Breaking News

ସିରିୟଲ ଗାର୍ଲଫ୍ରେଣ୍ଡ ଜଣେ ଥିଲେ ଓ ରିଏଲଇ ଗାର୍ଲଫ୍ରେଣ୍ଡ ଜଣେ ଥିଲେ ଏହା କଣ ସତ !

ନମସ୍କାର ବନ୍ଧୁଗଣ ତେବେ ଆପଣ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସର୍ବଜିତ ଅନୁ ନିଶ୍ଚିନ୍ତ ଦେଖିଥିବେ ଆଉ ଏଥିରେ ମୁଖ୍ୟ ହିରୋ ଭୂମିକା ରେ ଅଭିନୟ କରୁଥିବା ସାଇ ଙ୍କୁ ମଧ୍ୟ ବେସ ଭଲଭାବରେ ଜାଣିଥିବେ | ତେବେ ଦର୍ଶକବନ୍ଧୁ କୁଆଁରୀ ବୋହୂ ସିରିଏଲ ରେ ସାଇ ଦମଦାର ଅଭିନୟ କରି ଖୁବ୍ କମ୍ ସମୟ ଭିତରେ ଲୋକପ୍ରିୟତା ହାସଲ କରିପାରିଥିଲେ | ସର୍ବଜିତ ଅନୁ ସିରିଏଲ ରେ ସାଇ ଙ୍କ ଆକ୍ଟିଙ୍ଗ ମଧ୍ୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି | ତେବେ ଏହି ସିରିଏଲ ରେ ସାଇ ଙ୍କ ଗର୍ଲଫ୍ରେଣ୍ଡ ଭାବେ ନଜର ଆସିଛନ୍ତି ସାରା |

ତେବେ ସାରା ଏବଂ ସାଇ ଙ୍କ ଯୋଡି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି | ତେବେ ଦର୍ଶକବନ୍ଧୁ ଆଜି ଆମେ ଜାଣିବା ସାଇ ଙ୍କ ରେଅଲ ଲାଇଫ ଗର୍ଲଫ୍ରେଣ୍ଡ ବିଷୟ ରେ | ତେବେ ଦର୍ଶକବନ୍ଧୁ ହ୍ୟାଣ୍ଡସମ ଅଭିନେତା ସାଇ ଙ୍କ ପ୍ରକୃତ ନାମ ହଉଛି ସୁମନ କୁମାର ମହାରଣା | ତେବେ ସାଇ ଙ୍କର ଦମଦାର ଆକ୍ଟିଂ ଟା ସିରିଏଲ ମାଧ୍ୟମରେ ନିଶ୍ଚିନ୍ତ ଦେଖିଥିବେ |

ତେବେ ଦର୍ଶକବନ୍ଧୁ ଏ ହଉଛନ୍ତି ସାଇ ଙ୍କ ରିଅଲ୍ ଲାଇଫ ଗର୍ଲଫ୍ରେଣ୍ଡ | ଯାହାଙ୍କ ପ୍ରକୃତ ନାମ ହଉଛି ସାରା ତେବେ ଦର୍ଶକବନ୍ଧୁ ଆପଣ ମାନେ ତ ସାରା ଙ୍କୁ ନିଶ୍ଚିନ୍ତ ଭାବେ ଜାଣିଥିବେ | ସାରା ଜଣେ ଭଲ ଅଭିନେତ୍ରୀ ଅଟନ୍ତି | ତେବେ ସାଇ ଏବଂ ସାରା ଦୀର୍ଘ ୨ ବର୍ଷ ହେବ ରିଲେସନ ରେ ଅଛନ୍ତି | ତେବେ ଦର୍ଶକବନ୍ଧୁ ଆପଣମାନଙ୍କ ସାଇ ଏବଂ ସାରା ଙ୍କ ଯୋଡି କେମିତି ଲାଗିଲା ଆମକୁ ସିମେଣ୍ଟ ମାଧ୍ୟମ ରେ ନିଶ୍ଚିନ୍ତ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.