Breaking News

ସିନ୍ଦୁରର ଅଧିକାର ସିରିଏଲ ର ହିରୋ ଓ ହରୋଇନ ମାନଙ୍କର ବୟସ କେତେ ! ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ..

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସିନ୍ଦୂର ର ଅଧିକାର ସିରିଏଲ ଦିନ କୁ ଦିନ ଲୋକ ପ୍ରିୟ କରିଚାଲିଛି | ଏଥିରେ ଅଭିନୟ କରୁଥିବ ଅଭିନେତା ମାନେ ନିପୂଣ ଭାବେ ଅଭିନୟ କରୁଥିବା ର ନଜର ଆସୁଛନ୍ତି | ସେମାନଙ୍କ ମଧ୍ୟରୁ ଦୁଇଜଣ କଳାକାର ସନୋଜ୍ କୁମାର ଏବଂ ସିମ୍ରନ୍ ସମିଷ୍ଟ ଦାସ ଯିଏ କି ହିରୋ ଓ ହିରୋଇନ୍ ଅଭିନୟ ଦମଦାର ସିରିଏଲ କରୁଛନ୍ତି |

ଦର୍ଶକବନ୍ଧୁ ଏମାନଙ୍କ ଖଟା ମିଠା ଅଭିନୟ କୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ ଏବଂ ରିଅଲ ଲାଇଫ ରେ ମଧ୍ୟ ସ୍ବାମୀ ସ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ସନୋଜ୍ ଆଉ ସିମ୍ରନ ଙ୍କ ଫ୍ୟାନ ମାନେ। ତେବେ ଦର୍ଶକବନ୍ଧୁ ଆପଣ ମାନେ ତ ସନୋଜ ଏବଂ ଶିମ୍ରନ୍ ଙ୍କ ବିଷୟ ରେ ବୋହୁତ କିଛି ଜାଣିଥିବେ | କିନ୍ତୁ ଆପଣ ମାନେ ଜାଣିଛନ୍ତି କି ସନୋଜ ଓ ଶିମ୍ରନ ଙ୍କ ମଧ୍ୟରେ କେତେ ବୟସ ଗ୍ୟପ ଅଛି |

ଯଦି ଜାଣିନାହାନ୍ତି ତେବେ ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ କି ସିନ୍ଦୂର ର ଅଧିକାରୀ ସିରିଏଲ ରେ ସନୋଜ ଓ ସିମ୍ରାନ ଲିଡ ଏକ୍ଟର ଭାବେ ନଜର ଆସିଛନ୍ତି ଯେଉଁଥିରେ ସନୋଜ କୁମାର ଆରୁ ଭୂମିକା ରେ ନଜର ଆସୁଥିବା ବେଳେ ସିମରନ୍ ଇତୀ ଭୂମିକା ରେ ନଜର ଆସିଛନ୍ତି।

ଏହା ସହ ଆରବ ଏବଂ ଇତି ଖୁବ୍ ଏଣ୍ଟର୍ଟେନ୍ କରୁଛନ୍ତି ଦର୍ଶକ ମାନଙ୍କର।ତେବେ ଏହି ଦୁଇଜଣଙ୍କର କେତେବେଳେ ଭଲପାଇବା ତ କେତେବେଳେ ଝଗଡ଼ା ଦେଖିବାକୁ ପସନ୍ଦ କରୁଛନ୍ତି ଯୁବପିଢି ମାନେ | ତେବେ ଦର୍ଶକବନ୍ଧୁ ଏହି ସିରିଏଲ ରେ ପର୍ମିତ୍ ନଜର ଆସୁଥିବା ଏହି ଯୋଡି ଙ୍କ ଭିତରେ ବୟସ ଅନ୍ତର ହେଉଛି ୪ ବର୍ଷ |

ହଁ ଆଜ୍ଞା ଦର୍ଶକବନ୍ଧୁ ଆରବ ଙ୍କ ପ୍ରକୃତ ବୟସ ୨୩ ବର୍ଷ ହୋଇଥିଲେ ଇତି ଙ୍କ ପ୍ରକୃତ ବୟସ ହଉଛି ୧୯ ବର୍ଷ | ତେବେ ଦର୍ଶକବନ୍ଧୁ ଆପଣ ମାନଙ୍କୁ ଇତି ଏବଂ ଆରବ ଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟେ ବକ୍ସ ରେ ନିଶ୍ଚୟ ଜଣାନ୍ତୁ|

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.