Breaking News

Sidhanta ମହାପାତ୍ର କଲେ ନିଜ ଝିଅର ପରିଚୟ, ଦେଖିବା ପାଇଁ ଏତେ ସୁନ୍ଦର, ବଡ ବଡ ହିରୋଇନ ବି ଫେଲ ମାରିବେ, ନିଜେ ଦେଖିଲେ ଜାଣି ପାରିବେ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ କହୁଛୁ ଯିଏ କି ଆମ ଓଡ଼ିଶା ର ଓଲିଉଡ ଇଣ୍ଡର୍ସ୍ଟି ରେ ବାତସାହା ବୋଲି କୁହା ଯାଏ ତାଙ୍କ ଜନ୍ମ ହୋଇ ଥିଲା ଓଡ଼ିଶା ର ବ୍ରହ୍ମପୁର ଠାରେ ସିଦ୍ଧାନ୍ତ ମହାପାତ୍ର ଯିଏ କି ଓଡ଼ିଶା ର ଏକ ମାତ୍ର ମେଘା ଷ୍ଟାର ତାଙ୍କୁ ସାତ ଗୋଟି ଷ୍ଟେଟ ଫିଲ୍ମ ଆୱାର୍ଡ଼ ସମ୍ମାନ ମିଳିଚିଛି ।

ସେ ୨୦୦୮ ମସିହାରେ ରଚନା ବାନାର୍ଜୀ ଙ୍କ ସହିତ ବ୍ରେକଅପ୍ କରି ମାମା ମିଶ୍ର ଙ୍କୁ ବିବାହ କରିଥିଲେ ତାଙ୍କର ୨ ଟି ସନ୍ତାନ ଅଛି ସେ ଆଜି ପଯନ୍ତ ନିଜ ସନ୍ତାନକୁ ପବ୍ଲିକ ଆଣି ନାହାଁନ୍ତି ୨୦୦୯ ମସିହାରେ ସେ ବିଜୁଜନତା ତରଫ ରୁ ବ୍ରହ୍ମପୁର କନୀଷ୍ଟ ଜଂଶରୁ ୧୫ ତମ ଲୋକ ସଭା ପାଇଁ ଇ ଲେକ୍ସନ୍ ଲଢି ଥିଲେ ।

୨୦୨୦ ମସିହା ଜାନୟାରୀ ରେ ଯେତେ ବେଳେ ରଚନା ବାନାର୍ଜୀ ଆସିଥିଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଦେଖା ହୋଇ ଥିଲା ସେଠାକୁ ତାଙ୍କ ପୁଅ ଝିଅ ଙ୍କୁ ନେଇକି ଆସିଥିଲେ । କଣ ଆପଣ ଜାଣିଛନ୍ତି ଆଜି ର ଏହି ଭିଡିଓ ରେ ଆମେ ଆପଣଙ୍କୁ କଣ ଦେଖେଇବୁ ମୁଁ ଆଜି ଏହି ଭିଡିଓ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ରଚନା ବାନାର୍ଜୀ ଙ୍କ ଏମିତି କିଛି ଫଟୋ ଦେଖେଇବି ଆପଣ କେବେ ବି ଦେଖି ନଥିବେ କାରଣ ଏହି ପୂର୍ବରୁ ସୋସିଆଲ ମିଡିଆରେ ନିଜ ପୁଅ ଆଉ ଝିଅ ଙ୍କ ପରିଚୟ ଦେଇଥିଲେ ।

ଏଠି ଦେଖିପାରୁ ଥିବେ ରଚନା ବାନାର୍ଜୀ ଙ୍କ ପରିବାର ଦେଖି ପାରୁ ଥିବେ ତାଙ୍କର ଜଣେ ପୁଅ ମଧ୍ୟ ଅଛି ଆସନ୍ତୁ ଦେଖିବା ସିଦ୍ଧାନ୍ତ ମହାପାତ୍ର ଝିଅ ଙ୍କୁ ତାଙ୍କର ନାମ ହେଉଛି ସୁହାନା ମହାପାତ୍ର ତାଙ୍କୁ ହେଉଛି ୧୫ ବର୍ଷ ଏହି ସାର୍ଥକ ଆୱାର୍ଡ଼ ରେ ପ୍ରଥମ ଥର ସୋସିଆଲ ମିଡ଼ିଆ ରେ ଆସିଛନ୍ତି ।

ଆଉ ଜାଣି ନିଅନ୍ତୁ ସିଦ୍ଧାନ୍ତ ମହାପାତ୍ର ଝିଅ କୌଣସି ଫିଲ୍ମ ରେ ସାଇନ କରିନାହାନ୍ତି ସେ ସଙ୍ଗୀତ କୁ ବହୁତ୍ ଭଲ ପାଆନ୍ତି ଗୀତ ରେ ତାଙ୍କର ବହୁତ ରୁଚି ସେ ପାଠ ସହିତ ସଙ୍ଗୀତ ରେ ଧ୍ୟାନ ଦିଅନ୍ତି ସିଦ୍ଧାନ୍ତ ମହାପାତ୍ର ପୁଅଙ୍କୁ ତା ଆପଣ ମାନେ ଜାଣିଥିବେ ତାଙ୍କର ୨୦୨୧ରେ ଏକ ଫିଲ୍ମ ଆସୁଛି ସେ ହିରୋ ରେ ଅଭିନୟକରି ଛନ୍ତି ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.