ୍ ଭାବରେ ବତାଇ ତ ସମ୍ଭବ ହୋଇନଥାଏ କିନ୍ତୁ ଏମିତି ସଂକେତ ଅଛି ଯାହା ବତାଇ ଥାଏ କି ଆମର ମୃ-ତ୍ୟୁ ନିଶ୍ଚିତ ଅଟେ ଏବଂ ଶିବ ପୂରାଣ ରେ ପ୍ରଭୁ ଶିବ ଶଙ୍କର ମାତା ପାର୍ବତୀ କୁ ଏହି କଥା ବତାଇଥିଲେ ତ ଏବେ ଆସନ୍ତୁ ଜାଣିବା ଭଗବାନ ଶିବ ଶଙ୍କର କ ଦ୍ବାରା ବତା ଯାଇଥିବା ମୃ-ତ୍ୟୁ ସହ ଯୋଡ଼ି ହୋଇଥିବା କିଛି ସଂକେତ ବିଷୟରେ |

ବନ୍ଧୁ ମାନେ ମୃ-ତ୍ୟୁ କେତେବେଳେ ହେବ ଜାଣିବା କୌଣସି ଅସମ୍ଭବ କଥା ନୁହେ ତାକୁ ଭଲ ରେ ଜାଣିବା ଆବଶ୍ୟକ ଅଟେ ଗୋଟେ ଦିନ ମାତା ପାର୍ବତୀ ପ୍ରଭୁ ଶିବ ଶଙ୍କର କୁ ପଚାରି ଥିଲେ କି ମୃ-ତ୍ୟୁ ର ଚିହ୍ନ କଣ ଏବଂ ସଂକେତ କଣ ଏବଂ ମୃତ୍ୟୁ ପାଖକୁ ଆସିଲେ ମନୁଷ୍ୟ ର କି କି ଲକ୍ଷଣ ଦେଖା ଯାଇଥାଏ | ମାତା ପାର୍ବତୀ କ କଥା ଶୁଣି ଶିବ ଶଙ୍କର କହିଥିଲେ କି ଯଦି ମନୁଷ୍ୟ ର ମୃ-ତ୍ୟୁ ପାଖକୁ ଆସିଥାଏ ତେବେ ତାଙ୍କୁ ଏହି ୧୦ ଟି ସଂକେତ ମିଳିଥାଏ |

ପ୍ରଥମ ସଂକେତ ବନ୍ଧୁମାନେ ଆମକୁ ଲାଗିଥାଏ ମୃ-ତ୍ୟୁ କିଛି କ୍ଷଣ ର ପ୍ରକ୍ରିୟା ଅଟେ କିନ୍ତୁ ଏମିତି କେବେ ବି ହୋଇନଥାଏ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୃ-ତ୍ୟୁ ଆସିବା ର ପ୍ରକ୍ରିୟା ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ ଶିବ ପୂରଣ ଅନୁସାରେ ମୃ-ତ୍ୟୁ ର ଆଭାସ ମସ୍ତିସ୍କ ପୂର୍ବରୁ ନାଭି କୁ ହୋଇଥାଏ ଅର୍ଥାତ୍ ମୃ-ତ୍ୟୁ ର ପ୍ରଥମ ସଂକେତ ନାଭି ଚକ୍ର କୁ ହିଁ ଆସିଥାଏ | ମୃ-ତ୍ୟୁ ଆସିବାର ୬ ମାସ ପୂର୍ବରୁ ନାଭି ଚକ୍ର ଭାଙ୍ଗିବା ଆରମ୍ଭ ହୋଇଯାଇଥାଏ ଯଦି କୌଣସି ମନୁଷ୍ୟ କୁ ନାଭି ଚକ୍ରକୁ ଭାଗିବାର ଆଭାସ ମିଳିଥାଏ ତ ତାଙ୍କୁ ଜଣିନେବ ଆବଶ୍ୟକ କୁ ତାଙ୍କ ମୃ-ତ୍ୟୁ ପାଖକୁ ଆସୁଛି |

୨ୟ ସଂକେତ ବନ୍ଧୁ ମାନେ ଶିବ ପୂରଣ ଅନୁସାରେ ମୃ- ତ୍ୟୁ ପଖକୁ ଆସିବ କ୍ଷଣି ମନୁଷ୍ୟ ସୋପ୍ନ ପିତୃ ପୁରୁଷ କୁ ଦେଖିବାକୁ ମିଳିଥାଏ ତାର ଆଖ ପାଖରେ ନିଜର ପିତୃ ପୁରୁଷ ହେବାର ଆଭାସ ମିଳିଥାଏ ଏବଂ ଏହା ସହିତ ମନୁଷ୍ୟ କୁ ନିଜ ଆଖ ପାଖରେ ଲୋକ ମାନକର ଧ୍ୟାନ ରହିଥାଏ ଯଦି ମନୁଷ୍ୟ ସହିତ ଏମିତି ଘଟୁଛି ତ ତାକୁ ବୁଝି ନେବା ଉଚିତ୍ କୁ ତାର ମୃ-ତ୍ୟୁ ନିକଟ କୁ ଆସିଯାଇଛି ପାଖ ପାଖି ୬ ମାସ ମଧ୍ୟ ରେ ତାର ମୃ-ତ୍ୟୁ ହୋଇପାରେ |

