ବର୍ତମାନ ବଡ ଖବର ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲି ରଥ କଣ ମାଲିକ ବଚନ ସତ ହେଲାକି ବଢୁଛି ଉତ୍କଣ୍ଠା ବାତ୍ୟାବେଳେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲି ରଥ ଏହାକୁ ନେଇ ଏବେ ଚର୍ଚ୍ଚା ଜୋରେ ଧରିଛି ଯାହାର ଖୋଲାସା କରିଛନ୍ତି ବିଶେଜ୍ଞ ଅନିଲି ଧିରୀ | ଦର୍ଶକବନ୍ଧୁ ବାତ୍ୟା ବେଳେ ସମୁଦ୍ର ବିତରେ କେଉଁଠି ଆସିଲା ସୁନେଲି ରଥ କଣ ମାଲିକ ବଚନ ସତ ହେଲାକି ଏକାଉ ନେଇ ଚର୍ଚ୍ଚା ଜୋରେ ଧରିଛି |
ଏହାକୁ ନେଇ ଐତିହାସିକ ଗବେଷକ ଅନିଲି ଧିରୀ କହିଛନ୍ତି ମିଆଁମାର ରୁ ଭାସି ଆସିଛି ଏହି ସୁନେଲି ରଥ ତେବେ ମିଆଁମାର ରେ ପିଗୁଡା ଉଛବ ପାଳନ କାରାଯାଏ ବୌଦ୍ଧ ଧର୍ମ ଅବଲମ୍ବି ମାନେ ଏହି ଉଛବ ଅବସରରେ ବୋଧ ମନ୍ଦିର ଆକୃତିର ଏଭଳି ଦଙ୍ଗା ତିଆରଇ କରି ପୂଜା ଅର୍ଚନା କରି ତାକୁ ନଈରେ ଭସାଇ ଥାନ୍ତି ତେତେ ଦୂରରୁ ଏହି ଡଙ୍ଗା ଭାସି ଆସିଥିବା ଆଶ୍ଚର୍ଯ୍ୟ କର ବୋଲି ସେ କହିଛନ୍ତି |
ତେବେ ବାତ୍ୟା ଆସନି ପ୍ରଭାବରେ ଭୟଙ୍କର ସାମୁଦ୍ରିକ ଝଡରେ ଏକ ଵେଦେଶୀ ରାସ୍ତା ପଡସି ଆନ୍ଦ୍ରପ୍ରଦେଶ ଯାହା ଅଣ୍ଡରପ୍ରଦେଶ ଶିକାକୁଲମ ଜିଲ୍ଲା ସୁନା ପଲି ସମୁଦ୍ର କୂଳରେ ଲାଗିଥିଲା ସୁନା ପ୍ରଲେପ ଦିଆ ଏହି ରଥକୁ ଦେଖିବାକୁ ସମୁଦ୍ର ବେଳ ଭୂମି ଲୋକ ଭରପୁରୁ ହୋଇପଡିଥିଲେ |
ସମୁଦ୍ର ରେ ସୁନେଲି ରଥଟି ଭାଷା ମାନ ଅବସ୍ଥାରେ ରହିଥିଲା କୂଳରେ ଲାଗିବାପରେ ସ୍ତନ୍ୟ ସାମୁଦ୍ରିକ ଥାନା ପୋଲିସ ନିଜ ଆୟତାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ରଥ ରେ କେବଳ ତରିକା ଓ ବର୍ଷ ଇଂରେଜୀ ରେ ଲେଖା ହୋଇଛି ଆଉ କିଛି ଲେଖା ଅନ୍ୟ ଭାଷାରେ ଲେଖା ହୋଇଛି 10 ଉଚ୍ଚର ରହିଛି ଏହି ସୁନେଲି ରଥ ତେବେ ଆପଣ ମନକୁ ଏନେଇ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …