Breaking News

ସତ୍ୟପ୍ରକାଶ ନାୟକ ଖୋଲିଲେ ଅରିନ୍ଦମଙ୍କ (Arindam Das) ମୃତ୍ୟୁର ଗୁମର! ଏହା ପଛରେ କିଏ ଦାୟୀ? ବାଣ ଫୁଟେଇ ହାତୀକୁ ନଇରେ ପଶିବା ପାଇଁ ବାଧ୍ୟ କରାଯାଇଥିଲା!

ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ମୁଣ୍ଡାଳି ଠାରେ ଏକ ବଡ ଧାରଣ ର ଅଘଟଣ ଘଟି ଯାଇଛି , ହାତୀ ଟି ପାଣି ଭିତରେ ଫସି ରହିଥିବା ସମୟ ରେ ଉଦ୍ଧାର କାର୍ଯ୍ୟ ରେ ଓଡ୍ରାଫ ର 5 ଜଣ ଯବାନ ଓ 2 ଗଣ ମାଧ୍ୟମ ଯାଇଥିଲେ କିନ୍ତୁ ହାତୀ କୁ କୁ ଉଦ୍ଧାର କରିବା ବଦଳ ରେ ସେମାନେ ମୃତ୍ୟୁ ସ୍ରୋତ ରେ ଜାବୁଡି ହୋଇ ରହିଲେ ତେବେ ଏହି ମୃତ୍ୟୁ ଘେର 5 ଜଣ ନିଜ ମୃତ୍ୟୁ କୁ ବିଜୟ କରି ଆସିଥିବା ସମୟ ରେ 2 ଜଣ ମୃତ୍ୟୁ ବରଣ କରିଛନ୍ତି ଜଣେ ହେଉଛନ୍ତି ଆମ ଯବାନ ଯିଏ କି ପ୍ରତି ଟି ବାତ୍ୟା ହେଉ ବା ବନ୍ୟା ସେ ସଦା ସର୍ବଦା ଲୋକ ମାନ ଙ୍କୁ ଉଦ୍ଧାର କରିଥାନ୍ତି ତେବେ ସେହି ମୃତ୍ୟୁବରଣ କରିଥିବା ଯବାନ ଙ୍କ ନାମ ହେଉଛି ସୀତାରାମ ଓ ଅନ୍ୟ ଜଣେ ମୃତକ ହେଉଛନ୍ତି ଯିଏ କି ବାତ୍ୟା ଓ ବନ୍ୟା ରେ ଲୋକ ମାନ ଙ୍କ ନିକଟ କୁ ଯାଇ ଅସୁବିଧା କୁ ବୁଝି ସୁବିଧାକୁ ଗଣମାଧ୍ୟମରେ ଦେଖାଇଥାନ୍ତି , ତେବେ ସେହି ସାହସୀ ରିପୋର୍ଟର ହେଉଛନ୍ତି ମୃତ ଅରିନ୍ଦମ ଦାସ ।


ତେବେ ବନ୍ଧୁଗଣ ଆପଣ ମାନେ ଏହି ଖବର ବିଷୟ ରେ ଅନେକ କଥା ଶୁଣିଥିବେ କିନ୍ତୁ କେବେ ନିଜ ମନ ରେ ପ୍ରଶ୍ନ କରିଛନ୍ତି କି ଯେ ଏତେ ସବୁ ସବୁ ଘଟି ଯାଇଥିବା ଅଘଟଣ ର ମୂଳ କାରଣ ହେଉଛି ସେହି ହାତୀ ଓ ଏହି ହାତୀ ଯୋଗୁ ଏହି ଅଘଟଣ ଟି ଘଟିଛି । ତେବେ ଏହି ହାତୀ ଟି କଣ ତା ଇଚ୍ଛାନୁଯାୟୀ ପାଣି ଭିତରେ ପଶିଥିଲା ନା ହାତୀ କୁ ଘୋଡା ଯାଇଥିବାରୁ ସେ ବାଧ୍ୟ ହୋଇ ନଦୀ ଭିତର କୁ ପଶିଥିଲା , ତେବେ ଆଜି ଏହି ବିଷୟ ରେ ଜାଣିବା ଯେ ହାତୀ ଟି ପାଣି ଭିତରୁ କେମିତି ପଶିଥିଲା ଓ ଏଥିପାଇଁ ଦାୟୀ କିଏ ।


