Breaking News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର, ୧ମ ରୁ ୮ମ ଛାତ୍ର ଛାତ୍ରୀ ବଡ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ…

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାର ଙ୍କ ବଡ ନିଷ୍ପତି | ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ ପିଲା ମାନଙ୍କ ପାଇଁ ଏବେ ଏବେ ଯାହାକି ସରକାର କଲେ ବଡ ଘୋଷଣା | ଖରା ର ପ୍ରୋକପ ଦେଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଆଜିଠାରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ନେଇ ଗଣଶିକ୍ଷା ବିଭାଗର ବଡ ନିଷ୍ପତି | ଜଣାନ୍ତୁ ପରୀକ୍ଷା ଜାରିରହିବ ନା ବନ୍ଦ ତେବେ ପ୍ରବଳ ଖର କୁ ଆଖି ଆଗରେ ରଖି ୫ ଦିନ ସ୍କୁଲ ବନ୍ଦ ଘୋଷଣା | ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି |

ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ପ୍ରବଳ ତାତି କୁ ଦେଖି ସ୍କୁଲ ବନ୍ଦ ଘୋଷଣା କରାଯାଇଛି ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ୧୦ମ ଶ୍ରେଣୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ଆଗକୁ ସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି | ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାବ ଯାରିରହିଛି | ପ୍ରବଳ ଖରା ଯୋଗୁଁ ସ୍କୁଲ ପିଲା ଘରକୁ ଫେରିବା ନିମନ୍ତେ ଚିନ୍ତିତ ଥିଲେ ଅଭିବାବକ ଲଗାତାର ଭାବେ ଖର ବଢୁଥିବାରୁ ସ୍କୁଲ ଛୁଟି କିମ୍ବା ସମୟ ପରିବର୍ତ୍ତନ ଲାଗି ଅଭିଭାବକ ଓ ସ୍କୁଲ ଅଧିକାରୀ ମାନେ ଦାବି କରିଥିଲେ |

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଗଣଶିକ୍ଷା ବିଭାଗ ସୋମ୍ୟରଞ୍ଜନ ଦାସ ବିଭାଗୀୟ ସଚିବ ବିଷ୍ଟୁଦତ ସେଠୀ ଙ୍କ ହସ୍ତାକ୍ଷର ଲୋଡିଥିଲେ | ଶିକ୍ଷକ ମାନେ ମଧ୍ୟ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁମତି ଦେଇଥିଲେ | ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କର ଉଚ୍ଚସ୍ତରୀୟ ବୈଠକ ବସିଥିଲା ଯେଉଁଥିରେ ଅଧିକାରୀ ମାନେ ନିଜ ମତାମତ ଦେଇଥିଲେ ବର୍ତ୍ତମାନ ସ୍କୁଲ ବନ୍ଦ କରାଗଲେ ପିଲା ଙ୍କ ପାଠପଢ଼ା ପ୍ରଭାବିତ ହେବା ପାଖାପାଖି ପୁଣୀ ୨ ମାସ ଧରି ପାଠପଢ଼ା ପଛେଇ ଯିବ |

ତେଣୁ ଗ୍ରୀଷ୍ମ ଛୁଟି ରେ କୌଣସି ପରିବର୍ତ୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ ୱେବ୍ ଆଧାର ରେ ଆସନ୍ତା ୫ ଦିନ ଲାଗି ସ୍କୁଲ ଗୁଡ଼ିକ ରେ ପିଲାଙ୍କ ପାଠପଢ଼ା ବନ୍ଦ ରହିବାକୁ ନିଷ୍ପତି ଦିଆଯାଇଥିଲା | ମାତ୍ର ଏହି ବାବଦ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୂର୍ବପରି ସ୍କୁଲ କୁ ଆସିବେ ପିଲା ଙ୍କ ନାମ ଲେଖା ପ୍ରକ୍ରିୟା ଜରି ରହିବ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଇଛି ସେଥିପାଇଁ ଖାଲି କ୍ଲାସ ବାତିଲ କଥା ଉଲ୍ଲେଖ ରହିଛି |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.