ଦର୍ଶକବନ୍ଧୁ ଆପଣ ଶିବଙ୍କର ଏମିତି ଚମତ୍କାର ମନ୍ତ୍ର ବିଷୟରେ ଜାଣିଲେ କଲର ଫୁଲ ଶିବଲିଙ୍ଗ ବିଷୟରେ ଯାଣିଲେ ଆପଣ ମଧ୍ୟ ହେଇଯିବେ ଖୁସି | ତେବେ ଭଗବାନ ଶିବଙ୍କର ଏପରି ଅନେକ ଚମତ୍କାର ସମ୍ପର୍କରେ ଜାଣିଛୁ ଯାହା ସମ୍ପର୍କରେ ଶୁଣିଲା ପରେ ଆମେ ଏହାକୁ ସହଜରେ ବିଶ୍ୱସ କରିପାରିବା ନାହିଁ ଆମେ ବର୍ତ୍ତମାନ ସେହିପରି କଥା ସମ୍ପର୍କରେ ଆଲୋଚନ କରିବାକୁ ଯାଉଛୁ ଏହାକୁ ସହଜେ ଆମେ ବିଶ୍ୱସ କରିପାରିବା ନାହିଁ |
ତେବେ ସୂଚନା ଅନୁସାରେ ରାଜସ୍ଥାନରେ ଚମ୍ବଲି ନଦୀ ନିକଟସ୍ଥ ପିହୁଳି ନଦୀ କୂଳରେ ଥିବା ଅଜେଲେଶ୍ୱର ଶିବ ମନ୍ଦିର ରହିଛି | ଏହି ଶିବ ମନ୍ଦିର ବିଶେଷ କାରଣ ପାଇଁ ବହୁତ ଅଧିକ ପ୍ରସିଦ୍ଧ ତେବେ ଏହି ମନ୍ଦିରର ଅନେକ ପୁରାଣିକ ରହସ୍ୟ ରହିଛି ଏହି ମନ୍ଦିର ସହିତ ବହୁତ ପୌରାଣିକ ରହସ୍ୟ ରହିଛି |
ତେବେ ଏହି ମନ୍ଦିର ସହିତ ଜଡିତ ହୋଇ ରହିଥିବା ମନ୍ଦିର ସମସ୍ତ ପୁରାଣିକ କଥା ହେଲା କିଏ ମନ୍ଦିରରେ ଥିବା ଶିବଲିଙ୍ଗରେ ସକାଳ ସମୟରେ ଲାଲ ଅପରାହ୍ନ ସମୟରେ କେଶରୀୟା ଓ ରାତି ସମୟରେ ସୀୟମାଲ ରଙ୍ଗର ବଦଳି ଯାଏ | ତେବେ ଏହା କିପରି ହୋଇଥାଏ ଏହି ସମ୍ପର୍କ ମଧ୍ୟରେ ଆଜି ପ୍ରଯନ୍ତ କେହି ଜାଣି ପାରିନାହାନ୍ତି |
ଏହା ସହିତ ଏହି ମନ୍ଦିର ପ୍ରାୟ ଏକ ହଜାର ପୁରୁଣା | ତେବେ ଏହି ମନ୍ଦିର ସମ୍ପର୍କ ବିଷୟରେ ଥିବା ଅନେକ କଥା ରହିଛି ଏହାକୁ ମଧ୍ୟ ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ | ଏହା ସହିତ ଏହାକୁ ଭାରତର ସବୁଠାରୁ ପୁରାତନ ମନ୍ଦିର ଭାବରେ ଵିଵେଚନ କରାଯାଇଛି ଏହି ସ୍ଥାନକୁ ପ୍ରତି ଦିନ ଅନେକ ଲୋକ ଆସିଥାନ୍ତି |
ଲୋକମାନେ ସେଠାରେ ଭଗବାନକୁ ଶିବଙ୍କୁ ପୂଜା ଅର୍ଚନା କରିବାକୁ ଅନେକ ଦୂରରୁ ଆସିଥାନ୍ତି | ଏହା ସହିତ ଏହା ବିଶ୍ୱାସ ରହିଥାଏ କି ଲୋକ ମାନେ ଏହି ସ୍ଥାନରେ ଯାହା ମାଗିଥାନ୍ତି ତାହା ସେମାନଙ୍କୁ ମଧ୍ୟ ମିଳିଥାଏ ଲୋକ ମାନେ ଏହି ସ୍ଥାନରେ ଭଗବାନ ଶିବଙ୍କୁ ଦର୍ଶନ ପାଇଁ ଅନେକ ଦୂରରୁ ଆସିଥାନ୍ତି |