Breaking News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆଉ କିଛି ବଡ଼ ଖବର, ଦେଖନ୍ତୁ କରୋନା ବଢୁଥିବା ହୋଇ ପାରେ ସ୍କୁଲ କଲେଜ ବନ୍ଦ…

ଏବେ ଏବେ ବଡ଼ ଖବର ଯାହାକି ଛାତ୍ର ଛାତ୍ରୀଙ୍କ ପାଇଁ ଆସୁଛି ନୂଆ ସୂଚନା ରାଜ୍ୟରେ ହୁହୁ ହୋଇ ବଢୁଛି କୋରନା ସଂକ୍ରମଣ ଫୁଣି କାୟା ମେଳେଉଛି କୋରନା ଭୟଭୀତ ଅଭିଭାବକ ଓ ଶିକ୍ଷକ ମନରେ ଛନକା ରାଜ୍ୟରେ କ୍ରମାଗତ ଭାବେ ବଢୁଛି କୋରନା 24 ଘଣ୍ଟା ଭିତରେ 1196 କୋରନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି | ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବଧିକ 312 ଆକ୍ରାନ୍ତ ଚିହ୍ନଟ ହୋଇଛି 100 ଉପରେ ରହିଛି ସୁନ୍ଦରଗଡ଼ ଓ କଟକ ସଂକ୍ରମଣ | କଟକରୁ 109 ସୁନ୍ଦରଗଡ଼ରୁ 147 ଆକ୍ରାନ୍ତ ଚିହ୍ନଟ ଏହାରି ଭିତରେ ସରକାର ନେଇ ପାରନ୍ତି ବଡ଼ ମିସ୍ପତି କରନା ପାଇଁ ଫୁଣି ହୋଇ ପରେ ସ୍କୁଲ କଲେଜ ଛୁଟି |

ଆରମ୍ଭ ହୋଇପାରେ ଅନଲାଇନି ପାଠ ସଂକ୍ରମଣ ଯେତେ ବଢୁଛି ତା ସହିତ କୋରନା ସେତେ ବଢୁଛି ଏହା ଗ୍ରହଣ କରିବାକୁ ପଡିବ କିନ୍ତୁ ପୂର୍ବ ଲହର ଗୁଡିକରେ ଅପେକ୍ଷା ବଢିବା ହାର କମ ରହିଛି ବୋଲି ସ୍ୱାସ୍ଥ୍ୟ ନିଦେଶକ ଡ଼ଃ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି | କିନ୍ତୁ ବିପଦକୁ ଆଡେଇ ନଦେଇପାରେ ଆମକୁ ସତର୍କ ରହିବାର ସମୟ ଆସିଛି ନଚେତ ସ୍ତିତି ବିଗିଡି ଯାଇପାରେ ସମୁଦାୟ ପଜେଟିଭି କେସ ରୁ ୧ ଦଶମିକ ୧ପ୍ରତିଶତ ହସ୍ପିଟାଲରେ ଚିଖିଚ୍ୟ ହେଉଛନ୍ତି |

ତେଣୁ ହସ୍ପିଟାଲରେ କୋରନା ସଂକ୍ରମଣ ଙ୍କ ପାଇଁ ପର୍ଯ୍ୟାପ୍ତ ବେଡ ରହିଛି ମୁଖ୍ୟ ସଚିବ ନିଦେଶଙ୍କ ସମସ୍ତଙ୍କୁ କୁହାଯାଇଛି ଯେତେବେଳେ ଦରକାର ପଡିବ ଵେବସ୍ତକୁ ବଢ଼ାଇଦିଆଯିବ | ତେବେ ସରକାର ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ରାଜ୍ୟରେ ପଜେଟିଭି ହାର ବୃଦ୍ଧିକୁ ଦେଖି ସରକାର ସ୍କୁଲ କଲେଜ ବନ୍ଦ ନିଷ୍ପତି ନେବେ | ଏପର୍ଯ୍ୟନ୍ତ ସେଭଳି ସ୍ତିତି ନ ହୋଇଛି ସବୁ ବନ୍ଦ କରିଦେବାଟା ଠିକି ହେବ ନାହିଁ |

ଏହି ବିଷୟରେ ରାଜ୍ୟ ସରକାର ଠିକି ସମୟରେ ନିଷ୍ପତି ନେବେ ବୋଲି ଡ଼ଃ ମହାପିତାର ସୂଚନା ଦେଇଛନ୍ତି ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି | ତେବେ ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକରେ ବଢିଥାଏ ତାର କିଛି ଦିନ ଵେବଧାନରେ ଓଡ଼ିଶାରେ ବଢିବାର ଆରମ୍ଭ ହୁଏ ଠାରେ ବଢିବା ଆରମ୍ଭ ହୁଏ କିଛି ଦିନ ନିଶ୍ଚୟ ଭାବରେ ବଢିବା ଯେତେବେଳେ କୋରନା ବଢେ ସେତେବେଳେ ସ୍ଥିରତା ଆସେ ତାପରେ ହ୍ରସ ପାଏ | ବର୍ତମାନେ ଆମେ ସଂକ୍ରମଣର ଉର୍ଧ୍ଵ ରେ ଅଛନ୍ତି କହିହେବ ନାହିଁ ଏହାର ସ୍ଥିରତା କେବେ ଆସିବ |

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରାବାଲାନ୍ସ ଆହୁରି କଢ଼ା କଢି କରାଯିବ ପର୍ଯ୍ୟପାତ ଅଛି ଏହା ସହ ଗତ କିଛି ଦିନ ହେଲା 18 ରୁ 69 ବର୍ଷ ବୟସ କା ପାଇଁ ବୁଷ୍ଟଡୋଜ ଟୀକାକରଣ ଆରମ୍ଭ ହୋଇଛି ସବୁ ଦିନର ପରିସଂଖ୍ୟନକୁ ଅନୁଦୟଣା କରି ସରକାର ନିଷ୍ପତି ନେଉଛନ୍ତି ବେଶେ ସ୍କୁଲ ଭିଡ ହେଉଥିବା ଜାଗ ଉପରେ ଫୋକ୍ସ ଦେଉଛନ୍ତି ଅବହେଳା କରନ୍ତୁ ନାହିଁ | ଲକ୍ଷଣ ଦେଖା ଦେଲେ ତୁରନ୍ତ ଟେଷ୍ଟ କରନ୍ତୁ ପରାମର୍ଶ ଦେଇଛନ୍ତି ସସ୍ୱାସ୍ଥ୍ୟ ନିଦେଶକ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.