Breaking News

ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ଛାତ୍ର ଛାତ୍ରୀ ଙ୍କୁ ନେଇ ବଡ ଘୋଷଣା ଯାହାକି ସରକାର ଙ୍କ ବଡ ନିଷ୍ପତି ଯାହା କି ବଦଳିବା ସ୍କୁଲ ସମୟ ଗଣ ଶିକ୍ଷା ବିଭାଗ ର ବଡ ସୂଚନା ତେବେ ଏପ୍ରିଲ ୧୫ ମେ ମାସ ପାଇଁ ଛାତ୍ର ଛାତ୍ରୀ ଙ୍କ ପାଇଁ ନୂଆ ଶିକ୍ଷା ବର୍ଷା ପାଳନ ହେବ | ଗ୍ରୀଷ୍ମ ଛୁଟି ମଧ୍ୟ ହ୍ରାସ କରାଯିବ ପ୍ରତିବର୍ଷ ମେ ୬ ରୁ ଜୁନ୍ ୧୭ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହୋଇଥିଲା | କିନ୍ତୁ ଦୁଇମାସ ହେଲା କୋରୋନ ଯୋଗୁଁ ପିଲାମାନଙ୍କର ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ପକ୍ଷ ରୁ ନିଷ୍ପତି ନିଆଯାଇଛି |

ଏଥିସହ ସରକାରୀ ସ୍କୁଲ ଗୁଡିକରେ ନାମ ଲେଖା ପ୍ରକ୍ରିୟା ଗୁଡ଼ିକୁ ନାମ ଲେଖା ଗୁଡିକ ଆରମ୍ଭ କରିବାକୁ ଅଣଉପଚରିକ ଭାବେ କୁହାଯାଇଛି ସଚେତନ ତା ରୂପେ ଲୋକଙ୍କୁ ବୁଝାଯାଉଛି | ବିଭାଜନ ମନ୍ତ୍ରୀ ସୋମ୍ୟରଞ୍ଜନ ଦାସ ଙ୍କ ନିଷ୍ପତି ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଷ୍ଟାର୍ଟ ହୋଇଥିଲା | ଏଥିରେ ନୂତନ ଶିକ୍ଷା ବର୍ଷ ସହିତ ନାମ ଲେଖା ଗ୍ରୀଷ୍ମ ଛୁଟି ଓ ଦଶମ ପରୀକ୍ଷା ବିଷୟ ରେ ଆଲୋଚନା ହୋଇଥିଲା | ବର୍ତ୍ତମାନ ର ପରିସ୍ଥିତି କୁ ନଜର ରେ ରଖି କିଛି ବଡ ଧାରଣ ର ନିଷ୍ପତି ହୋଇଛି |

ଗ୍ରୀଷ୍ମ ଛୁଟି କମିବ ସହ ସ୍କୁଲ ସମୟ ରେ କିଛିଟା ପରିବର୍ତ୍ତନ କରିବା କୁ ସ୍ଥିର ହୋଇଛି ମେ ରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ହେବାକୁ ଥିବାରୁ ସ୍କୁଲ ସମୟ ହ୍ରାସ କରାଯିବକୁ ସ୍ଥିର ହୋଇଛି | ମେ ରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ହେବାକୁ ଥିବାରୁ ସ୍କୁଲ ସମୟ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ | ତାହା ଉପରେ ବୈଠକ ରେ ଆଲୋଚନା କରଯାଇଥିଲା ଏହା ବେତିତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପ୍ରମୋସନ୍ DGP PGT ପରୀକ୍ଷା ଫଳ ପ୍ରକାଶ ବିଷୟ ରେ ଉକ୍ତ ବୈଠକ ରେ ବିଚାର ହୋଇଛି | ଆହରି ଉପରେ ୧୨ ଟି ପ୍ରସ୍ତାବ ଉପରେ ବୈଠକ ରେ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଷ୍ପତି ନିଆଯାଇନାହିଁ |

ପ୍ରସ୍ତାବ ଗୁଡିକ ର ସୁପାରିଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠାଯାଇଛି ସେଠାରୁ ପ୍ରସ୍ତାବ ମିଳିଲେ ଏପର୍ଯ୍ୟନ୍ତ ବିଭକ୍ତି ପ୍ରକାଶ କରାଯିବ ବୋଲି ବିଭାଗ ର ଜଣେ ଅଧିଷ୍ଟ ଅଧିକାରୀ କହିଛନ୍ତି | ଦୁଇବର୍ଷ ଧରି ପ୍ରାଥମିକ ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ପରୀକ୍ଷା ସମୟ ରେ ସେମାନଙ୍କ ଦୁର୍ବଳତା ପଦାକୁ ଆସିଛି ବୋହୁତ ସଂଖ୍ୟା ର ଛାତ୍ର ଛାତ୍ରୀ ନିର୍ଦ୍ଧିଷ୍ଟ ଶ୍ରେଣୀ ର ପାଠ କୁ ବୁଝପାରିନାହାନ୍ତି | ସେମାନଙ୍କୁ ପୂର୍ବ ସ୍ତିସ୍ଥି କୁ ଫେରାଇ ଅନିବାକୁ ବିଭାଗ ଗୁରୁତ୍ୱ ଦିଆଯାଇଛି | ତେବେ ଗ୍ରୀଷ୍ମ ଛୁଟି କୁ ହ୍ରାସ କରିବା କୁ ନିଷ୍ପତି ହୋଇଛି ଦେଢ଼ ମାସ ବଦଳରେ ଗ୍ରୀଷ୍ମ ଛୁଟି କୁ ୧୫ ଦିନ ଛୁଟି କରିବାକୁ ଯୋଜନା କରାଯାଇଛି ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ଯାହା କି ବଦଳିଲା ସ୍କୁଲ ସମୟ
ଆପଣ ସମସ୍ତେ ଜାଣିରଖିବା ନିଶ୍ଚୟ ଜରୁରୀ ଥିଲା |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.