୩ୟ ସଂକେତ ଶିବ ପୂରଣ ଅନୁସାରେ ଯିଏ ଜୀବନ ରେ ଅଧିକ ପାପ କରିଥିବା ତାକୁ ମୃ-ତ୍ୟୁ ପୂର୍ବରୁ ତା ଆଖ ପାଖରେ ଯମ ଦୂତ ମାନେ ଦେଖା ଯାଆନ୍ତି ଯାହାକୁ ଦେଖି ସେ ଭୟ ଭିତ ହୋଇଯାଇଥାଏ ୪ଥ ସଂକେତ ଶିବ ପୂରଣ ଅନୁସାରେ ଯେବେ ମନୁଷ୍ୟ ର ଶରୀର ର ରଙ୍ଗ ଟିକେ ହଳଦିଆ କିମ୍ବା ସାମାନ୍ୟ ନାଲି ପଡିଯାଇଥାଏ ତ ଏହା ଜାଣି ନେବା ଆବଶ୍ୟକ କୁ ବ୍ୟକ୍ତି ର ମୃ-ତ୍ୟୁ ପାଖକୁ ଆସିଯାଇଛି |

୫ମ ସଂକେତ ବନ୍ଧୁମାନେ ଯେଉଁ ବ୍ୟକ୍ତି ର ଛାଇ ପାଣି ତେଲ କିମ୍ବା ଆଇନା ରେ ଦେଖିବା କୁ କଷ୍ଟ ହୋଇଥାଏ ତ ଏହା ଜାଣି ନେବା ଉଚିତ୍ କି ଏହି ବ୍ୟକ୍ତି ର ମୃ-ତ୍ୟୁ ପାଖକୁ ଆସିଗଲା ୬ଷ୍ଟ ସଂକେତ ବନ୍ଧୁମାନେ ଯେଉଁ ମନୁଷ୍ୟ ନିଜର ବାସ୍ତବିକ ବୟସରୁ ଅଧିକ ଜି ନେଇଥାଏ | ତାକୁ ତାଙ୍କର ଛାଇ ଦେଖା ଯିବା ବନ୍ଦ ହୋଇଯାଇ ଥାଏ ଏବଂ ଯଦି ବି ଛାଇ ଦେଖା ଯାଉଛି ସେ ଅଧା ଛାଇ ଦେଖା ଯାଉଥାଏ ୭ ମା ସଂକେତ ମନୁଷ୍ୟ ର ବାମ ହାତ କୁ ମନ କୁ ମନ କୌଣସି ଜଖମ ଆସିଥାଏ ଏବଂ ଏହି ଜଖମ ସପ୍ତା ରୁ ଅଧିକ ରହିଥାଏ ତା ବୁଝି ନେବା ଆବଶ୍ୟକ କୁ ସେହି ବ୍ୟକ୍ତି ଆଉ ଅଧିକ ଦିନ ବଞ୍ଚିବ ନାହିଁ |

୮ମ ସଂକେତ ଯଦି ଯେଉଁ ମନୁଷ୍ୟ କୁ ଲାଗିଥାଏ ତାର ଆଖି ନାକ ଏବଂ କାନ କଠୋର ବା ଟାନ ଲାଗୁଥାଏ ତେବେ ଜାଣି ନିଅନ୍ତୁ ଆପଣ କ ମୃ-ତ୍ୟୁ ପାଖକୁ ଆସିଯାଇଥାଏ | ୯ମ ସଂକେତ ଯେଉଁ ମନୁଷ୍ୟ କୁ ଚନ୍ଦ୍ର ଓ ସୂର୍ଯ୍ୟ ଓ ଅଗ୍ନି କୁ ଦେଖିବା ପାଇ କଷ୍ଟ ହୋଇଥାଏ ତ ଏହା ମଧ୍ୟ ମୃ-ତ୍ୟୁ ଆଡ଼କୁ ଇଶରା କରି ଥାଏ ୧୦ ମ ସଂକେତ ହେଉଛି ଶିବ ପୁରାଣ ଅନୁସାରେ ରେ ଯେଉଁ ମନୁଷ୍ୟ ର ମୃ-ତ୍ୟୁ ପାଖକୁ ଆସିଥାଏ ତା ଶରୀର ରୁ ଅଲଗା ପ୍ରକାର ର ଗନ୍ଧ ଆସିଥାଏ ଏବଂ ଏହି ଗନ୍ଧ ଅସହନୀୟ ହୋଇଥାଏ ଏବଂ ଏହା ସହିତ ଏହି ଲୋକ କୁ ଚନ୍ଦ୍ର ରେ ଏକ ଗାର ଦେଖା ଯାଇଥାଏ ଏହା ଥିଲା ଏହି ୧୦ ଟି ସଂକେତ ଯାହାର ଆଭାସ ପାଇବା ଦ୍ବାରା ଆପଣ ଜାଣି ନେବା ଉଚିତ୍ ତାହାର ମୃ-ତ୍ୟୁ ପାଖକୁ ଆସି ଯାଇଛି |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.