Breaking News

ଶିଶୁ ଜନ୍ମ ରେ ନୂଆ ରେକର୍ଡ କଲା ଭାରତ . . .

ବନ୍ଧୁଗଣ, ଯେପରି କି ଆପଣ ମାନେ ସମସ୍ତେ ଜାଣିଥିବେ ଯେ, ଜନ୍ମ ଏବଂ ମୃତ୍ୟୁ କେବେ ହେଲେ କାହା ହାତ ର କଥା ନୁହେଁ | ଏହା କେତେବେଳେ ଆସିବ କି କେତେବେଳେ ଯିବେ ଏହା କେହିବି କହି ପାରିବେ ନାହିଁ | କିନ୍ତୁ ସବୁଠୁ ଗୁରୁତ୍ଵପୂର୍ଣ କଥା ଏହିକି ଯେ, ଯେତେ ବେଳେ ଏକ ଶିଶୁ ଟି ଜନ୍ମ ନିଏ ତେବେ ସିଏ ସ୍ଵାଭାବିକ ପ୍ରକ୍ରିୟା ରେ ୯ ମାସ ପର୍ଯ୍ୟନ୍ତ ମା ର ଗର୍ଭ ରେ ଆଶ୍ରୟ ନେଇଥାଏ |


କିନ୍ତୁ ବର୍ତ୍ତମାନ ର ଆଧୁନିକ ଚିକିସ୍ଛା ପଦ୍ଧତି ରେ ବାପା ମା ନିଜେ ଚାହିଁଲେ ପିଲା ଟି ଜନ୍ମ ହେବାର ନିର୍ଧାରିତ ସମୟ ସୀମା ର ଟିକେ ପୂର୍ବରୁ ମଧ୍ୟ ପିଲା ଟିକୁ ଜନ୍ମ ଦେଇପାରୁଛନ୍ତି |

ଯେପରିକି ଆପଣ ମାନେ ଦେଖିଥିବେ ବର୍ତ୍ତମାନ ବାପା ମା ମାନେ କୌଣସି ଏକ ଭଲ ସମୟ ଦେଖି ଶିଶୁ ଟିକୁ ଜନ୍ମ ଦେବା ପାଇଁ ଅଧିକ ଗୁରୁତ୍ଵ ଦେଇଥାନ୍ତି | ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଇ ନୂଆ ବର୍ଷ ରେ ପୁରା ବିଶ୍ଵରେ ସର୍ବ ମୋଟ ୩୭୧୦୦୦ ଶିଶୁ ଜନ୍ମ ହେଇଛନ୍ତି |


ସେଥିମଧ୍ୟରେ ଭାରତ ସବୁଠୁ ଆଗରେ ଅଛି ଏହି ଦିନ ଭାରତ ରେ ସର୍ବମୋଟ ୬୦୦୦୦ ଶିଶୁ ଜନ୍ମନେଇଛନ୍ତି ଆହୁରି ଏକ ବଡ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ନୂଆ ବର୍ଷ ରେ ଏମାନଙ୍କର ମଧ୍ୟ ରୁ ବହୁତ ବାପା ମା ଏପରି ଅଛନ୍ତି ଯେଉଁ ମାନେ ପିଲା ଜନ୍ମ ହେବା ର ସମୟ ନ ହୋଈଥିଲେ ମଧ୍ୟ ସେମାନେ ନୂଆ ବର୍ଷ ରେ ଶିଶୁ କୁ ଜନ୍ମ ଦେବା ପାଇଁ ସିଜେରିଆନ ରେ ଶିଶୁ ଙ୍କୁ ଜନ୍ମ ଦେଇଛନ୍ତି | ଏବଂ ନୂତନ ଶିଶୁ ର ଜନ୍ମ ତାରିଖ ୦୧.୦୧.୨୦୨୧ ରହିଥିବାରୁ ସେମାନେ ବହୁତ ଖୁସି ଅନୁଭବ କରିଛନ୍ତି |


ଏଥିସହିତ ଦ୍ଵିତୀୟ ସ୍ଥାନ ରେ ରହିଛି ଚାଇନା ଯେଉଁଠି ୩୫୬୦୦ ଶିଶୁ ଜନ୍ମ ନେଇଛନ୍ତି | ସେହିଭଳି ନାଇଜେରିଆ ରେ ୨୧୪୪୦ ଜଣ ଶିଶୁ ଜନ୍ମ ହୋଈଛନ୍ତି | ପାକିସ୍ତାନ ରେ ୧୪୧୬୧ ଜଣ ଶିଶୁ ଜନ୍ମ ହୋଈଛନ୍ତି | ଏଣ୍ଡୋନେସିଆ ରେ ୧୨୩୬୧ ଜଣ ଶିଶୁ ଜନ୍ମ ହୋଈଛନ୍ତି | ଏବଂ ଆମେରିକା ରେ ୧୦୩୧୨ ଜଣ ଶିଶୁ ଜନ୍ମ ହୋଈଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *