Breaking News

SBI ବ୍ୟାଙ୍କକୁ ନେଇ ବଡ ଭୟଙ୍କର ଖବର, ଆପଣଙ୍କର ATM ଅଛି ଯଦି ହେଇଯାନ୍ତୁ ସତର୍କ !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ଯାହାକି ବ୍ୟାଙ୍କ କୁ ନେଇ ବଡ ସୂଚନା ATM ନିୟମ ରେ ହେଲା ବଡ ପରିବର୍ତ୍ତନ SBI ATM ରୁ ତାଙ୍କ ଉଠାନ ର ବଦଳି ଯାଇଛି ନିୟମ ଠକ୍ ରୁ ବଞ୍ଚିବାକୁ ଚାହୁଁଛନ୍ତି ଯଦି ଜାଣି ନିୟନ୍ତୁ ପୁର ପ୍ରକ୍ରିୟା | ତେବେ ଏସବୁ ଗ୍ରାହକ ଙ୍କ ପାଣି ବଡ଼ ଖବର ଏବଂ ନିଜର ଗ୍ରାହକ ଙ୍କୁ ଠକେଇ ରୁ ବଞ୍ଚିବା ପାଇଁ ଏକ ଖାସ ଉପାୟ ଦେଇଛି ଟଙ୍କା ଉଠାଣ ନିୟମ ରେ ପରିବର୍ତ୍ତନ ହୋଇଛି | ATM transaction କୁ ଆହୁରି ସୁରକ୍ଷିତ କରିବା ପାଇଁ SBI ଏହି ପଦକ୍ଷେପ ନେଇଛି ତେବେ ବ୍ୟାଙ୍କ ରେ ATM ରୁ ପଇସା ଉଠାଇବା ପାଇଁ OTP ବଧ୍ୟାତ ମୂଳକ କରାଯାଇଛି |

ଯଦି ଆପଣ ଠକେଇ ରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତ ଏହି ଖାସ ସୁବିଧା ର ଲାଭ ନିଶ୍ଚିନ୍ତ ଉଠାନ୍ତୁ ଏହି ନୂଆ ନିୟମ ରେ ଗ୍ରାହକ OTP ରେ ତାଙ୍କ ବାହାର କରିପାରିବେ ନାହିଁ | ଏଥିରେ ତାଙ୍କ ଉଠାଇବା ସମୟ ରେ ଗ୍ରାହକ ମାନଙ୍କ ମୋବାଇଲ ରୁ ଏକ OTP ଆସିଥାଏ ଯାହାକୁ ଦେଲାପରେ ହିଁ ବ୍ୟାଙ୍କ ରୁ ତାଙ୍କ ବାହାରିଥାଏ ବ୍ୟାଙ୍କ ସୂଚନା ଦେଇ କହିଛି ଜେ transaction ପାଇଁ OTP ଆବଶ୍ୟକ ନଗଦ ଟଙ୍କା ଉଠା ପ୍ରଣାଳୀ ଟଙ୍କା ଉଠାଇବା ଠାକ୍ ମାନଙ୍କ ଭିତରେ ଟୀକା କରଣ ବୋଲି | ଆପଣମାନଙ୍କୁ ଠକେଇ ରୁ ବଞ୍ଚାଇବା ପାଇଁ ଆମର ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ରହିବ |

ତେବେ ଆସନ୍ତୁ ଜାଣିବା OTP ରୁ ନଗଦ ଉଠାଣ ପ୍ରଣାଳୀ କେମିତି କାମ କରିଥାଏ | ଏହି ରଖୁଛି ୧୦ ହଜାର ବା ଏହା ଠାରୁ ଅଧିକ ଟଙ୍କା ଉଠାଣ ଉପରେ ଏହି ନିୟମ ଲାଗୁ ହୋଇଛି SBI ଗ୍ରାହକ ପ୍ରତେକ ଥର ନିଜର ପଞ୍ଜିକୃତ ମୋବାଇଲ ନମ୍ବର ରେ ଜରି ଓଟିପି ଓ ନିଜର ଦେବିଡ କାର୍ଡ ପିନ ଦିଅ ATM ରୁ ଦଶହଜାର ଟଙ୍କା କିମ୍ବା ଏହା ଠାରୁ ଅଧିକ ଟଙ୍କା ଉଠାଇପାରିବେ | ଜଣାନ୍ତୁ ପୁର ପ୍ରକ୍ରିୟା SBI ବ୍ୟାଙ୍କ୍ ରୁ ନଗଦ ଉଠାଇବା ପାଇଁ ଆପଣଙ୍କୁ ଏକ OTP ଆବଶ୍ୟକତା ପଡ଼ିବ | ଏହି ପ୍ରଣାଳୀ ଆପଣଙ୍କର ପଞ୍ଜିକୃତ ମୋବାଇଲ ନମ୍ବର କୁଏକ OTP ପଠାଯିବ ଏହି OTP ୪ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥିବ |

ଏଥିପାଇଁ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବର କୁ OTP ଆସିବ ଯାହା ସିଙ୍ଗଲ transaction ପାଇଁ ମିଳିବ ଯେତେବେଳେ ଆପଣ ଉଠାଇବାକୁ ଚାହୁଁଥିବେ ରାଶି ଅଲେଖ କରିବାକୁ ପଡ଼ିବ ତ ATM Screen ରେ OTP ଦେବାକୁ ଲେଖିବ ତେବେ ଆପଣ OTP ଦେଇ ଉଠାଇବେ | ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ଯାହାକି SBI କୁ ନେଇ SBI ATM ରୁ ତାଙ୍କ ଉଠାଇବା କାର୍ଯ୍ୟ ବଦଳା ଯାଇଛି ନିୟମ | ତେବେ ଆପଣ ସମସ୍ତେ ଜନିରଖିବା ନିହାତି ଦରକାର ଥିଲା |

About odisha news

Check Also

ଭଦ୍ରକରେ ଦେଖିବାକୁ ମିଳିଲା ସୁପରଷ୍ଟାର Anubhav ଙ୍କ ଡୁପ୍ଲିକେଟ, ନଦେଖିଲ ବିଶ୍ୱାସ କରିବେ ନାହିଁ…ଆପଣ ଥରେ ଦେଖନ୍ତୁ ଆଉ କହିବେ ଇଏତ…

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଭଳି ଚାଲି ଚଳଣି ଅନୁଭବଙ୍କ ପରି ହେୟାର ଷ୍ଟାଇଲ ଆଉ ଦେଖା ଯାଉଛନ୍ତି ଅବିକଳ ଅନୁଭବଙ୍କ …

Leave a Reply

Your email address will not be published.