Breaking News

ସତ ହେବ ମାଳିକା ବଚନ ୨୦୨୬ ରେ କଣ ପୃଥିବୀ ଶେଷ ହୋଇଯିବ କି, ଦେଖନ୍ତୁ ମାଳିକା ରେ କଣ ଲେଖା ହୋଇଛି…

ଦର୍ଶକବନ୍ଧୁ 2026 ରେ ଭାଙ୍ଗିବା ହୀରାକୁଦ ଜଳ ଭଣ୍ଡାର ସମୁଦ୍ର ରୁ ବାହାରି ଆସିବ ଏକ ବିଶାଳ କାୟ ଚିତ ମାଛ ରାହାମା ଠାରେ ଏହି ମାଛଟି ସାରଦା ମାଙ୍କୁ ଦର୍ଶନ କରି ଛତିଆ ବଟରେ ପ୍ରାଣ ହାରିବ ଆଉ ଏହି ବିଶାଳ ମାଛର ଅସ୍ତି ରେ ନୂଆ ବନ୍ଧ ଆଉ ନୂଆ ବନ୍ଧର କବାଟ ତିଆରୀ ହେବ ଏହି କଥା କହୁଛି ମାଳିକା | 2026 ରେ ଆସୁଛି ବଡ଼ ବିପଦ ଆଉ ଚାରି ବର୍ଷ ପରେ ମାଳିକାର ଏହି ପଦକୁ ଆସନ୍ତୁ ଦେଖି ନେବା କଣ ଲେଖା ଯାଇଛି କଳିଯୁଗ ଏହି ଧାଡି ଗୁଫାକରେ ଲେଖା ଯାଇଛି ଏହିଭଳି କିଛି କଥା ଯଦି |

ଏହି କଥାକୁ ଆମେ ଠାରେ ଏହି ଚିନ୍ତା କରିବା ତେବେ ଆମେ ଜାଣି ପାରିବା ଯେ 20026 ମସିହାରେ ଏଭଳି ଘଟଣା ଘଟିବାକୁ ଯାଉଛି | ଯଦି ସମ୍ବଲପୁରର ହୀରାକୁଦ ଜଳ ଭଣ୍ଡାର କଥା ଦେଖିବା ତେବେ 1947 ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ଆଉ 10 ବର୍ଷ ଲାଗି ଯାଇଥିଲା ଏହାକୁ ତିଆରି କରିବାରେ ଅର୍ଥାତ 1957 ମସିହା ରେ ଅର୍ଥାତ ଏହି ବନ୍ଧର ନିର୍ମାଣ କାମ ସାରିଥିଲା ଯଦି ଦେଖିବା |

ଏହି ବନ୍ଧଟି କ୍ରମେ କ୍ରମେ ପୁରୁଣା ହେଇ ଆସୁଛି ବନ୍ଧକୁ ନେଇ ମାଳିକା ଯେଉଁ କଥା କହୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଅନନ୍ତ ଯୁଗ ଆରମ୍ଭରେ ଅର୍ଥାତ ଭଗବାନ ତା ସହିତ ଭାବିଶ୍ଵତ ଅର୍ଥାତ କଳ୍ପନାକୁ ଏହି ପଦଗୁଡିକରେ ଗୋଟିଗୋଟି କରି ମାଳିକାରେ ଲେଖା ଯାଇଛି |

About odisha news

Check Also

ମାଡ଼ି ଆସୁଛି 2022 କୁ ମହା ବିପତ୍ତି, ଘଟିବାକୁ ଯାଉଛି ଏହି ସବୁ ଘଟଣା କଣ ରହିଛି ଏଇ ବିଷୟରେ ନିଶ୍ଚୟ ଜାଣି ରଖନ୍ତୁ …

ଦର୍ଶକବନ୍ଧୁ ମାଡିଆସୁଛି ବଡ ବିପତି ଭଲ ନାହିଁ ୨୦୨୨ ର ଭବିଷ୍ୟତ ପ୍ରବଳ ବର୍ଷିବ ନିଆଁ ଲାଗି ଛାରଖାର କରିଦେବ …

Leave a Reply

Your email address will not be published.