Breaking News

ଶେଷରେ ବାହା ହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା, ବାହାଘରର ଏମିତି ସବୁ ଫୋଟୋ ଆସିଲା ସାମ୍ନାକୁ, ଦେଖିଲେ ହଲିଯିବେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ନମସ୍କାର ଦର୍ଶକବନ୍ଧୁ ଶେଷରେ ବିବାହ ବନ୍ଧରେ ବାନ୍ଧିହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବାହାଘର ର ସବୁ ଫୋଟ ଆସିଲା ସାମ୍ନାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ | ବନ୍ଧୁଗଣ ସୋସିଆଲ ମିଡିଆରେ ଟୁଙ୍ଗୁରୁ ଭୋଳ ବିବାହ କରିଲେ ବର୍ଷା ତେବେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଓଡ଼ିଶାରେ କିଏ ନଜାଣେ | ଟଙ୍କାର ବିବାଦୀୟ ପ୍ରେମ କାହାଣୀ ପାଇଁ ଓଡ଼ିଶାରେ ସେ ଘରେ ଘରେ ପରିଚିତ |

ତାଙ୍କର ପ୍ରେମ କାହାଣୀ ଆପଣ ମାନେ ସମସ୍ତେ ଜାଣିଥିବେ ହେଲେ ଆଜି ବର୍ଷା ଫୁଣି ଏକ ନୂଆ ବୟାନ ଦେଇଛନ୍ତି ମିଡ଼ିଆ ସାମ୍ନାରେ | ଦର୍ଶକବନ୍ଧୁ ଗତ ଦିନ ମାନଙ୍କରେ ଓଡ଼ିଶାରେ ଛଞ୍ଚାଳୀୟ ସୃଷ୍ଟି କରିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ଆଉ ଏଥି ପାଇଁ ଅନେକ ସାମାଜିକ କର୍ମୀ ମାନେ ଥାନାରେ ଏହି ଘଟଣାକୁ ପ୍ରଚାର ପ୍ରସାର ନକରିବାକୁ ଅଭିଯୋଗ କରିଥିଲେ |

ଆଉ ଏହା ପରେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ପ୍ରେମ କାହାଣୀ ନାଟକ ଉପରେ ସରକାର ରୋକ ଲଗାଇଥିଲେ କିନ୍ତୁ ବର୍ତମାନେ ସମୟରେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ଫୁଣି ଏକ ଘଟଣା ସାମ୍ନାକୁ ଆସିଛି ଆଉ ଯାହା ସୋସିଆଲ ମିଡିଆରେ ଏବେ ହଇଛଇ ସୃଷ୍ଟି କରିଛି | ତେବେ ଦର୍ଶକବନ୍ଧୁ ବର୍ଷା କହିଛନ୍ତି ଯେ ମୁଁ ଟୁଙ୍ଗୁରୁ ଭୋଳ କୁ ନିଶ୍ଚୟ ବାହାହେବି ବହୁତ ଅଳ୍ପ ଦିନ ଭିତରେ ଆମର ବାହାଗର ହେବ |

ଆପଣ ମାନେ ସମସ୍ତେ ସେହି ବାହାଘରକୁ ଆସିବେ ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁ ଟୁଙ୍ଗୁରୁ ଭୋଳ କୁ କୋଟରେ ମ୍ୟରାଜେ କରିଛି ମୁଁ ତାଙ୍କର ଅଇନି ଗତ ସ୍ତ୍ରୀ ଏବଂ ମୁଁ ବହୁତ ଜଲଦି ତାଙ୍କ ଘରକୁ ବୋହୁ ହୋଇ ଯାଉଛି | ତେବେ ଦର୍ଶକବନ୍ଧୁ ଦେଖିବାକୁ ବାକି ରହିଲା ଯେ ଟୁଙ୍ଗୁରୁ ଭୋଳ ଓ ବର୍ଷା କେବେ ବାହା ହେଉଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.