Breaking News

ଶୀତ ଦିନରେ ପାଦ ଫାଟୁଥିଲେ କେଉଁ Sabu ସମସ୍ୟା ଦେଖା ଦେଇଥାଏ, ଏବଂ ଘରେ କଣ ସବୁ ଅସୁବିଦା ହୋଇଥାଏ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ମାନେ ରଖିଥିବେ ସଂସାରରେ ଧର୍ମ କଲ୍ୟାଣ କରି ବିଦ୍ୟା ସପ୍ରଦୟକ ଏବଂ ଅଂହିଶା ସପ୍ରଦାୟକ ହୋଇଥାଏ | ଯେଉଁ ଲୋକ ବୋହୁତ ଧନ ଏସୋର୍ଯ୍ୟ ଓ ବିଦ୍ୟା ପ୍ରାପ୍ତ କଲା ପରେ ବି ଆତ୍ମା ସଂଯମତା ରକ୍ଷା କରିଥାଏ ସେ ଲୋକ ପଣ୍ଡିତ ହୋଇଥାଏ | ମାନେ ରଖିବେ ବନ୍ଧୁଗଣ ଯେଉଁ ଲୋକ ବିନା ନିମନ୍ତ୍ରଣ ରେ ଯାଇ ନ ପଚାରିବା ପୂର୍ବରୁ କଥା ବାର୍ତ୍ତା କରିଥାନ୍ତି ଏବଂ ଅଯୋଗ୍ୟ ଲୋକ କୁ ବିଶ୍ଵାସ କରିଥାନ୍ତି | ସେମାନେ ମୂର୍ଖ ଓ ନୀଚ ସୋଭବ ର ହୋଇଥାଏ ମାନେ ରଖିବା ବନ୍ଧୁଗଣ ଈର୍ଷା କରୁଥିବା ଲୋକ ଓ ଅନ୍ୟ କୁ ଘୃଣା କରୁଥିବା ଲୋକ ଅସନ୍ତୁଷ୍ଟ ଲୋକ କ୍ରୋଧ କରୁଥିବା | ଲୋକ ସବୁବେଳେ ଆଶଙ୍କା କରୁଥିବା ଲୋକ ଅନ୍ୟର ଆଶ୍ରିତ କରୁଥିବା ଲୋକ ଏମାନେ ସର୍ବଦା ଜୀବନ ରେ ଦୁଃଖ ରେ ରହିଥାନ୍ତି |

ମାନେ ରଖିବେ କ୍ଷମା କରିବା କୌଣସି ଦୋଷ ହୋଇନଥାଏ ଏହା ପରମ ବଳ ହୋଇଥାଏ ତା ସହିତ କ୍ଷମା ଦୃବଳ ଲୋକ କର ଆଭୁଷଣ ହୋଇଥାଏ ଯେଉଁ ଲୋକ ବିଶ୍ୱାସ ର ପତ୍ର ହୋଇନଥାଏ ତାକୁ ବିଶ୍ଵାସ କରିବା ଅନୁଚିତ୍ କିନ୍ତୁ ଯିଏ ବିଶ୍ଵାସ ର ପତ୍ର ହୋଇଥାଏ | ତାକୁ ବିଶ୍ଵାସ କରିବା ଉଚିତ୍ ହୋଇଥାଏ ଗୋଟିଏ ଭଲ ଗୁଣ ଅନେକ ଖରାପ ଗୁଣ ଉପରେ ଭରି ପଡ଼ିଥାଏ ଯେପରି କଣ୍ଟା ପରିବେଷିତ କେତକୀ ଫୁଲ ପରି ଯେପରି ଭଲ ଗୁଣ କୁ ବୃଦ୍ଧି କରିବା ଉଚିତ୍ ଏହି ୮ ଜଣ ଅନ୍ୟ ର ଦୁଃଖ କୁ କେବେ ବି ବୁଝି ପାରନ୍ତି ନାହିଁ ଏମାନେ ହେଲେ ରାଜା ବେଶ୍ୟା ଛୋଟ ପିଲା ଚୋର ଯମ ଏବଂ କର ଆଦାୟ କରୁଥିବା | ଲୋକ ଯାହାର ପତ୍ନୀ ସ୍ଵାଦ ଚାରି ହୋଇଥାଏ ଯାହାର ଅଧିକ ଧନ ସଂପତ୍ତି ଥାଏ ଯାହାର ପୁତ୍ର ଉତ୍ତମ ଗୁଣ ଯୁକ୍ତ ହୋଇଥାଏ ତାହା ଅଗାରେ ସୋର୍ଗ ସୁଖ ତୁଚ୍ଛ ହୋଇଥାଏ |

