ଛାତ୍ର ଛତ୍ରୀଙ୍କ ପାଇଁ ବଡ଼ ଖବର ସକାଳ ସ୍କୁଲ ସମୟରେ ପରିବର୍ତନ କଲେ ରାଜ୍ୟ ସରକାର ଯେମିତିକି ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ ଏପ୍ରିଲ 26 ରୁ ଏପ୍ରିଲ 30 ପର୍ଯ୍ୟନ୍ତ ସ୍କୁଲ ଛୁଟି ଏବେ ମଧ୍ୟ 1 ତାରିଖ ଆଜି ହେଉଛି ରବିବାର ଆସନ୍ତା କାଲିଠାରୁ ବିଦ୍ୟାଳୟ କୁ ଯିବେ ଛାତ୍ର ଛାତ୍ରୀ ଏହି ମଧ୍ୟରେ ସକାଳୁଆ ସ୍କୁଲ ହୋଇଛି ପରିଵର୍ତନ ତେବେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ହେବ ଆସନ୍ତୁଜାଣିବା |
ସକାଳୁଆ ସ୍କୁଲ ସମୟରେ ପରିବର୍ତନ କଲେ ରାଜ୍ୟ ସରକାର ମେ 2 ତାରିଖରୁ ସକାଳ 6 ଟାରୁ 9ଟା ପର୍ଯ୍ୟନ୍ତ ଖୋଲିବ ସ୍କୁଲ ତେବେ ତୃତୀୟରୁ ଦଶମ ଦ୍ୱାଦଶ ଶ୍ରେଣୀ ପିଲା ସକାଳ 6 ଟାରୁ ସ୍କୁଲ ଯିବେ ସେହି ପରି ପୂର୍ବ ନିର୍ଧାରିତ ସମୟ ଅନୁସାରେ ହେବ ପରୀକ୍ଷା ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି |
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରୁ ଏହି ଭଳି ନିଷ୍ପତି ନେଇ ଛନ୍ତି ରାଜ୍ୟ ସରକାର ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ ଏନେଇ ଏପ୍ରିଲ 25 ତାରିଖରୁ 5 ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି ତେବେ ଆହୁରି ଖରା ବଢିବାର ସମ୍ଭାବନା ଥିବାରୁ ଫୁଣି ସ୍କୁଲ ସମୟରେ ଆସିଲା ପରିବର୍ତନ | ଆଜି ରାଜ୍ୟରେ 3ଟି ସ୍ଥାନରେ 45 ଡିଗ୍ରୀ ରେକଡ଼ କରିଛି ତାପମାତ୍ରା |
ରାଜ୍ୟରେ ତାପମାତ୍ରା ବଢିବା ସହିତ ଅସହ୍ୟ ତାତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା ଓ ଏହାକୁ ନଜରରେ ରଖି ରାଜ୍ୟ ସରକାର ଏପ୍ରିଲ 30 ଯାଏଁ ରାଜ୍ୟରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବା ଉପରେ ସମାହିକ ଭାବରେ ରୋକ ଲଗାଇଥିଲେ ଏହା ରହିତ ଆସୁଛି ଆଉଏକ ଲଘୁଚାପ ଏହା ବାତ୍ୟାର ରୁପବି ନେଇପାରେ ତେବେ ଏଥିପାଇଁ ଆଗକୁ ଆଉ ସ୍କୁଲ ଛୁଟି ଘୋଷଣା ନହୋଇ ତାରିଖରୁ ସ୍କୁଲ ଖୋଲିବ ଯାହା ମଧ୍ୟ ସକାଳ 6 ଟାରୁ 9 ଟା ପର୍ଯ୍ୟନ୍ତ ହେବ କ୍ଲାସ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …