Breaking News

ନୂଆ ବୋହୂ ସିରିଏଲ ର ସ୍ୱାତିକ ଅଭିନୟ ଛଡା ଏହି କାମ କରୁଛନ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ..

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି ।ଏହି ସିରିଏଲ ଗୁଡିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ସ୍ୱାତିକ ଅଭିନୟ ଛଡା ଆଉ କଣ କରନ୍ତି ।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ଏହି ଲୋକପ୍ରିୟ ସିରିଏଲ ରେ ନଜର ମୁଖ୍ୟ ଚରିତ୍ର ରେ ଆସୁଥିବା ଲୋକପ୍ରିୟ ଅଭିନେତା ସ୍ୱାତିକ ତାଙ୍କ ରିଅଲ ଲାଇଫ ରେ ସେ କଣ ସବୁ କରନ୍ତି ଆଜି ଆମେ ଆପଣ ମାନଙ୍କୁ କହିବୁ ଆମର ଏହି ଲେଖା ମାଧ୍ୟମରେ।ତେବେ ଅଭିନୟ ଛଡା ବହୁତ ଗୁଡିଏ କଳା ରହିଛି ସ୍ୱାତିକ ଙ୍କର ପାଖରେ ।ତେବେ ସେ ଏହି କଳା ପାଇଁ ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି।ତେବେ ଆଜି ସ୍ୱାତିକ ଙ୍କର ବିଷୟରେ ଆମେ କିଛି ଅଜଣା କଥା ଜାଣିବା ଯାହା ଆପଣ ମାନେ ଆଗରୁ କେବେ ଜାଣିନଥିବେ।


ତେବେ ସ୍ୱାତିକ ଭଲ ଚିତ୍ର ଆଙ୍କତି ତେବେ ଚିତ୍ର ଅଙ୍କିବା ସହ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି ।ତାଙ୍କର ଏହି ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି।ସ୍ୱାତିକ ତାଙ୍କ ଚିତ୍ର ଅଙ୍କିବା ବେଳର କେତେଗୁଡିଏ ଫଟୋ ସୋସିଆଲ ମିଡ଼ିଆ ସେୟାର କରିଥିଲେ ଆଉ ଏହି ଫଟୋ ଗୁଡିକ ଖୁବ କମ ସମୟ ଭିତରେ ବହୁତ ମାତ୍ରାରେ ଭାଇରଲ ହୋଇଥିଲା।


ଆପଣ ମାନେ ଜାଣିଥିବେ ସ୍ୱାତିକ ଓଡ଼ିଆ ସିରିଏଲ ଜଗତରେ ବହୁତ ଫେମସ ହୋଇପାରିଛନ୍ତି।ସେ ଖୁବ କମ ସମୟ ଭିତରେ ଲୋକମାନଙ୍କ ମନରେ ରହିପାରିଛନ୍ତି। ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ଦ୍ୱାରା ସେ ଲୋକମାନଙ୍କ ମନକୁ ବାନ୍ଧି ପାରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *