Breaking News

ସିନେମା ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଃଖଦ ଖବର, ଆଉ ନାହାନ୍ତି ଏହି Loka ପ୍ରିୟ ଅଭିନେତ୍ରୀ…. ଦେଖନ୍ତୁ ତାଙ୍କର କଣ ହୋଇଥିଲା !

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ୍ ସମୟରେ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ପ୍ରସିଦ୍ଧ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 27 ବର୍ଷ ହୋଇଥିଲା ବେଳ ସେ ଆ-ତ୍ମ-ହ-ତ୍ୟା କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ତେବେ ଏହି ଅଭିନେତ୍ରୀ ମୃ-ତ୍ୟୁ ପୂର୍ବରୁ ତାଙ୍କର ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ଭାବ ବୋହୂଳ ପୂର୍ଣ୍ଣ ସୁସାଇଡ ନୋଟ୍ ଲେଖିଥିବା ଜଣା ପଡ଼ିଛି ।

ଅଭିନେତ୍ରୀ ଜଣଙ୍କ ନିଜ ସୁସାଇଡ୍ ନୋଟରେ ଲେଖିଛନ୍ତି ଯେ ସେ ଗତ କିଛି ଦିନ ହେବ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚାହୁଁଥିଲେ ତେବେ ସେ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତି ନେଲେ ତାହା କିନ୍ତୁ ଜଣା ପଡି ନାହିଁ । 2018 ମସିହାରେ ବିଗ୍ ଫରେଷ୍ଟ ସହରରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ବ୍ରାଜିଲ ଅଭିନେତ୍ରୀ ୟୁଜନ ସୁ-ସା-ଇ-ଟ ନୋଟ୍ ରେ ନିଜ ବାପା ମା ଏବଂ ଜେଜେ ମା ଓ ବଡ ଭାଇଙ୍କୁ କ୍ଷମା ମାଗିଛନ୍ତି ।

ଏଥି ସହିତ ସେ ମାନସିକ ଶାନ୍ତି ଏବଂ ଅବସରରେ ଥିବା ସହ ସେ ଆଉ ବଞ୍ଚିବା ପାଇଁ ଚାହୁଁ ନଥିବା ସୁ-ସା-ଇ-ଟ ରେ ଲେଖିଛନ୍ତି ତେବେ ଅଭିନେତ୍ରୀ ୟୁଜନଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଯାଇ ପରିବାର ଲୋକେ ତାଙ୍କ ସୁସାଇଟ ନୋଟ୍ କୁ ସର୍ବ ଜନିନ କରିଛନ୍ତି ଅଭିନେତ୍ରୀ ୟୁଜନ୍ ସୁ-ସା-ଇ-ଟ ନୋଟ୍ ରେ ନିଜର ମନ କଥା ଲେଖିବା ସହ ଆହୁରି ମଧ୍ୟ ତାଙ୍କ ସାଙ୍ଗ ସାଥିଙ୍କ ପାଇଁ କିଛି ଭାବ ବିହୋଳ ପୂର୍ଣ୍ଣ କଥା ଲେଖିଛନ୍ତି ।

ଅଭିନେତ୍ରୀ ୟୁଜନଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କର ଫ୍ୟାନ ମାନେ ଏହି ଖବରକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ତେବେ ଅଭିନେତ୍ରୀ ୟୁଜାନଙ୍କ ମୃ-ତ୍ୟୁକୁ ନେଇ ସେମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଡଗତି କାମନା କରିଛନ୍ତି ଏଥି ସହିତ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରୁଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.