Breaking News

ଶେଷରେ ଦୁନିଆ ଛାଡିଲେ କୋଟିପତି ସ୍ଵିପର, Bank ରେ ସାଇତି ରଖିଥିଲେ ଲକ୍ଷ ଲକ୍ଷ ଟଙ୍କା, ଗୋଟେ ଝାଡୁ ମରାଳି ଏତେ ଟଙ୍କା କୋଉଠୁ ଆଣିଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକ ବନ୍ଧୁ ଜଣେ ସ୍ଵିପର କୋଟିପତି କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହି ଘଟଣାଟି ସତ ପ୍ରୟାଗରାଜ୍ ର କୋଟପିତି ସ୍ଵିପର ଧିରଜ୍ ତେବେ ଗତ ଶନିବାର କୋଟପିତି ସ୍ଵିପର ଧିରଜ୍ ଙ୍କ ମୃ-ତ୍ୟୁ ହୋଇଯାଇଛି ଆଉ ବ୍ୟାଙ୍କ୍ ରେ ଛାଡି ଯାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ତେବେ ଧିରଜ୍ ସଙ୍ଗମ ନଗରୀ ପ୍ରୟାଗରାଜ୍ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅଫିସର କୁଷ୍ଠ ରୋଗ ବିଭାଗରେ ସ୍ଵିପର ଭାବରେ କାମ କରୁଥିଲେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ପ୍ରାୟ ୧୦ ବର୍ଷରୁ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଆସୁଥିବା ଦରମା ସେ ଉଠାଇ ନଥିଲେ।

ପରେ ସେ କୋଟିପତି ବୋଲି ଜଣାପଡ଼ିଥିଲା ତେବେ ଧିରଜ୍ ଙ୍କ ମୃ-ତ୍ୟୁ TV ରୋଗ କାରଣରୁ ହୋଇଥିବା ଜଣାପଡିଛି ସେ ତାଙ୍କ ଆକାଉଣ୍ଟ୍ ରେ ପ୍ରାୟ ୭୦ ଲକ୍ଷ ଟଙ୍କା ଛାଡି ଯାଇଛନ୍ତି ତେବେ ଲୋକଙ୍କ ପାଦ ଛୁଇଁ କାନ୍ଦି ବୋବାଇ ଧିରଜ୍ ଟଙ୍କା ମାଗି ଘର ଚଳାଉଥିଲା।

ଏବଂ ତା ପାଖରେ ନିଜ ଘର ଏବଂ ମୋଟା ଅଙ୍କର ଟଙ୍କା ରହିଥିବା ଜଣା ପଡିଛି ଏହା ବ୍ୟତୀତ ତାଙ୍କ ମାଆଙ୍କର ପେନ୍ସନ୍ ମଧ୍ୟ ଆସୁଥିଲା ତେବେ ଏତେ ଅଧିକ ଟଙ୍କା ସାଇତି ରଖିଥିଲେ ମଧ୍ୟ ଧିରଜ୍ ଏହି ଟଙ୍କାକୁ ଉପଭୋଗ କରି ପାରିଲେନି।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.