Breaking News

ଶିଶୁଙ୍କଅଶ୍ଳୀ ଳ ଭିଡିଓ ତିଆରି କରୁଥିଲେ ଏହି ସରକାରୀ ବାବୁ , ବାହାରକୁ ଆସିଲା ସାଙ୍ଘାତିକ ସତ !

ଆଜ୍ଞା ହଁ, ଉତ୍ତରପ୍ରଦେଶ ର ବାନ୍ଦାରେ ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ରାମା ଭ୍ୱାନ ପିଲାଙ୍କୁଯୌନଶୋଷଣ କରିଥିବାର ଏକ ପ୍ରକାର ସଙ୍ଗିନ ଅଭଯୋଗ ଆଖି ସାମ୍ନା କୁ ଆସିଛି | ସିବିଆଇର ଇନଭେସ୍ଟିଗେଶନ ମୁତାବକ, ରାମଭବନ ପାଖାପାଖି ୭୦ରୁ ପ୍ରାୟ ଅଧିକ ପିଲାଙ୍କୁଯୌନ ଶୋଷଣ କରିସାରିଛନ୍ତି ଏହି କନିଷ୍ଠ ଜନରୀ ଜଣକ। ତେବେ ସେ ଯେଉଁ ପିଲାମାନଙ୍କୁଯୌନ ଶୋଷଣ କରିଛନ୍ତି, ସେମାନଙ୍କୁ HIV ହେବାର ଆଶଙ୍କା ରହିଛି।
ତେବେ ଦିଲ୍ଲୀ ଏମ୍ସରେ ରାମଭବନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି। ୮ ଜଣିଆ ଏକ ଡାକ୍ତରୀ ଟିମ ତାଙ୍କ ମାନସିକ, HIV ଏବଂ ଫିଡୋଫାଇଲ ଟେଷ୍ଟ କରୁଛନ୍ତି, ପିଲାମାନଙ୍କୁ ରୋଗ କବଳ ରୁ ବଞ୍ଚାଈ ହେବ |


ଉକ୍ତ ତଦନ୍ତରୁ ଜଣାପଡିଛି ଯେ, ରାମଭବନ ୪ ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୨୨ ବର୍ଷୀୟ ଯୁବକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ସହିତ ଯୌନ ସମ୍ବନ୍ଧ ରଖିଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ରାମଭବନ ତାଙ୍କ ସମ୍ପର୍କୀୟଙ୍କ ପିଲାମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ, ସେମାନଙ୍କୁ ବି ଯୌନ ଶିକାର କରିଥିଲେ।

ଗତ ଡିସେମ୍ବର ୨୯ରେ ସିବିଆଇ ରାମଭବନଙ୍କ ସ୍ତ୍ରୀ ଦୁର୍ଗାବତୀଙ୍କୁ ଗିରଫ କରିଥିଲା। ପୋକସୋ ଅଧିନିୟମ ଧାରା ୧୭(ବାଳ ଯୌନ ଶୋଷଣ ଅପରାଧରେ ସାହାଯ୍ୟ କରିବା ଏବଂ ଲୁଚାଇବା) ଏବଂ ଧାରା ୧୨୦ବି(ଷଡ଼ଯନ୍ତ୍ରରେ ସାମିଲ ହେବା) ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା।


କୁନି ପିଲାମାନଙ୍କୁ ଯୌନ ଶୋଷଣ କରିବା ଏବଂ ସେମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ପର୍ଣ୍ଣ ସାଇଟକୁ ବିକ୍ରି କରିବା ମାମଲାରେ ସିବିଆଇ ୧୬ ନଭେମ୍ବରରେ ଜେଇ ରାମଭବନଙ୍କୁ ଗିରଫ କରିଥିଲା। ସେ ପାଖାପାଖି ୧୦ ବର୍ଷ ହେବ ଏହି କୁକର୍ମ କରି ଆସୁଥିବା ନେଇ ଗୁରୁତର ଅଭିଯୋଗ ରହିଥିଲା। ଘର ଯାଞ୍ଚ ବେଳେ ସିବିଆଇ ରାମଭବନଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା, ୧୨ ମୋବାଇଲ ଫୋନ, ଲାପଟପ, ୱେବ କ୍ୟାମେରା ଆଦି ଜବତ କରିଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *