Breaking News

ଓଡିଆ ସିରିୟଲ ଅଭିନେତ୍ରୀ ଗାର୍ଗୀ ଙ୍କ ପ୍ରେମରେ ପଡିଲେ ଅଭିଶେଖ . . .

ଯଦି ଆପଣମାନେ ଓଡିଆ ସିରିୟଲ ଦେଖୁଥିବେ ତେବେ ଆପଣମାନେ ଗାର୍ଗୀ ଙ୍କୁ ନିଶ୍ଚିନ୍ତ ଜାଣିଥିବେ | ଯିଏ ଏବେ ତରଂଗ ଟିଭି ଚ୍ଯାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ମାୟା ସିରିୟଲ ରେ ଅଭିନୟ କରୁଛନ୍ତି | ସେ ତାଙ୍କର ଦମଦାର ଅଭିନୟ ର ବଳରେ ଓଡିଶାବାସୀ ଙ୍କ ହୃଦୟ କୁ ଜିତି ପାରିଛନ୍ତି | ସେ ଏହି ସିରିୟଲରେ ଏକ ଶାଶୁ ରୋଲ ରେ ଅଭିନୟ କରୁଛନ୍ତି | ତେବେ ତାଙ୍କର ପ୍ରକୃତ ନାମ ହେଉଛି ମମତା |


ତେବେ ଅଭିନୟରେ ସେ ମା ରୋଲ କରୁଛନ୍ତି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି | କିନ୍ତୁ ରୋଜ ଡ଼େ ଦିନ ମାୟା ସିରିୟଲ ର ଅଭିଶେଖ ତାଙ୍କ ସହ ବହୁତ ମଜାମସ୍ତି କରୁଥିବାର ଦେଖାଦେଇଛି | ତେବେ ରୋଜ ଡ଼େ ଦିନ ଅଭିଶେଖ ଗୋଲାପ ଫୁଲ ନେଇ ତାଙ୍କୁ ଦଉଛନ୍ତି | ତେବେ ସେ ସମୟର ଫୋଟୋ କୁ ସେ ସୋଶିଆଲ ମିଡିଆ ରେ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି |ତେବେ ସେ ସେଟ ରେ ବହୁତ ମଜାମସ୍ତି କରିଥାନ୍ତି ଏହା ହେଉଛି ସେ ସମୟର ଏକ ଫୋଟୋ ଯାହା ଏବେ ବହୁତ ଭାଇରାଲ ହେବାରେ ଲାଗିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *