Breaking News

ଶେଷରେ ଏକାଠି ମିଶି ସିନେମା କରିବେ ସିଦ୍ଧାନ୍ତ ଓ ତାଙ୍କ ଝିଅ, ସିଦ୍ଧାନ୍ତ ସ୍ୱପ୍ନ ଏବେ ପୁରଣ ହେବାକୁ ଯାଉଛି ଦେଖନ୍ତୁ କଣ ଥିଲା ସେହି ସ୍ୱପ୍ନ…

ନମସ୍କାର ଦର୍ଶକବନ୍ଧୁ ଫୁଣି ଥରେ ବଡ଼ ପରଦାରେ ପାଦ ଦେବାକୁ ଯାଉଛନ୍ତି ଅଲିଉଡର ମେଘା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଏହି ଫିଲ୍ମ ର ନାଇକା କିଏ ସାଜିଛନ୍ତି ଆପଣ ମାନେ ଜାଣି ପରେ ଆଶ୍ଚର୍ଯ୍ୟ ହୋଇଯିବେ | ଆଗରୁ ଅଧୁରା ରହିଥିଲା ମେଘା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ସ୍ୱପ୍ନ ତେବେ ସେହି ସ୍ୱପ୍ନ ଏବେ ଶାଖାର ହେବାକୁ ଯାଉଛି ସିଦ୍ଧାନ୍ତ ମହାପାତ୍ର ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଚଳଚିତ୍ର ସେହି ଫିଲ୍ମ ର ନାମ ହେଉଛି ଚନ୍ଦ୍ରିକାନ୍ତ |

ତେବେ ଏହି ଫିଲ୍ମ ରେ ଅମ୍ଲାନ ଏବଂ ସିଦ୍ଧାନ୍ତ ମହାପାତ୍ର ଏକାଠି ନଜର ଆସିଥିଲେ ବେଶେ କିଛି ବର୍ଷ ପୂର୍ବରୁ ସେ ଚମତ୍କାର କାହାଣୀ ଏପରିକି ଚରିତ୍ର ଶୀର୍ଷକ ହୋଇ | ଚନ୍ଦ୍ରିକା କାହାଣୀ ଏବେ ସେ ସିନେମାର ସେ ରୂପ ଦେବାକୁ ଯାଉଛନ୍ତି ଚନ୍ଦ୍ରିକା ଅମ୍ଲାନ ଏବଂ ଓଡ଼ିଆ ଫିଲ୍ମ ର ଭଲ କମେଡିଆନ ବ୍ରଜ, ପ୍ରଦୀପ ଲେଙ୍କା, ଅଲିଉଡ଼ର ମେଘା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅମ୍ଲାନ ଏବଂ ଅନେକ କଳାକାର ଙ୍କୁ ଦେହିବାକୁ ପାଇ ପାରିବେ |

ଚନ୍ଦ୍ରିକା ଫିଲ୍ମ କୁ ସଂଗୀତରେ ସଜାଇଛନ୍ତି ଅଭିନେତା ମୁଜୁରୀ ନାଥ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଓ ଅମ୍ଲାନ କୁ ଆଗରୁ ଏକାଠି ଫିଲ୍ମ ରେ ଡ୍ରାମା କରିଥିବାର ଦେଖିଥିବେ ତେବେ ଫୁଣି ଥରେ ସିଦ୍ଧାନ୍ତ ମହାପାତ୍ର ଓ ଅମ୍ଲାନ କୁ ଏକାଠି ଚନ୍ଦ୍ରିକା ଫିଲ୍ମ ରେ ଦେଖିବାକୁ ପାଇପାରିବେ | ଏହି ଫିଲ୍ମ ର ସୁଟିଂ ଜୋରସୋର ଚାଲିଛି ଏହି ଫିଲ୍ମ କେମିତି ଲାଗିବ ତାହା ବାକି ରହିଲା ଚନ୍ଦ୍ରିକା ଫିଲ୍ମ ରେ ସିଦ୍ଧାନ୍ତ ମହାପାତ୍ରଅମ୍ଲାନ ଦାଶ ଏଥିରେ ନୂଆ ନାଇକା କୁ ଦେଖିବାକୁ ପାଇପାରିବେ | ଦର୍ଶକବନ୍ଧୁ ଆପଣମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଫିଲ୍ମ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.