ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଆସିଲା ଆଉ ଏକ ନୂଆ କଥା ଯୁକ୍ତ 2 ପରୀକ୍ଷା ତାରିଖ ବାତିଲି ଜାରିହେଲା ନୂଆ ତାରିଖ ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା ଜୁନୁ 4 ରେ ହବ ଓ ମେ 31 ତାରିଖ ରେ ହେବାକୁ ଥିବା ପେପର ସେପଟେ ଯେମିତିକି ସମସ୍ତେ ଆପଣ ମାନେ ଜାଣିଛନ୍ତି ଆମ ରାଜ୍ୟରେ ଗତ କିଛିଦିନ ପୂର୍ବରୁ ସରକାର ସ୍କୁଲ ଛୁଟିକୁ 5ଦିନିଆ କରିଥିଲେ ଆଉ ଏହା ଛଡା ଜୁନୁ 6ରୁ ଜୁନୁ 16 ରହିଛି ଖରା ଛୁଟି ତେବେ ଏହି ଛୁଟିରେ ହୋଇ ପରେ ପରିବର୍ତନ |
ତେବେ ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା ବ୍ରଜ ନଗର ଉପ ନିର୍ବଚନ ପାଇଁ ଘୁଞ୍ଚିଲା ଏହି ପରୀକ୍ଷା ଏନେଇ ଉଚ୍ଚଶିକ୍ଷା ପରସର ମଧ୍ୟରୁ ଘୋଷଣା କରାଯାଇଛି ମାଧବୀକ ଶିକ୍ଷା ପରିସରସ ନୋଟିସି ମୁତାବକ ମେ 31 ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନୁ 4କୁ ଘୁଞ୍ଚିଚି କଲା ବିଭାଗ ଓ ଗଣିତ ଓ ଗୃହ ବିଜ୍ଞାନ ସବୁ ବିଭାଗ ର ଗଣିତ ପରୀକ୍ଷା ଏହି ତାରିଖରେ ଥିଲା ଏହି 2ଟି ବିଭାଗର ପରୀକ୍ଷା ଏବେ ମେ 31 ରେ ନହୋଇ ଜୁନୁ 4 ରେ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଛୁଟିକୁ ନେଇ ବଢୁଛି ଦୋନ୍ଧ |
ତେବେ ପାଗରେ ପରିବର୍ତନ ଭାଟିଥିବାରୁ ଏବଂ ଦିନର ତାପମାତ୍ର ହ୍ରସ ପାଇଥିବାରୁ ରାଜ୍ୟରେ ପିଲାଙ୍କ ପାଠ ପଢା ସମୟକୁ ବୃଦ୍ଧି କଳରିବାକୁ ଶିଶୁ ଅଧିକାର ଆୟୋଗ ସୁରକ୍ଷା ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି | ଯେମିତି ଆପଣ ମାନେ ସମସ୍ତେ ଜାଣିଛନ୍ତି ଗତ ମେ 2 ତାରିଖରୁ ସ୍କୁଲ ସମୟ ସକାଳ 6ଟାରୁ 9ଟା ପାଠ ପଢା ଚାଲୁଚି ପାଗରେ ପରିବର୍ତନ ଆସିଥିବାରୁ ପାଠ ପଢା ସମୟକୁ ଦିନ 10 ପର୍ଯ୍ୟନ୍ତ ବଢାଇବାକୁ ବିଦ୍ୟଳୟ ଓ ଗନ ଶିକ୍ଷା ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଇନି ସନ୍ଦ୍ୟା ବତୀ ପ୍ରଧାନ |
ତେବେ ଏପ୍ରିଲ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବକୁ ନଜର ରେ ରଖି ପ୍ରଥମେ କିଛି ଦିନ ରାଜ୍ୟରେ ସ୍କୁଲ ଛୁଟି କରାଯାଇଥିଲା ତାପରେ ମେ 2 ତାରିଖରୁ ସ୍କୁଲ ଗୁଡିକ ସକାଳ 6ଟାରୁ 9ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦେଶ ଦିଆଯାଇଥିଲା ତେବେ ଏବେ ପାଣିପାଗର ପପରିଵର୍ତନ ଘଟିବାରୁ ଏବଂ ତାପମାତ୍ରା ହ୍ରସ ପାଇଥିବାରୁ | ସ୍କୁଲ ପାଠ ପଢା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଅୟୋଗ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି |
ମିଳୁଥିବା ସୂଚନା ଅନୁଯାଇ ରାଜ୍ୟରେ ମଧ୍ୟ ଖୁବୁ ଶୀଘ୍ର ସ୍କୁଲ ଛୁଟି ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ଜୁନୁ ପରିବର୍ତେ ମେ ମାସରୁ ହୋଇଯିବ ଗ୍ରୀଷ୍ମ ଛୁଟି ଏହି ପରି ବଦଳରେ ଜୁନୁ ମାସରେ ଖରା ଛୁଟି ହେଲେ ଭଲ ହେବ କିନାହିଁ ଆପଣଙ୍କ ମୂଲ୍ୟ ବାନ ମତା ମତ ଆମକୁ ଛୋଟ କମେନ୍ଟ ମାଧ୍ୟମରେ ଜଣାଇବେ |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …