Breaking News

ସିନ୍ଦୁରର ଅଧିକାର ସିରିଏଲ ର ନୂଆ ହିରୋଇନ ରିଅଲ ଲାଇଫ ରେ ଦେଖିବାକୁ ଏତେ ସୁନ୍ଦର ଆପଣ ଦେଖିଲେ …

ହେଲୋ ଦର୍ଶକବନ୍ଧୁ ତେବେ ଆପଣମାନେ ସିନ୍ଦୁରର ଅଧିକାର ସିରିଏଲ କୁ ତ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ସେହି ସିରିଏଲ ରେ ଏବେ ନୂଆ ହିରୋଇନ ଏବେ ଇତି ଭୂମିକାରେ ଦେଖିବାକୁ ପାଉଥିବେ ତେବେ ଦର୍ଶକବନ୍ଧୁ ଏହି ସୁନ୍ଦର ହିରୋଇନ ପ୍ରକୃତରେ କିଏ ଆଉ ସେ କେମିତି ଦେଖିବା ପାଇଁ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ଯେଉଁଟା ଆପଣ ଆଗରୁ ଜାଣିନଥିବେ |

ଦର୍ଶକବନ୍ଧୁ ଇତି ଭୂମିକାରେ ନଜର ଆସୁଥିବା ନୂଆ ହିରୋଇନଙ୍କର ପ୍ରକୃତ ନାମ ହେଉଛି ସିମ୍ରନ ଶର୍ମିଷ୍ଠା ଦାସ ଆଉ ସିମ୍ରନ ହେଉଛନ୍ତି ଜଣେ ଗ୍ରାଜୁଏସନ ଛାତ୍ରୀ ଆଉ ସେ ଭୁବନେଶ୍ୱର ର ମହର୍ଷି କଲେଜ ରେ ଏବେ ପାଠ ପଢୁଛନ୍ତି ତେବେ ଦର୍ଶକବନ୍ଧୁ ଶର୍ମିଷ୍ଠା ଶୈଳେନ୍ଦ୍ର ଙ୍କ ସହ ମିଶି ଗୋଟେ ମ୍ୟୁଜିକ ଆଲବମ ରେ କାମ କରିସାରିଛନ୍ତି ଆଉ ଏହା ଛଡା ଶର୍ମିଷ୍ଠା 2019 ରେ କଳିଙ୍ଗ ସୁନ୍ଦରୀର ଉଇନର ମଧ୍ୟ ହୋଇସାରିଛନ୍ତି |

ତେବେ ଦର୍ଶକବନ୍ଧୁ ଆପଣମାନେ ତ ଶର୍ମିଷ୍ଠା ଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ଇତି ଭୂମିକାରେ ଖୁବ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ ତେବେ ଶର୍ମିଷ୍ଠା ରିଲ ଲାଇଫ ରେ ଯେତିକି ସୁନ୍ଦର ଦେଖା ଯାଆନ୍ତି ତାହାଠୁ ରିଅଲ ଲାଇଫ ରେ ଅଧିକ ସୁନ୍ଦର ଦେଖାଯାଆନ୍ତି |

ତେବେ ଦର୍ଶକବନ୍ଧୁ ଆପଣମାନେ ଆଗରୁ ନୀଳାଖୀ ଙ୍କୁ ଆଗରୁ ଇତି ଭୂମିକାରେ ଅଭିନୟ କରୁଥିବାର ଦେଖି ଆସୁଥିଲେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ସିନ୍ଦୁରର ଅଧିକାର ସିରିଏଲ ରେ ଆପଣମାନଙ୍କୁ କାହାର ଅଭିନୟ ସବୁଠୁ ଅଧିକ ପସନ୍ଦ ଆସେ ଶର୍ମିଷ୍ଠା ନା ନୀଳାଖୀ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.