Breaking News

SBI ବ୍ୟାଙ୍କକୁ ନେଇ ବଡ ଭୟଙ୍କର ଖବର ଶିଘ୍ର ଦେଖନ୍ତୁ, ଏବେ ATM ରେ ବଲାନ୍ସ ଚେକ କଲେ କଟିବ ଟଙ୍କା, ଜଣାନ୍ତୁ ସମ୍ପୂର୍ଣ ଖବର କାହିଁକ କାଟିବ ଟଙ୍କା !

ବର୍ତମାନର ବଡ଼ ଖବର ଯାହା କି ସମସ୍ତେ SBI ଜାଣି ଥିବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଯାଇ ଆପଣଙ୍କର SBI ରେ ବହି ଥାଏ ତେବେ SBI ର ଗୁରୁତ୍ୱ ପୁର୍ଣ ଘୋଷଣା ଯାହାକି ATM ଉଠାଣ ଓ ବାଲାନ୍ସ ଚେକ କଲେ ଏଣିକି ଦେବାକୁ ପଡିବ ଚାରଜେସ ଦେବାକୁ ପଡିବ | ତେବେ ଭରତୀୟ ଷ୍ଟେଟ ବ୍ୟାଙ୍କ SBI ଗ୍ରହକା ଙ୍କ ପାଇଁ ଏକ ବଡ଼ ଖବର ଆସିଛି SBI ପକ୍ଷରୁ ATM ଟ୍ରଞ୍ଜେକ୍ସନ ଶୁଳ୍କ ନିୟମରେ ପରିବର୍ତନ କରାଯାଇଛି ଏଣିକି SBI ଅନ୍ୟ ବ୍ୟାଙ୍କର ବଲନ୍ସ ଚେକ କରିବା ପାଇଁ ଗ୍ରହକା ମାନେ ଅର୍ଥ ପୈଠ କରିବେ |

ଏଠି ସହିତ ଅନ୍ୟ କିଛି ନିୟମ ପରିବର୍ତନ କରାଯାଇଥିବା ନେଇ ବ୍ୟାଙ୍କ ପକ୍ୟରୁ କୁହାଯାଇଛି ତେବେ ନୂଆ ନିୟମ ଅନୁଯାଇ ଯଦି ଗ୍ରହଙ୍କ ମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଇସା ରଖିବା ଓ ଉଠେଇବା କାରବାର କରନ୍ତି ତେବେ ସେମାନଙ୍କୁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡିବ ନାହିଁ ଅନ୍ୟ ବ୍ୟାଙ୍କ ର ATM ରୁ ପଇସା କାଢ଼ିଲେ ଆପଣଙ୍କୁ 3ଟି ଟ୍ରଞ୍ଜେକ୍ସନ ଫ୍ରି ଦେବ | non SBI ATM ରୁ ପଇସା କାଢ଼ିବା ପାଇଁ ଅଲଗା ଲିମିଟି ରହିଛି | ତେବେ ଆପଣାକୁ SBI ଓ NON SBI ATM ଆଧାରରେ 5ରୁ 20 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡିବ |

ଯଦି ଆପଣ SBI ATM ରୁ ଲିମିଟି ରୁ ଅଧିକ ପଇସା କାଢ଼ିବ ତେବେ 10 ଟଙ୍କା ଚାର୍ଜ ଲାଗିବ ସେହି ଭଳି NON SBI ଅର୍ଥାତ SBI କୁ ଛାଡି ଲ;ଲିମିଟି ରୁ ଅଧିକ ପଇସା କାଢ଼ିଲେ 20 ଟଙ୍କା ଦେବାକୁ ପଡିବ | ତେବେ SBI ATM ରୁ ବଲନ୍ସ ଚେକ ପାଇଁ ପାଞ୍ଚ ଟଙ୍କା ଓ ଅନ୍ୟ ATM ରୁ ବଲନ୍ସ ଚେକ ପାଇଁ ୮ ଟଙ୍କା ଲାଗିବ ଆପଣଙ୍କୁ ଟ୍ରାବଜେକ୍ସନ ଚାର୍ଜ 3ଦଶମୀକି 5 ପ୍ରତିଶତ ଓ ଅତିରିକ୍ତ 100 ଟଙ୍କା ଦେବାକୁ ପଡିବ ଯଦି ଆପଣ ଖାତାରେ 1ଲକ୍ଷ ଟଙ୍କା ମେଣ୍ଟଣ କରିବେ ତେବେ କୌଣସି ଚାର୍ଜ ଦେବାକୁ ପଡିବ ଅହିଁ | ଏଇ ଥିଲା ବର୍ତମାନର ବଡ଼ ଖବର ଯାହାକି SBI କୁ ନେଇ ଯଦି ଆପଣଙ୍କର SBI ରେ ଆକାଉଣ୍ଟ ରହିଛି ତେବେ ଏହି ଖବର ଜାଣି ରଖିବା ନିହାତି ଜରୁରୀ

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.