Breaking News

ସିଙ୍ଗର ସୋନାଲି ନନ୍ଦଙ୍କ ବିଷୟରେ କିଛି ଏପରି କଥା ଯେଉଁଟା ଆପଣ ଜାଣିଲେ …

ଦର୍ଶକବନ୍ଧୁ ସୋନାଲି ନନ୍ଦ ଏବେ ଗୋଟେ ଚର୍ଚ୍ଚିତ ନାଁ ଓଡ଼ିଶାର ସିଙ୍ଗର ହେଉଛନ୍ତି ସୋନାଲି ନନ୍ଦ ସେ ମଲିକା ଚାଲ ଯିବା ଚିଲିକା ଗୀତ ଦ୍ୱାରା ଦର୍ଶକମାନଙ୍କ ମନକୁ ଜିତିପାରିଥିଲେ ତାଙ୍କର ଜନ୍ମ ସେପ୍ଟେମ୍ବର ମାସ 13 ତାରିଖରେ ଅନୁଗୁଳ ଜିଲ୍ଲାରେ ହୋଇଥିଲା ଓ ଆପଣମାନେ ତାଙ୍କର ଅନେକ ସାରା ହିଟ ଗୀତ ମଧ୍ୟ ଶୁଣିସାରିଥିବେ ସେଥି ମଧ୍ୟରୁ ମଲିକା ଚାଲ ଯିବା ଚିଲିକା ଗୀତ ଟି ଲୋକମାନଙ୍କୁ ବେଶ ଭଲ ଲାଗିଥିଲା |

ଏହାପରେ ଲୋକମାନେ ତାଙ୍କୁ ସେହି ଗୀତ ଜରିଆରେ ଜାଣିଥିଲେ ସୋନାଲିଙ୍କ ବାପା ଙ୍କ ନାମ ହେଉଛି ଚଣ୍ଡିକା ପ୍ରସାଦ ନନ୍ଦ ଏବଂ ସେ ଜଣେ ମଧ୍ୟ ଗୀତିକାର ଅଟନ୍ତି ଏବଂ ତାଙ୍କ ମା ଙ୍କ ନାମ ହେଉଛି କଳ୍ପନା ନନ୍ଦ ଏବଂ ସେ ଜଣେ ମଧ୍ୟ କଣ୍ଠଶିଳ୍ପୀ ଏବଂ ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି ତାଙ୍କର ନାମ ହେଉଛି ରୁପାଲି ନନ୍ଦ ସମସ୍ତେ ତାଙ୍କ ପରିବାରରେ କଣ୍ଠଶିଳ୍ପୀ ହୋଇଥିଲେ ମଧ୍ୟ ସୋନାଲି ବେଶ ଭଲ ଗୀତ ଗାଇବାର ନଜର ଆସିଛନ୍ତି |

ତାଙ୍କ ପରିବାରରେ ବାପା ମା ଙ୍କ ସହ ଜଣେ ସାନ ଭଉଣୀ ରହିଛନ୍ତି ଏବଂ ସୋସିଆଲ ମିଡିଆରେ ବେଶ ସକ୍ରିୟ ଏହି ଅଭିନେତ୍ରୀ ଜଣଙ୍କ | ସୋନାଲି ସ୍କୁଲ ରେ ପଢିବା ସମୟରେ ତାଙ୍କର ସଂଗୀତ ପ୍ରତି ବହୁତ ଆଗ୍ରହ ଥିଲା ସେଥିପାଇଁ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ ପରବର୍ତ୍ତୀ ସମୟରେ ସେ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ |

ପିଲାଦିନେ ସୋନାଲି ନାଚିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି ସେ ଅନେକ ଆଲବମ ଏବଂ ଚଳଚିତ୍ର ସଂଗୀତ ରେ କଣ୍ଠଦାନ କରିସାରିଛନ୍ତି ନିଜର ସଂଗୀତ ଜୀବନରେ ବେଶଷ ସଫଳ ହୋଇଥିଲେ ସୋନାଲି ବର୍ତ୍ତମାନ ନିଜ ପ୍ରେମିକାର ମୃତ୍ୟୁ କୁ ନେଇ ବିବାଦ ରେ ଅଛନ୍ତି ଏହି ସିଙ୍ଗର ଜଣଙ୍କ |

ତାଙ୍କ ପ୍ରେମିକ ସୋମ୍ୟରଞ୍ଜନ ଙ୍କ ମୃତ୍ୟୁ ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ର ବିଷୟ ପାଲଟିଛି ସୋମ୍ୟରଞ୍ଜନ ଙ୍କ ମୃତ୍ୟୁ ପାଇଁ ସୋନାଲି ଙ୍କୁ ଦାୟୀ କରିଛି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଏହି ବିଷୟରେ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.