Breaking News

ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର, ଆଜିଠୁ ଖୋଲିବ ସ୍କୁଲ, ଏହି ସମୟରେ କ୍ଲାସ କରିବେ ଛାତ୍ର ଛାତ୍ରୀ !

ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଆଉକିଛି ବଡ଼ ଖବର ଫୁଣି ବଦାଲିଲା ନିଷ୍ପତି ଗ୍ରୀଷ୍ମ ପ୍ରଭାବ ଆଉ ଡର ନାହିଁ ଖୋଲିବା ସ୍କୁଲ | ମେ ମାସରେ ରାଜ୍ୟର ଗ୍ରୀଷ୍ମ ପ୍ରଭାବ କମ ରହିବ ରାଜ୍ୟରେ ସକାଳ ୬ଟାରୁ ୯ଟା ଯାଏଁ ଚାଲିବ ସ୍କୁଲ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସଚିବ ବିଷ୍ଣୁ ପ୍ରସଦ୍ଧ ସେଠି ଏନେଇ ସୂଚନା ଦେଇଛନ୍ତି ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରଭାବ ଡର ରହିବ ନାହିଁ |

ପାଣିପାଗ ପୂର୍ବାନୁମାନ ଅନୁଯାଇ ମେ ମାସ ତାପମାତ୍ର ୩୫ ଡିଗ୍ରୀ ଟପିବନାହିଁ ତେଣୁ ସ୍କୁଲ ଖୋଲିବାର ନିଷ୍ପତି ନିଯାଇଛି | ଏହି ସମୟରେ ପିଲାଙ୍କ ଦୁଇ ବର୍ଷର ପାଠ ପଢା ଖେତୀ ଭରଣ ହୋଇପାରିବ ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି ସେହିପରି ଆଜିଠାରୁ ରାଜ୍ୟରେ ସ୍କୁଲ ଖୋଲୁଛି ମଧ୍ୟାନ ଭୋଜନ ଦେଇ ସ୍କୁଲ ୯ଟା ସୁଦ୍ଧା ବନ୍ଧ କରିବାକୁ ନିର୍ଦେଶ ଦିଆଯାଇଛି | ଅନ୍ୟ ପକ୍ଷେ ସକାଳ ସ୍କୁଲ ସମୟରେ ଗତ କାଲି ରାଜ୍ୟ ସରକାର ଏହି ପରିବର୍ତନ କରିଛନ୍ତି |

ଗ୍ରୀଷ୍ମ ପ୍ରଭାବ ଦେଖି ବର୍ତମାନ ଛୁଟି ଥିବା ବେଳେ ଆଜିଠାରୁ ସ୍କୁଲ ଖୋଲିବ | ଆଜିଠାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପିଲା ପାଠ ପଡିବେ ଏନେଇ ଗଣ ଶିକ୍ଷା ମନ୍ତ୍ରୀ ବିଭାଗ ପକ୍ଷରୁ ନିଦେଶ ନାମା ଜାରି କରାଯାଇଛି | କିନ୍ତୁ ବୋର୍ଡ ପକ୍ଷରୁ ଜାରି ରହାଇତିବାପରୀକ୍ଷା ସୁଚି ଅପରିବର୍ତ୍ତିତ ରହିଛି ଅର୍ଥାତ ଏଥିରେ କୌଣସି ପରିବର୍ତନ କରାଯାଇନାହିଁ | ଏହାଛଡା IMD ଆକଳନ ଅନୁଯାଇ 32 ଡିଗ୍ରୀ 34 ଡିଗ୍ରୀ ତାପମାତ୍ରା ରହିବ ହେଲେ 35 ଡିଗ୍ରୀ ଟପିବ ନାହିଁ କାଳ ବୈଶାଖୀ ପ୍ରଭାବରେ ଆଜିଠାରୁ ତାପମାତ୍ରା କମିବ ସେପଟେ ଆଜି ରାଜ୍ୟରେ ବଦଳିଛି ପାଗ |

ଗତ କିଛି ଦିନ ହେବ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବରୁ ଏହା ଜାରି ରହିଥିଲା କିନ୍ତୁ ଆଜି ପାଗର ବିଜାଜ ବଦଳିଛି ତେବେ ତାତିରୁ ଅସାସ୍ୱତୀ ମିଳିଛି ଆଜି ରାଜ୍ୟରେ ଆକାଶ ମେଘ ଛନ ରହିଛି ଦକ୍ଷିଣ ତଥା ଦକ୍ଷିଣ ପୂର୍ବ ରାଜ୍ୟରୁ କ୍ରମାଗତ ଭାବେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି | ତେବେ ଜଳୀୟ ବାସ୍ପ ପରେ ସାମୁଦ୍ରିକ ବାୟୁ ଉତ୍ପର୍ଣ୍ଣ କରୁଛି ତେବେ ଏହି ସ୍ପଂସ୍ପର୍ସ ଆସି କାଳ ବୈଶାଖୀ ସକ୍ରିୟ କରିବ ଏହା ପ୍ରଭାବରେ ବିଜୁଳି ଘଡଘଡି ଏବଂ ପବନ 40ରୁ 50 କିଲୋ ମିଟର ବେଗରେ ବହିବା ସମ୍ଭାବନା ରହିଛି |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.