Breaking News

ଶେଷରେ ଡାକ ଶୁଣିଥିଲେ ପ୍ରଭୁ Jagannath, ଉଦ୍ଧାର ହେଲେ ରାହୁଲ, ନୂଆ ଜୀବନ କେମିତି ପାଇଲା ରହୁଳୁ ନିହାତି ଭାବରେ ଦେଖି ରଖନ୍ତୁ…

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ଯାହା ଗୋଟେ ସୂଚନା ଆସି ପହଁଚିଛି ଗତ କାଲି ରାତିରେ ଉଦ୍ଧାର ହୋଇଯାଇଛନ୍ତି ରାହୁଲ ତେବେ ସେ ଗାତ ଭିତରୁ ବାହାରକୁ ବାହାରିଛି ବହୁତ ସମୟ ବା କହିବାକୁ ଗଲେ କିଛିଦିନ ର ଚେଷ୍ଟା ପରେ ଶେଷରେ ଗାତ ରୁ ବାହାରିଲା ରାହୁଲ ଯାହା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ତେବେ ଦର୍ଶକବନ୍ଧୁ ପୁରା ଭାରତ ର ଲୋକମାନଙ୍କର ନଜର ରାହୁଲ ଉପରେ ଥିଲା ଓ ଲୋକମାନେ ଭଗବାନ ଙ୍କ ନିକଟରେ ସମସ୍ତେ ପ୍ରାଥନା କରିଥିଲେ କି କେମିତି ଭି ବାହାରି ଆସୁ ରାହୁଲ |

ତେବେ ବନ୍ଧୁଗଣ କିଛିଦିନ ତଳେ ଶୁଣିବାକୁ ମିଳିଥିଲା ହଟାତ ଖେଳିବାକୁ ଯାଇ ବାରିପଟୁ ଗାୟବ ହୋଇଯାଇଥିଲେ ରାହୁଲ ବହୁତ ଖୋଜ ଖୋଜି ପରେ ମଧ୍ୟ ମିଳୁନଥିଲେ ରାହୁଲ କିନ୍ତୁ ପରବର୍ତୀ ସମୟରେ ଜଣ ପଡିଥିଲା କି ରାହୁଲଙ୍କ ବାପା ବାରିପଟେ ଯେଉଁ ବ୍ୟାରେୱେଲ ଖୋଲି ଥିଲା ସେଥିରେ ପଡିଯାଇଥିଲା ରାହୁଲ ଏବଂ ସେହି ବ୍ୟାରେୱେଲ ପ୍ରାୟ 80 ଫୁଟ ଥିବା ନେଇ ସୂଚନା ମିଳୁଛି ତେବେ ତାହା ଯାହା ହେଉନା କାହିଁକି ବର୍ତ୍ତମାନ ରାହୁଲ ଙ୍କୁ ସେଠାରୁ ଉଦ୍ଧାର କରାଯାଇଛି |

ତେବେ ଦର୍ଶକବନ୍ଧୁ ଏହା ସହ ଗୋଟେ ସୂଚନା ସମସ୍ତଙ୍କୁ ଲୁଚା ଯାଇଥିଲା କି ସେ ଗାତ ରେ କେବଳ ରାହୁଲ ନୁହନ୍ତି ବରଂ ତା ସହ ଗୋଟେ ସାପ ଓ ବେଙ୍ଗ ମଧ୍ୟ ସେ ଗାତ ରେ ଥିଲେ ତାହା ଯାହା ହେଉନା କାହିଁକି ରାହୁଲ ନିଜକୁ ସେ ସାପ ଠାରୁ ବଞ୍ଚାଇ ରଖିଛନ୍ତି ଆଉ ସୁରକ୍ଷିତ ଭାବରେ ସେ ଗାତ ରୁ ସେ ଫେରି ଆସିଛନ୍ତି |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ରାହୁଲ ଙ୍କୁ ଆମ୍ବୁଲାନ୍ସ ଦ୍ୱାରା ନିକଟସ୍ଥ ମେଡିକାଲ କୁ ନିଆଯାଇଛି ସେଠାରେ ଚିକିତ୍ସିତ ହେଉଛନ୍ତି ରାହୁଲ ତେବେ ବହୁତ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା NDRF ଟିମ ଆଉ ଏହାକୁ ଦେଖିବାକୁ ସେଠାରେ ସହସ୍ର ଲୋକମାନଙ୍କର ମଧ୍ୟ ଭିଡ଼ ଜମିଥିଲା ତେବେ ତାହା ଯାହା ହେଉନା କାହିଁକି ଶେଷରେ ରାହୁଲ ଙ୍କୁ ଉଦ୍ଧାର କରାଯାଇଛି ଆଉ ରାହୁଲ ଏବେ ପୁରାପୁରି ଠିକ ଅଛନ୍ତି |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.