ବଚ ମୂଳ ଖାଇବା ଦ୍ବାରା ନଷ୍ଟ ହୋଇଥିବା ବିଚାର ଶକ୍ତି ଫେରି ଆସିଥାଏ ଏହିପରି ଲୋକ କର ନଷ୍ଟ ହୋଇଥିବା ଶକ୍ତି କ୍ଷୀର ପିଇବା ଦ୍ବାରା ପୁନର୍ବାର ପ୍ରାପ୍ତି ହୋଇଥାଏ ଯେଉଁ ସ୍ତ୍ରୀ ସ୍ଵମିକର ସହମତି ବିନା ସମ୍ପର୍କ ରଖେ ତାହାର ଆୟୁ କମ ହୋଇଥାଏ ଇହ ଲୋକ ପର ଲୋକ ରେ ସେ କଷ୍ଟ ପାଇଥାଏ ଯେଉଁ କାର୍ଯ୍ୟ ରେ ବୋହୁତ ଦୂରର ଥାଏ ଯେଉଁ କାର୍ଯ୍ୟ ଅସମ୍ଭବ ଦେଖା ଯାଏ ଯେଉଁ କାର୍ଯ୍ୟ ନିଜ ଚେଷ୍ଟା ବାହାରେ ଥାଏ | ତାକୁ ତପସ୍ୟା ଦ୍ବାରା ପ୍ରାପ୍ତ କରାଯାଏ ଜ୍ଞାନ କୁ ଆହାରଣ କରାଯାଏ ଘରେ ପୁସ୍ତକ ରଖାଯାଏ ଧନ ନିଜପାଖ ରେ ନରଖି ଅନ୍ୟ ପାଖ ରେ ରଖିଲେ ତାହା ଦରକାର ଆସିଲେ କାର୍ଯ୍ୟ ରେ ଆସିଲେ ମାନେ ରଖିଲେ |

ବନ୍ଧୁଗଣ ପୂର୍ବ ଜନ୍ମ ର ବିଦ୍ୟା ପୂର୍ବ ଜନ୍ମ ର ତପସ୍ୟା ଏ ଜନ୍ମ ରେ କ୍ରିୟା ଶିଲ ମଧ୍ୟ ହୋଇଥାଏ ଏବଂ ସମ୍ପତି କୁ ପ୍ରାପ୍ତ କରିବା ପାଇଁ ଯୋଜନା ଯାତନା ସାହିବ କୁ ପଡ଼େ ଶତ୍ରୁକୁ ଚକୁଲିଷ କରିବା କୁ ପଡ଼େ ସର୍ବଦା ସବୁ ତ୍ୟାଗ କରିବା କୁ ପଡ଼େ ତେବେ ତାକୁ ଆପଣ ପରି ତ୍ୟାଗ କରିଦେବ ଉଚିତ୍ ସଂସାର ରେ ବେଲଗମ୍ ଲୋକ ବୋହୁତ ଶୀଘ୍ର ସମସ୍ୟା ର ସମୁଖୀନ ହୋଇଥାନ୍ତି ସମସ୍ତ କ ଉପରେ ପ୍ରଭାବ ପକାଇଥଏ ଏବଂ ସମସ୍ତ ଲୋକ କର ଖୁବ୍ ଶୀଘ୍ର ସୁଖ ନଷ୍ଟ ମଧ୍ୟ ହୋଇଥାଏ ଯେଉଁ ଚନ୍ଦନ କଟା ଯିବା ପରେ ମଧ୍ୟ ମହକ ଛାଡି ନଥାଏ ଆକୁ ଚିପୁଡ଼ିଲା ପରେ ବି ଯେଉଁ ମିଠା ଅଂଶ ଛାଡି ନଥାଏ ଏପରି ମହତ ଜନ ଦରିଦ୍ର ହେଲେ ବି ନିଜ ର ମହାନତା କେବେ ତ୍ୟାଗ କରିନଥାଏ |

