Breaking News

ସେପଟେ ଦୀନେଶର ଚାଲିଛି ବାହାଘର, ଏପଟେ ନିରାଶ ହୋଇ ଘର Agare ବସିଛନ୍ତି ଦୀପିକା ସ୍ବପ୍ନ ମାଟିରେ ମିଶିଗଲା….. ଦେଖନ୍ତୁ କଣ ରହିଛି ସମ୍ପୂର୍ଣ ଖବର |

ଦର୍ଶକବନ୍ଧୁ ଆପଣ ମାନେ ଦିନେଶ ଓ ଦୀପିକା ଙ୍କୁ ଭଲ ଭାବରେ ଜାଣିଥିବେ ବରମପୁର ଏହି ପୁରୁଣା ଚର୍ଚ୍ଚିତ ପ୍ରେମ କାହାଣୀ କିଏବା ଅଜଣା ତେବେ ଦର୍ଶକବନ୍ଧୁ ଏମିତି କିଛି ଆସିଛି ଚାଞ୍ଚଲ୍ୟ କର ତଥ୍ୟ ଦର୍ଶକବନ୍ଧୁ ଆସନ୍ତୁ ନଜର ପକାଈବା ସେହି ଖବର ଉପରେ 11 ଦିନ ଭିତରେ କାହିଁକି ହେବାକୁ ଯାଉଛି ଦିନେଶଙ୍କର ବାହାଘର | ବରମପୁର ବହୁ ଚର୍ଚ୍ଚିତ ପ୍ରେମ କାହାଣୀ ଦିନେଶ ଓ ଦୀପିକା କଥା ଆପଣ ମାନେ ନିଶ୍ଚୟ ଭାବେ ଜାଣିଥିବେ |

ଏବେ ଦିନେଶଙ୍କୁ ଏକ ନୂଆ ଖବର ସାମ୍ନାକୁ ଆସିଛି ଦୀନେଶ କୁଆଡେ ଖୁବୁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି 11 ଦିନ ଭିତରେ ବାହାଗର କାମ ସାରିଦେବ ଗଞ୍ଜାମରେ ଦୀନେଶ କରୁଛନ୍ତି ବାହାଘରର ପ୍ରସ୍ତୁତି ଦିନେଶଙ୍କ ପରିବାର ତାଙ୍କୁ ଘର ଛାଡି ବାହାରେ ଅଛନ୍ତି ପୁରା ପରିବାର ଏବେ ଘର ଛାଡି ବାହାରେ ଅଛନ୍ତି ଦିନେଶ ଓ ଦୀପିକା କଥାକୁ ନେଇ ଆସଛି କିଛି ଚାଞ୍ଚଲ୍ୟ ଖବର |

11 ଦିନ ଭିତରେ ଦିନେଶ ଗଞ୍ଜାମ ଜିଲ୍ଲା ବାହାରେ ଯାଏଁ ବିବାହ କରିବେ କିଏ ଦିନେଶ ଙ୍କୁ ବିବାହ କରିବେ ଏକଥା ସାମ୍ନାକୁ ଆସିନାହିଁ ଏକଥା ଏକଥା ଯଦି ସତରେ ବାସ୍ତବ ରୂପ ନିଏ ତାହାଲେ ଦୀପିକାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ଦିନେଶଙ୍କ ସ୍ତ୍ରୀ ହେବ ପାଇଁ ଦୀପିକା ଯେଉଁ ସଂଘର୍ଷ କରୁଛନ୍ତି ଆଉ ତାକୁ ପୁରଣ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି |

ଦୀପିକା ତାହା ପାଣି ଫଟକା ପରି ଫାଟିଯିବ ଦିନେଶ ବର ବେଶ ହୋଇ ଦୀପିକା ଙ୍କୁ ବିବାହ କରିବାର ଦୀପିକାଙ୍କ ସ୍ଵପ୍ନ ହୋଇ ରହିଯିବ | ସବୁଠାରୁ ବଡ଼ କଥା ବାପାଙ୍କ ପରିଚୟ ପାଇଁ ଅପେକ୍ଷା କରିଥିବା କୋମଳ ଶିଶୁଟିର କଣ ହେବ ତାର ଭବିଷ୍ୟତ ଅନ୍ଧାର ହୋଇଯିବ କାହାକୁ ସେ ବାପ ବୋଲି ଡାକିବ ଅନ୍ୟପଟେ ଦିନେଶଙ୍କୁ ପାଇବା ପାଇଁ କେତେ କଣ କଲେଣି ଦୀପିକା |

କେତେବେଳେ ଗଣେଶ ପୂଜା ଆଉ କତେବେଳେ 108 ଦୀପ କେବେଲ ଗୋଟେ ଆସ ପାଇଁ ଦିନେଶ ଆସିବେ ଆଉ ସବୁ ଠିକି ହୋଇଯିବ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.