Breaking News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର ଦେଖନ୍ତୁ, ସ୍କୁଲରେ ( school ) ଏହି ସବୁ ନିୟମରେ ହେଲା ପରିବର୍ତନ ଆଉ ପ୍ରଧାନ ଶିକ୍ଷକ କରିପାରିବେନି…

ଆମ ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂଆ ଯୋଜନା ସରକାର ଙ୍କ ବଡ଼ ଘୋଷଣା ସେପଟେ ଗାଁ ଶିଖି ବିଭାଗର ଆଉ ଏକ ବଡ଼ ନିଷ୍ପତି ଶିକ୍ଷା ଦାନ ଦ୍ୱାରା ଅନ୍ୟ କୌଣସି କାମରେ ନିଜଟା ହେବେନି ପ୍ରଧାନ ଶିକ୍ଷକ | ତେବେ ଗଣଶିକ୍ଷ ବିଭାଗ ଅଧିନସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ବ୍ୟପାକ ପରିବର୍ତନ କରାଯିବ ଏଣିକି ସରକାରୀ ସ୍କୁଲ୍ରର ପ୍ରଧାନ ଶିକ୍ଷକ ମାନେ ସ୍ୱାଧୀନ ଭାବେ ଦାଇତ୍ୱ ନୀରିବାହ କରିବେ କୌଣସି କାମ ପାଇଁ ତାଙ୍କୁ ଆଉ ଅନୁମତି ନେବାକୁ ହେବ ନାହିଁ ବ୍ଲକଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଖି ଅଧିକାରୀଙ୍କ କାର୍ଯ୍ୟଳୟକୁ ଦୌଡିବାକୁ ପଡିବ ନାହିଁ |

ଶିକ୍ଷା ଦାନ ଛଡା ଆଉ କୌଣସି କାମରେ ନିଅଜୀତ ହେବ ନାହିଁ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ ପରେ ଏବେ ସ୍କୁଲ ପରିଚାଳନା କ୍ଷେତ୍ରରୁ ନବେକଳବର ପାଇଁ ବିବାହିକ ଯୋଜନା ପ୍ରସ୍ତୁତ ଏନେଇ ବିଭାଗ ପକ୍ଷରୁ ସୂଚନା ଦିଅ ଯାଇଛି ତେବେ ଗଣଶିକ୍ଷ ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକରେ ସ୍ୱଛତା ଉପରେ ଅଧିକ ଗୁରୁତ୍ୱ ଦିଅ ଯିବା ତେବେ ସରକାରୀ ସ୍କୁଲରେ ପରିସ୍କାର ପାରିଛନତା ପୀଲାନାଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱ ଦିଆଯିବ ଏବଂ ପିଲାମାନଙ୍କ ପାଇଁ ସ୍କୁଲ୍ରେ ଜାଗୁଆଲି ରହିବେ ମାନେ ପିଲାଙ୍କୁ ଜଗା ରଖା କରିବେ ଓଡ଼ିଆ ସହିତ ପିଲାଙ୍କ ଦକ୍ଷତା ସହିତ ପିଲାଙ୍କ ଆତ୍ମ ବିଶ୍ବସ ବଢାଇବା ପାଇଁ ସ୍ପୋକ୍ନ ଇଂରାଜୀ ଶିକ୍ଷା ଉପରେ ବିଭାଗ ଗୁରୁତ୍ୱ ଦେବ |

ସେହିପରି ମଧ୍ୟନ ଭୋଜନ ଦାୟତ୍ୱ ସ୍କୁଲ ପ୍ରଧାନ ଶିକ୍ଷକ ବା ସରକାରୀ ଶିକ୍ଷକ ହାତରୁ ଅର୍ନି ସ୍ୱୟଂ ସହାୟକ ଗୋଷ୍ଟି ମାନକୁ ଦିଆଯିବ ପ୍ରତିବର୍ଷ ପିଲାଙ୍କ ଦକ୍ଷତା ବିକାଶ ବିଜ୍ଞାନ ଶମ୍ବଦ ଜ୍ଞାନ ବୃଦ୍ଧି ପାଇଁ ପିଲାମଙ୍କୁ ଷ୍ଟଡି ଟୁରୁ ରେ ନିଆଯିବ ସେହିପରି ପିଲାମାନଙ୍କ ସାଟିଫିକେଟ ବିଭିନ୍ନ ତଥ୍ୟ ଡାଟା ବେଶ ଗୋଟେ ପ୍ଲଟ ଫର୍ମରେ ରହିବ ଏଥିପାଇଁ ନେଟ ର ଵେବସ୍ତ ରହିବ | ଏହା ଛଡା ପ୍ରତି ସପ୍ତାହରେ ପିଲାଙ୍କ ପାଇଁ ଗୋଟେ କ୍ଲାସ ରହିବ ଯେଉଁ କ୍ଲାସ ରେ ପିଲା ମାନଙ୍କର ସୋଯନ ଶିଳତାକୁ ପରୀକ୍ଷା ନିରୀକ୍ଷା ଓ ନିଜର ଦକ୍ଷତାକୁ ଚିହ୍ନି ବାର ସୁଯଗ ପାଇବେ |

ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାରେ ଶିକ୍ଷା ବିଭାଗ ସାମିଲୀ ହେବା ପରେ ଏଣିକି ପିଲା ଅଭିଭାବକ ଙ୍କ ନିକଟକଟୁ call ଯିବା ଫଳରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ସିଧା ସଳଖ ଭାବେ ଶିକ୍ଷା ଦାନ ଓ ବିଦ୍ୟାଳୟ ସମ୍ପର୍କରେ ସେମାନଙ୍କର ମତା ମତ ଦେଇପାରିବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.