Breaking News

ଶେଷରେ ନିଜେ ସବ୍ୟ ଓ ଅର୍ଚିତା (sabyasachi Archita) ନିଜେ ସୂଚନା ଦେଲେ ଏହି ଦିନ ହେବ ବାହାଘର, ଜାଣନ୍ତୁ ପୁରା ଖବର

ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ଅଭିନେତା ସବ୍ୟସାଚୀ ଆଉ ଓଲିଉଡ ର ଫେମସ ଅଭିନେତ୍ରୀ ଅର୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ |ତେବେ ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତେବେ ବନ୍ଧୁଗଣ ଏବେ ଏହି ଦୁଇଜଣ ବିବାହ ବନ୍ଧନ ବାନ୍ଧି ହେବାକୁ ଯାଉଛନ୍ତି |ଆସନ୍ତା କାଲୀ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ସୂଚନା ଦେଇଛନ୍ତି ସବ୍ୟସାଚୀ |ତେବେ ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏ ନେଇ ସୁଚନା ଦେଇଛନ୍ତି |


ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ସବ୍ୟସାଚୀ ହେଉଛନ୍ତି ଜଣେ ଭଲ ଅଭିନେତା ସହ ଜଣେ ଭଲ ସମାଜ ସେବି |ତେବେ ସବ୍ୟସାଚୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲେଖିଛନ୍ତି ପ୍ରଭୁ ଜଗରନାଥ ଓ ପରିବାର ଲୋକଙ୍କ ଆଶୀର୍ବାଦ ରେ ସେ ଓ ଅର୍ଚିତା ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି |ତେବେ ସବ୍ୟ ତାଙ୍କ ପୋସ୍ଟ ରେ କେଉଁଠି ବାହା ହେବେ ତାହା ନେଇ କୌଣସି ସୂଚନା ଦେଇନାହାନ୍ତି |


ତେବେ ଅର୍ଚିତା ମଧ୍ୟ ତାଙ୍କ ସୋସିଆଲ ମିଡିଆ ରେ ଏହି ସୂଚନା ଦେଇଛନ୍ତି କି ସବ୍ୟ ଆଉ ମୁଁ ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛୁ |ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଆସନ୍ତା କାଲି ଅର୍ଥାତ ମାର୍ଚ 1 ତାରିଖରେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି |ଏ ନେଇ ଦୁଇଜଣ ଯାକ ତାଙ୍କ ସୋସିଆଲ ମିଡିଆ ରେ ସୂଚନା ଦେଇଛନ୍ତି |


ତେବେ ଆପଣ ମାନେ ଜାଣିଥିବେ ବହୁତ ଦିନ ଧରି ସୋସିଆଲ ମିଡିଆ ରେ ଚର୍ଚା ହେଉଥିଲା କି ଏହି ଦୁଇଜଣ କେବେ ବିବାହ କରିବେ| ତେବେ ଏମାନଙ୍କ ଫ୍ୟାନ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର |ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଙ୍କୁ ଛୋଟ ରୁ ବଡ ସମସ୍ତେ ଜାଣନ୍ତି |ତେବେ ସବ୍ୟ ଏ ନେଇ ପ୍ରଭୁ ଜଗରନଥା ଓ ତାଙ୍କ ପରିବାର ବର୍ଗ ଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ଯୋଡି Bhakti ଓ Aadi ନେଇ ଆସିଲା ବଡ ଖୁସି ଖବର, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଓଡିଆ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦିନେ ନା …

Leave a Reply

Your email address will not be published. Required fields are marked *