ଯେଉଁ ଲୋକ ଘରକୁ ଆସି ଥିବା ଅତିଥି କୁ ଆଦର ସତ୍କାର ନା କରି ଭୋଜନ ନ ଦେଇ ନିଜେ ଭୋଜନ କରେ ସେ ବ୍ୟକ୍ତି ଚଣ୍ଡଳ ହୋଇଥାଏ ଯେଉଁ ବ୍ୟକ୍ତି ଅନ୍ୟକୁ ବିନା କାରଣ ରେ କଷ୍ଟ ଦିଏ କୃପଣ ଲୋକ କୁ ଆଶ୍ରୟ ଦିଏ ସେ ଲୋକ ମୂର୍ଖ ହୋଇଥାଏ ଯେଉଁ ଲୋକ ନିଜ ଶକ୍ତି ଧର୍ମ କିମ୍ବା ଲାଭ ବିରୁଦ୍ଧ ରେ ଯାଇ ଅସମ୍ଭବ ଯାଇ ବସ୍ତୁ ପ୍ରତିକ୍ରିୟା ପାଇଁ ବୟସ୍କ ଲୋକ ମଧ୍ୟ ମୂର୍ଖ ସଦୃଶ ହୋଇଥାଏ ଯେଉଁ ଲୋକ ଭୁଲ କରିକିବି ଅନ୍ୟ ଉପରେ ଦୋଷ ଦେଇ ଅସମର୍ଥ ହୋଇକି ବି ମଧ୍ୟ କ୍ରୋଧ କରିଥାଏ ସେହି ଲୋକ ମୂର୍ଖ ହୋଇଥାଏ ଯେଉଁ ଲୋକ ପିତୃ ପୁରୁଷ କ ଶ୍ରାଦ୍ଧ ଦେଇନଥଏ ଦେବା ଦେବୀ କୁ ପୂଜା କରିନଥାଏ ସେ ବୋହୁତ ବଡ ମୂର୍ଖ ଅଟେ ଯିଏ ନିଜ କାର୍ଯ୍ୟ ର ସୂତ୍ର କୁ ଅନ୍ୟ କୁ କହୁଥାଏ |

କମ୍ ସମୟ ଲାଗୁଥିବା କାର୍ଯ୍ୟ କୁ ଅଧିକ ସମୟ ନିଏ ପ୍ରତି କାର୍ଯ୍ୟ ରେ ଅବିଶ୍ବାସ କରେ ସେ ମଧ୍ୟ ମୂର୍ଖ ହୋଇଥାଏ ଯେଉଁ ଲୋକ ମିତ୍ର କୁ ଈର୍ଷା କରେ ଶତ୍ରୁ କ ସହ ମିତ୍ର ତା କରେ ତାଠୁ ବଡ ମୂର୍ଖ ଏ ଦୁନିଆ ରେ କେହି ହୋଇନଥାଏ ଯେଉଁ ଲୋକ ଯାହା ଇଚ୍ଛା କରିବା ଉଚିତ୍ ନୁହେ ତାହା କରେ ସେ ନିଜ ଶକ୍ତି ଠାରୁ ଅଧିକ ଶକ୍ତି ଶାଳୀ ଲୋକ କ ସହ ଶତ୍ରୁତା କରେ ସେ ମଧ୍ୟ ମୂର୍ଖ ତୁଲ୍ୟ ହୋଇଥାଏ ଯିଏ ନିଜ କାର୍ଯ୍ୟ ଛାଡି ଅନ୍ୟ ର କର୍ତ୍ତବ୍ୟ କରେ ସଂଗତ ରେ ପଡ଼ି ଖରାପ କାର୍ଯ୍ୟ କରେ ସେ ମଧ୍ୟ ମୂର୍ଖ ହୋଇଥାଏ ଦରିଦ୍ର ହୋଇ ବଡ ବଡ଼ ଜିନିଷ ପାଇବାରେ ଇଚ୍ଛା ରଖିଲେ ବିନା ପରିଶ୍ରମରେ ଧନ ବାନ ହେବାକୁ ଚାହୁଥିବ ଲୋକ ବିନା ଜ୍ଞାନରେ ଅହଂକାର ଦେଖେଇବା ଲୋକ ମଧ୍ୟ ମୂର୍ଖ ସଦୃଶ ହୋଇଥାଏ |

