Breaking News

ଆଶ୍ଚର୍ଯ୍ୟ ଖବର – ସତ ହେଲା ମାଳିକା ବଚନ ପାହାଡ଼ ଉପରେ ଫୁଟିଲା ପଦ୍ମ ! ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ !!

ଦର୍ଶକବନ୍ଧୁ ସତ ହେଲା ମାଲିକ ବଚନ ଏହି ଜାଗାରେ ପାହାଡ଼ରେ ଫୁଟିଲା ପଦ୍ମ ଏହି ସ୍ଥାନରେ ଇଶ୍ଵରକତା ଏହା ସହିତ ଓଉଳକିତାର ଅଭ୍ୟସ ପାଇବେ | ତେବେ ଏହି ପର୍ବତ ଉପରେ ଏହି ପାହାଡ଼ ଗଞ୍ଜାମ ଜିଲ୍ଲାର ଚମ୍ପେଇ ଗ୍ରାମ ନିକଟସ୍ଥ ପର୍ବତ ସିକତ ଅଟେ ଏହି ପର୍ବତ ମାଲାର ପାହାଡ଼ ଉପରେ ଦୁଇଟି ଗୁମ୍ଫ ରହିଛି ଏବଂଏ ଗୁମ୍ଫ ଦେହରେ ବଡ ପଥର ଉପରେ ବାବା ଭୋଳାନାଥ ପ୍ରଭୁ ଜଗନାଥ କଇଁଚ ଓ ପ୍ରଭୁ ଭୋଳନାଥ ଙ୍କ ପାଦ ଚିହ୍ନ ଓ ପର୍ବତ ଶିଖରରେ ପଦ୍ମ ଫୁଟି ବାକୁ ଦେଖିବାକୁ ମିଳିଛି |

ଏହି ଦୃଶ୍ୟ ଦେଖିଲେ ମନେ ମନେ ମହା ପ୍ରଭୁ ଅଚ୍ୟୁତଙ୍କର ମାଳିକା ର ଲେଖା | ପର୍ବତ ଶିଖର ଫୁଟିଲା କଇଁ ଅସ୍ତକେ ମୋହର ଲଗେଇ ଦିୟହେ ସାଇ ଏହି ପାହାଡର ପଥରରେ ରହିଛି ଦଇବି ଚିହ୍ନ ଓ ଏହା ସହିତ ଦଇବି କୁଣ୍ଡ ଏହି କୁଣ୍ଡ ମାନଙ୍କ ମଧ୍ୟରୁ ଗୋଟେ କୁଣ୍ଡରେ ଫୁଟିଛି କଇଁ ଫୁଲ ବର୍ଷ ତମାମ ଏହି କୁଣ୍ଡରେ ପାଣି ଭରି ରହିଥାଏ |

ଏହି ପର୍ବତରେ ରହିଛି ପାଦ ଚିହ୍ନ ବାବାଙ୍କ ହିସାବରେ ଏହି ପାଦ ଚିହ୍ନ ଭଗଵାନ ଶିବଙ୍କ ପାଦ ଚିହ୍ନ ଅଟେ ଯାହା ପାହାଡ଼ର ଅନେକ ଜାଗାରେ ଦେଖିବାକୁ ମିଳେ ବାବା କହନ୍ତି ପାହାଡ଼ ଏହି ପଥରକୁ ଭାଙ୍ଗିବା ପାଇଁ ଆସିଥିଲେ ଜଣେ ପଥୁରିଆ ହେଲେ ତାଙ୍କର ଦୁଇ ଜଣ ସମଥାନଙ୍କ ମୃତୁ ପରେ ସେ ସେହି ଜାଗା ଛାଡି ଚାଲିଗଲେ |

ଏହି ପାହାଡ଼ରେ ଈଶ୍ୱର ଦର୍ଶନ ପାଇଛନ୍ତି କାଳିଆ ବାବା ପାହାଡ଼ରେ ରହିଛି ଦୁଇଟି ଗୁମ୍ଫା ଜମ୍ବେଶ୍ୱର ଗୁମ୍ଫା ଓ ଭବାନୀସ୍ୱର ଗୁମ୍ଫା ଆଜିଠାରୁ ପ୍ରାୟ 10 ବର୍ଷ ତଳେ ସ୍ୱପ୍ନରେ ବାବାଙ୍କୁ ଏହି ସ୍ଥାନର ଦର୍ଶନ ମିଳିଥିଲା ଓ କାଳିଆ ବାବା ଛୁଟି ଆସିଥିଲେ ଏହି ଜାଗାକୁ ବାବାଙ୍କ କହିବା ଅନୁସାରେ ସ୍ୱପ୍ନରେ ଏହି ଜାଗା ବିଷୟରେ ଦେଖି ଆସିଥିଲେ | ତେବେ ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.