Breaking News

ସତ ହେଲା ମାଳିକା ଭାରତକୁ ମାଡ଼ିଆସୁଛି ମହା ବିପଦ !

ଦର୍ଶକବନ୍ଧୁ ଭାରତକୁ ମାଡ଼ିଆସୁଛି ବିପଦ ଚେତା ବନେଇଲେ ବିଶେଷଜ୍ଞ ମାନେ | ଦିନକୁ ଦିନ ବଢିବାକୁ ଲାଗିଛି ଭାରତର ଦକ୍ଷିଣ ପୂର୍ବ ହିଦୀ ମହାସାଗର ଏବଂ ଦକ୍ଷିଣ ପଶ୍ଚିମ ମହାସାଗର ତାପ ମାତ୍ର ବାକି ସମୁଦ୍ରରେ ମହା ତୁଳନାରେ ହିଦୀ ମହାସାଗର ଏବଂ ଦକ୍ଷିଣ ପଶ୍ଚିମ ମହାସାଗରର ତାପମାତ୍ରା ୩ଗୁଣା ବଢୁଛି |

ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ଓ ପଶ୍ଚିମ ମହାସାଗର ରେ ତାପମାତ୍ରା ବଢିବା କାରଣରୁ ଦକ୍ଷିଣ ପୂର୍ବ ଏସିଆ ଏବଂ ଦକ୍ଷିଣ ଅର୍ଷ୍ଟେଲିଆ ଅନେକ ସ୍ଥାନ ଜଳ ମଗନ ହୋଇ ଯିବାର ସମ୍ଭାବନା ସୃଷ୍ଟି ହେଇଛି | ଏକଥା ଆମେ କହୁନୁ ଚେତା ବନେଇ ଦେଇଛନ୍ତି ବିଶ୍ଵ ପାଣିପାଗ ବିଶେଷଜ୍ଞ ମାନେ |

ସାରା ପୃଥିବୀରେ WAMO ଅନୁଯାୟୀ ତାପ ମାତ୍ର ବଢିବା କାରଣରୁ ପ୍ରତି ବର୍ଷ ଅର୍ଷ୍ଟେଲିଆ ଜଙ୍ଗଲରେ ନିଆଁ ଲାଗୁଛି ଆଗକୁ ଜଙ୍ଗଲ ନିଆଁ ଆହୁରି ଆଗକୁ ନିଆଁ ଲାଗିବ ବୋଳି ବିଶେଷଜ୍ଞ ମନେ ସୂଚନା ଦେଇଛନ୍ତି | କାରଣ ଆସନ୍ତା ୫ ବର୍ଷ ପରେ ହିମାଳୟର ବରଫ ତରୁଲି ଯିବ |

ଯାହା ଭାରତ ଦେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି ହେବ ଏହି ରିପୋର୍ଟ ରେ ଆହୁରି ମଧ୍ୟ କୁହାଯାଇଛି ସମୁଦ୍ରର ତାପମାତ୍ର ଆଉ ୨ଡିଗ୍ରୀ ବଢିବାରୁ ପୂର୍ବରୁ ବିପଦ ଥିବା ଦେଶ ଗୁଡ଼ିକୁ ଉଚିତି ପଦକ୍ଷେପ ନେବାକୁ ପଡିବ |

୧୯୯୩ ମସିହା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଦୁଇ ଗୁଣା ବଢ଼ିଛି ସମୁଦ୍ର ତାପମାତ୍ରା ଏବେ ଯଦି କୌଣସି ପଦ ଖେପ ନିଆନଯାଏ ତେବେ ଆଗକୁ ଭାରତ ଅଷ୍ଟ୍ରେଲିଆ ସମେତ ଅନ୍ୟ ସମୁଦ୍ର ନିକଟତ ସମସ୍ତ ଦେଶ ଗୁଡିକ ନିଆଁ ଏବଂ ପାଣିରେ ଲିନ ହେବର ସମ୍ଭାବନା ରହିଛି ଏହା ବିଶେଷଜ୍ଞ ମାନେ କହିଛନ୍ତି |

About odisha news

Check Also

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ପାଣିରେ ଜଳୁଛି ଦୀପ !

ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ …

Leave a Reply

Your email address will not be published.