ନମସ୍କାର ବନ୍ଧୁଗଣ ବର୍ତମାନ ସମୟରେ ବଡ଼ ଦୁଃଖ ଖବର ସାମନା କୁ ଆସିଛି ଏହି ପ୍ରସିଧା ଅଭିନେତ୍ରୀଙ୍କୁ ବ୍ରେଷ୍ଟ କ୍ୟାନସର ଏହି ଅଭିନେତ୍ରୀ ଜଣଙ୍କ କିଏ ଜାଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ |ଅନେକ ଟିଭି ସିରିଏଲ ରେ ଅଭିନୟର ଯାଦୁ ଦେଖାଇ ଥିବା ଅଭିନେତ୍ରୀ ଏବଂ କ୍ୟାନସର ସହିତ ଲଢ଼ୁଛନ୍ତି ତାଙ୍କୁ ବ୍ରେଷ୍ଟ କ୍ୟାନସର ହୋଛି ଏନେଇ ସେ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରକାଶ କରିଛନ୍ତି |
ସେ ପୋଷ୍ଟ କରି ସେଆର କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ଫୋଟ ସେଆର କରିବା ପରେ ପ୍ରଶାସକ ମାନେ ପ୍ରସିଦ୍ଧ ଅଭିନେତ୍ରୀ ଙ୍କୁ ପ୍ରଶଂସା କରିବା ସହ ଆସୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଏହିଅ ପୋଷ୍ଟଟି ତୁମ ପ୍ରଶଂସା କରୁଛି ମୁଁ ତମର ମାଜିକି ପ୍ରଥମ ଥର ପାଇଁ ଦେଖିଲି ଯେତେବେଳେ ତୁମେ ଖୁସି ହେବାର ସୁଯଗ ଦେଲ ତୁମେ ମୋର ଉଭୟ ପିଲାଙ୍କୁ ଖାଇବାକୁ ଦେଲ ଉଭୟ ଗୁରତ ବଢିଗଲା ତୁମେ କର୍କଟ ରୋଗ ସହ ଲଢ଼ୁଥିବା ବେଳେ ତୁମ ପାଖରେ ଠିଆ ହେବାର ସମୟ ଆସିଛି |
ଏହି ପ୍ରସିଦ୍ଧ ଅଭିନେତ୍ରୀ ଛବୀଙ୍କର ଦୁଇ ସନ୍ତାନ ଜନନୀ ଅଟନ୍ତି ଏବଂ ତାଙ୍କ ଗୋଟେ ପୁଅ ଗୋଟେ ଯହିଁ ଅଛନ୍ତି ତାଙ୍କର ସ୍ୱାମୀ ମୋହିତି ସେ ଏକ ଡିଜିଟାଲ ଉତ୍ପନ କମ୍ପନିରେ ମୁଖ୍ୟ ମାଲିକ ଅଟନ୍ତି | ସେହିପରି ଛବି ତିନି ବୋହୂ ରାନିଆ ବନ୍ଧନୀ ଏବଂ ବିତିଆ ଏହି ଅଭିନୟ କରିଛନ୍ତି ଏହା ବେତିତ ସେ ଅନେକ ଫିଲ୍ମରେ କାମ କରିଛନ୍ତି ଟେଲିଭିଜନ ନିଜର ପରିଚୟ ସୃଷ୍ଟି କରିବା ପରେ ଛବି sit ନାମକ ୟୁଟୁବ ଚେନେଲ ଆରମ୍ଭ କରିଛନ୍ତି ଏହା ମଧ୍ୟରେ ସେ ମଧ୍ୟ ବହୁତ ଲୋକ ଲୋକ ପ୍ରିୟତା ହାସଲ କରିଛନ୍ତି ଟିଭି ସିରିଏଲ ରେ ଅଭିନୟର ଯାଦୁ ଦେଖିଥିବା ଅଭିନିତାଲ ଏବେ କ୍ୟାନସର ସହ ଲଢ଼ୁଛନ୍ତି ତେବେ ଅଭିନେତ୍ରୀ ଛବୀଙ୍କର ସ୍ୱାସ୍ଥ୍ୟ ଖୁବୁ ଶୀଘ୍ର ଭଲ ହେଇଯାଉ ଏହା ଭଗବାନଙ୍କ ନିକଟରେ ପାର୍ଥନା |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …