Breaking News

ଶନିବାର ଦିନ ଏହି ୯ଟି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ !

ଦର୍ଶକବନ୍ଧୁ ଶନିଦେବ ଙ୍କ ପ୍ରଭାବରୁ ବ୍ୟକ୍ତିକୁ ଅନେକ ପ୍ରକାରର ସୁବିଧାର ସାମ୍ନା କରିବାକୁ ପଡିଥାଏ କିନ୍ତୁ ଯେଉଁ ବ୍ୟକ୍ତି ଉପରେ ଶନିଦେବ କୃପା ଲାଗି ରହେ ତବେ ତେବେ ସେହି ବ୍ୟକ୍ତିକୁ ସବୁବେଳେ ସଫଳତା ମିଳିଥାଏ ବ୍ୟକ୍ତିର କୁଣ୍ଡଳୀରେ ଶନି ଦଶା ପଡିବ ହେତୁ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳତା ପାଇ ପାରିନଥାଏ ତେବେ ଏହି ସବୁ ଠାରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ଶନି ବାରରେ ଯଦି ଆପଣ କରନ୍ତି ତେବେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ସବୁ ବାଧା ବିଘ୍ନ ଦୂର କରିଦେଇଥାନ୍ତି |

ପ୍ରତେକ ଶନିବାରରେ କାଳରାଶି ଅଟା ଚିନି କୁ ମିଶାଇ ମିଶ୍ରଣ ତିଆରି କରନ୍ତୁ ତା ପରେ ଏହି ମିଶ୍ରଣକୁ ପିମ୍ପୂଡ଼ିକୁ ବା ଜନ୍ଦା ମାନଙ୍କୁ ଖାଇବାକୁ ଦେଇଦିଆନ୍ତୁ ବା ସେମାନଙ୍କର ଯିବା ଆସିବା ବାଟରେ ପକାଇ ଦିଅନ୍ତୁ | ଶନି ଗ୍ରହ ଦ୍ୱାରା ହେଉଥିବା ସବୁ ଅସୁବିଦା ଠାରୁ ମୁକ୍ତି ପାଇବା ପାଇଁ କଲା ଘୋଡାର ନାଳରେ ମୁଦି ତିଆରି କରି ମଧ୍ୟମ ଆଙ୍ଗୁଳିରେ ଶନିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପରେ ପିନ୍ଧିଦିଅନ୍ତୁ |

ଶନି କୋପ ମୁକ୍ତି ପାଇବା ପାଇଁ ଶନି ଦେବଙ୍କର ଏହି 10 ନାମକୁ ଜପ ମଧ୍ୟ କରନ୍ତୁ ତେବେ ସେହି ନାମ ଗୁଡିକ ହେଉଛି କୋଣସ୍ଥ ,ପିଙ୍ଗଳ , ବଭ୍ରୁ, କୃଷ୍ଣ, ରୈଦ୍ରାନ୍ତକ, ଯମ, ସୈରି, ଶନୈଶ୍ଚର, ମନ୍ଦ, ପିପଳାଶ୍ରୟ ଏହା ସାତଟି ଶନିବାର କରିବା ଦ୍ୱାରା ବ୍ୟକ୍ତିକୁ ଲାଭ ମିଳୁନଥିବା କାର୍ଯ୍ୟରେ ଅନେକ ପ୍ରକାର ଲାଭ ମିଳିଯାଇଥାଏ ଏବଂ ଏହି 10 ନାମକୁ ଆପଣ 108 ଥର ସାତ ଶନିବାର ଜପ କରନ୍ତୁ |

ଦାନ କରିବା ଦ୍ୱାରା ପୁର୍ଣ୍ୟର ପ୍ରାପ୍ତି ମଧ୍ୟ ହୋଇଥାଏ ତେଣୁ ନିଜର ସାମର୍ଥ୍ୟ ହିସାବରେ କଲା ରାଶି କଲା କପଡା କମ୍ବଳ ଲୁହ ଆଦି ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଯାଇଥାନ୍ତି ଆପଣଙ୍କ ଉପରେ ଶଣିଦେବି ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଅନେକ ଶୁଭ ଫଳ ମଧ୍ୟ ପ୍ରଦାନ କରିଥାନ୍ତି | ମାଙ୍କଡ଼ ମାନଙ୍କୁ ଗୁଡ ଏବଂ ଚଣା ଖାଇବାକୁ ଦେବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ପ୍ରତେକ ଶନିବାର ହନୁମାନ ଚାଳିଶୟ ପାଠ କରିବା ନିହାତି ଦରକାର |

ଶନିଦେବଙ୍କୁ ପୂଜା କରି ପ୍ରଭୁଙ୍କୁ ନୀଳ ପୁଷ୍ପ ଅର୍ପଣ କରନ୍ତୁ ଏହା ସହିତ ଶନି ମନ୍ତ୍ର ରୁଦ୍ରକ୍ଷ ମାଳା ସାହାଯ୍ୟରେ ଅତି କମରେ 108 ଥର ଜପ କରନ୍ତୁ ଏଭଳି ପ୍ରତେକ ଶନିବାର କରିବା ଦ୍ୱାରା ସବୁ ଶନି ଦୋଷ ଖରାପ ନଜର ଖରାପ ଚାଲୁଥିଲା ବେଳେ ଖରାପ ଚାଲୁଥିଲା ବେଳେ ଆଦି ଅସଫଳତା କାର୍ଯ୍ୟରୁ ମୁକ୍ତି ମିଳିଥାଏ | ସକାଳ ସମୟରେ ଶୀଘ୍ର ଉଠି ନିଜର ନିର୍ତ୍ୟକର୍ମ ସାରି ଗୋଟିଏ ପାତ୍ରରେ ସୋରିଷ ତେଲ ଅଣାନ୍ତୁ ଓ ସେଥିରେ ନିଜର ଚେହେରା ଦେଖନ୍ତୁ ତାପରେ ସେହି ତେଲକୁ କୌଣସି ଗରିବ ଲୋକକୁ ଦାନ କରିଦିଅନ୍ତୁ ଏହା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.