Breaking News

ସିନ୍ଦୁରର ଅଧିକାର ସିରିଏଲ ହିରୋ ଆରବଙ୍କ ପ୍ରକୃତ ଫୋଟୋ ଦେଖିଲେ ଆପଣଙ୍କର ବିଶ୍ୱାସ ହେବନି !

ଦର୍ଶକବନ୍ଧୁ ଆପଣଙ୍କ ପାଇଁ ଆଜି ବହୁତ ବଡ଼ ଖୁସି ଖବର ଯଦି ଆପଣ ମାନେ ସିନ୍ଦୂରର ଅଧିକାର ସିରିଏଲ ଦେଖୁଥାନ୍ତି ଏବଂ ଆପଣ ମାନେ ପୁରୁଣା ଇତି ନିଲାଖି ପାତ୍ରଙ୍କୁ ଭଲ ପାଉଥାନ୍ତି ଆପଣ ମାନେ ଜାଣି ବହୁତ ଖୁସି ହେବେ | ଅଭିନେତ୍ରୀ ନିଲାଖି ପାତ୍ର ସିନ୍ଦୂର ଅଧିକାର ସିରିଏଲ ରେ ଖୁବ ଶୀଘ୍ର ଆସିବାକୁ ଯାଉଛନ୍ତି ଇତି |

ଏହି ଖୁସି ଖବର ଦେଇଛନ୍ତି ସିରିଏଲର ଆକ୍ଟର କଣ ରହିଛି ଆପଛର ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ସିନ୍ଦୂର ଅଧିକାର ସିରିଏଲ ଟିରେ ଇତି ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ପାଉଥିବେ ଅଭିନେତ୍ରୀ ସିମିରନ |

ଏହି ସିରିଏଲ ରେ ସିମିରନ କିଛି ଦିନ ପାଇଁ ଅଭିନୟ କରିବା ପାଇଁ ଯାଉଛନ୍ତି | କାହିଁକିନା ଅଭିନେତ୍ରୀ ଇତିଙ୍କ ଦେହ ଅସୁସ୍ଥ ଥିବା କାରଣରୁ ଏହି ସିରିଏଲ ଟିରେ ଏବେ ଆଗଧାଡିର ଅଭିନୟ କରୁଛନ୍ତି | ସିରିଏଲ ର ଡିରେକ୍ଟର ହେମନ୍ତ କୁମାର ଦାସ କହିଛନ୍ତି ଯେ ପର୍ୟ୍ଯନ୍ତ ଇତି ସୁସ୍ଥ ହୋଇ ନାହାଁନ୍ତି ସେ ପର୍ୟ୍ଯନ୍ତ ଏହି ସିରିଏଲ ରେ ସିମିରନ ଅଭିନୟ କରୁଥିବେ |

ତା ପରେ ଅଭିନେତ୍ରୀ ଇତି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଫେରି ଆସିବା ପରେ ତେବେ ଏହି ସିରିଏଲ ଟିକୁ ଫେରି ପାଇବେ ଆପଣ ମାନେ ଯେଉଁ ଭଳି ଇତିଙ୍କୁ ଯେପରି ପୂର୍ବରୁ ଭଲ ପାଇବା ଦେଇ ଆସୁଛନ୍ତି ଫୁଣି ଥରେ ସେହିଭଳି ଇତିଙ୍କୁ ଭଲପାଇବା ଦେବେ |

ଶେଷରେ ଆପଣ ମାନଙ୍କ ଦାବି ପୂରଣ ହେବାକୁ ଯାଉଛି ତେବେ ଦର୍ଶକବନ୍ଧୁ ଆପଣ ମାନେ ଏହି ଖବରଟି ପାଇବା ପରେ କେତେ ଖୁସି ଅଛନ୍ତି ଆମକୁ ନିଚୟ ଭାବରେ କମେଣ୍ଟ ମାଧ୍ୟମ ରେ ଜଣାଇବେ ଇତି କିଭଳି ସୁସ୍ଥ ହୋଇ ଶୀଘ୍ର ଫେରି ଆସନ୍ତୁ ବୋଲି ଭଗବାନଙ୍କ ପାଖରେ ପାର୍ଥନା କରିବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.