ମାନେ ରଖିବେ ବନ୍ଧୁଗଣ ଆପଣ କେବେ ବି ସ୍ଵାଦିଷ୍ଟ ଖାଦ୍ୟ ଏକୁଟିଆ ଖାଇବା ଉଚିତ୍ ନୁହେଁ ଶୁନ ସାନ ରାସ୍ତା ରେ ଏକୁଟିଆ ଯିବା ଉଚିତ୍ ନୁହେଁ ଯଦି କୌଣସି ଲୋକ ପାଖରେ ଆୟର ସାଧନ ନଥାଏ ସେ ଭାଗ୍ୟ ଶାଳୀ ହୋଇଥାଏ ଅର୍ଥ ପାଇ ତାକୁ କାହା ଆଗରେ ହାତ ପଟେଇବା କୁ ପଡେନାହିଁ ମନୁଷ୍ୟ ପାଖରେ ଥିବା ଜ୍ଞାନ ଅତି ଖରାପ ସମୟରେ ମଧ୍ୟ ସତ୍ ଦେଇଥାଏ ବର୍ତ୍ତମାନ ସମୟର ଜ୍ଞାନ ରୋଜଗାର ର ଏକ ରାସ୍ତା ଅଟେ ଯେଉଁ ସନ୍ତାନ ନିଜ ପିତା ମାତା କର ଆଜ୍ଞା କରି ହୋଇଥାଏ ସେମାନେ ସୁଖରେ ରହିଥାଏ ଯେଉଁ ସନ୍ତାନ ଏପରି କରେ ତାଙ୍କୁ ଜୀବନ ରେ ବୋହୁତ ଭଲ ଫଳ ମିଳିଥାଏ ଯେଉଁ ଲୋକ ମଧୁର ବଚନ କହିଥାନ୍ତି |

ତାଙ୍କ ଉପରେ ମାତା ଲକ୍ଷ୍ମୀ ଓ ମାତା ସରସ୍ୱତୀ କର ବିଶେଷ କୃପା ରହିଥାଏ ମଧୁର ବଚନ କହୁଥିବା ଲୋକ କୁ ଭାଗ୍ୟ ସବୁବେଳେ ସାତ ଦେଇଥାଏ ଯେଉଁ ଲୋକ ବୋହୁତ ସାହସୀ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରେ ତାକୁ ସର୍ବଦା ମା ଲକ୍ଷ୍ମୀ କର କୃପା ପ୍ରାପ୍ତ ହୋଇଥାଏ ପିତା ମାତା ଗୁରୁ ଆତ୍ମା ମନ ଲଗାଇ ଧ୍ୟାନ ସହ କରେ କଲେ ତାକୁ ଅନେକ କଲ୍ୟାଣ ପ୍ରୋତ ହୋଇଥାଏ ଦୁଇ ପ୍ରକାର ର ଲୋକ କୁ ସୋର୍ଗ ଠାରୁ ଉଚ୍ଚ ସ୍ଥାନ ପ୍ରାପ୍ତ ହୋଇଥାଏ ୧ ରେ ହେଉଛି ଶକ୍ତି ଶାଳୀ ହୋଇ କ୍ଷମା କରୁଥିବା ଲୋକ ୨ୟ ଟି ହେଉଛି ଦରିଦ୍ର ହୋଇ ଦାନ କରୁଥିବା ଲୋକ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.