ତେବେ ବନ୍ଧୁଗଣ ବ୍ରିଜ ର ଦୁଇ ପାର୍ଶ୍ଵ ରେ ଦୁଇ ଫରେଷ୍ଟ ଡିଭିଜନ ରହିଛି ଗୋଟେ ପଟେ ଆଠଗଡ ଫରେଷ୍ଟ ଡିଭିଜନ ଓ ଅନ୍ୟ ପଟେ ଚନ୍ଦକା ଫରେଷ୍ଟ ଡିଭିଜନ । ତେବେ ପାଣି ସ୍ଥିର ଥିବା ସମୟ ରେସେପଟ ପାର୍ଶ୍ଵ ରୁ ଆଉ ଏକ ପାର୍ଶ୍ଵ କୁ ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଇଥାନ୍ତି  , କିନ୍ତୁ ବର୍ତ୍ତମାନ ସମୟ ରେ ଯେଉଁ ହାତୀ ଟି ପାଣି ଭିତରେ ପଶିଥିଲା ସେ ତାର ଇଚ୍ଛାନୁଯାୟୀ ଯାଇ ନଥିଲା ସେ ବାଧ୍ୟ ହୋଇ ନଦୀ ଭିତର କୁ ଯାଇଥିଲା , ହଁ ବନ୍ଧୁ ଆଠଗଡ ର ଫରେଷ୍ଟ ଡିଭିଜନ ଓ ସେଠାକାର ସ୍ଥାନୀୟ ବାସିନ୍ଦା ଙ୍କ ଧାନ ଖାଇଯିବାରୁ ତାକୁ ଘୋଡା ଯାଇଥିଲା ଓ ଯାହା ଫଳ ରେ ହାତୀ ଟି ନଦୀ ଭିତରେ ପଶି ଯାଇଥିଲା ତେବେ ବାହାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲୋକ ମାନ ଙ୍କ ଗହଳି ଦେଖିକି ସେ କେଉଁ ଆଡେ ଜୀବ ବୋଲି ଜାଣି ପାରୁ ନଥିଲା ।

ତେବେ ବନ୍ଧୁଗଣ ଏଠି ପ୍ରଶ୍ନ ଉଠୁଛି ସେହି ସମୟରେ ପୋଲିସ କର୍ମଚାରୀ ମାନେ ଓ ବନ ବିଭାଗ କଣ କରୁଥିଲା, କାରଣ ସେମାନେ ଯଦି ବ୍ରିଜ ର ଦୁଇ ପାର୍ଶ୍ଵ କୁ ସିଲ କରା ଯାଇଥାନ୍ତା ତାହେଲେ ଲୋକ ମାନ ଙ୍କ ଗହଳି ହୋଇ ନଥାନ୍ତା ଓ ଫରେଷ୍ଟର ମଧ୍ୟ ଆସି ବ୍ରିଜ ଉପରେ ରହି ଉଦ୍ଧାର କରି ଥାନ୍ତେ । କିନ୍ତୁ ସେହିଭଳି କିଛି ହେଲା ନହିଁ ଉଦ୍ଧାର କରିବାକୁ ଯାଇଥିବା ଉଦ୍ଧାରକରି ମାନେ ନିଜେ ଫସି ଯାଇଥିଲେ ଊ ଦୁଇ ଜଣ ମୃତ୍ୟୁବରଣ କରିଥିଲେ ଓ ହାତୀ ଟି ମଧ୍ୟ ଉଦ୍ଧାର ନ ହୋଇ ପାରିବାରୁ ସେ ମଧ୍ୟ ମୃତ୍ୟୁବରଣ କରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *