Breaking News

ସତ ହେବ ମାଳିକା ବଚନ ଏହି ସବୁ ଘଟଣା ଘଟିବ ୨୦୨୩ ରେ ସତରେ କଣ ପ୍ରଳୟ ଆସିବ ଦେଖନ୍ତୁ କଣ ରହିଛି Malika ରେ ଲେଖା !

ନମସ୍କାର ବନ୍ଧୁଗଣ ୬୦୦ ବର୍ଷ ତଳେ ଆଗତ ଭବିଷ୍ୟତ କଥା କହିବା କୁ ଯାଉଛି ମହା ପୁରୁଷ ଅଚ୍ୟୁତ ନନ୍ଦ ରାମ ଦାସ କୁ କେବଳ ମାଧ୍ୟମ ମାତ୍ର କରି ଆମ ମାନକ ପାଇଁ ଯାହା ରଖିଯାଇଛନ୍ତି ଆଗତ ଭବିଷ୍ୟତ ର କଥା ଏଠି ଆଲୋଚନା କରିବା କି | ମହା ପୁରୁଷ ଆଗତ ଭବିଷ୍ୟତ ର କଥା କଣ ଲେଖିଛନ୍ତି ଯଦି ୨୦୨୩ କୁ ନେଇ ଆମର କଳ୍ପନା ଲାଗି ରଖିଛି କି କଣ ଘଟିବ ଏହି ବର୍ଷ ଏହା ଉପରେ କଣ ଅଚ୍ୟୁତ ନନ୍ଦ ମାଳିକା ଲେଖିଛନ୍ତି ସେ ୨୦୨୩ ମସିହା ରେ କଳିଯୁଗ ର ଆଗତ ଭବିଷ୍ୟତ ସମ୍ଭାଧ ରେ ଲେଖିଛନ୍ତି |

ଯେ ଏହି ସମୟ ଭିତରେ ୨୦୨୩ ରେ କହିଲେ ଅଚିହ୍ନା ଜର ଯେ ହେବ ବଇଦ ର ବୁଦ୍ଧି ବଳ ହୋଇବ ଯେ ଜାଇଫୁଲ ଏଇ କଥା ଟି ଅଟଇ ଦୃବ ମହା ପୁରୁଷ ଅଚ୍ୟୁତ କହୁଛନ୍ତି ୨୦୨୨ ମଣିଷ ଏହି ଭଳି ଭାବରେ ରୋଗ ସଙ୍କଟ ରେ ପଡିବ ଯା ହେଉଛି ଅଚିହ୍ନା ଜର ଯାହା ପରୀକ୍ଷା କରିବା ଭଲ ବାହାରିବ କିନ୍ତୁ ଜର ବଢ଼ି ବଢ଼ି ଚାଲୁଥିବା ଶରୀର ର ସବୁ ଅଙ୍ଗର ଆପଣ ମାନେ ଜାଣିଛନ୍ତି ଜଳ ଭରି ରହିଛି କେବଳ ଗୋଟିଏ ଜାଗାରେ ରକ୍ତ ରହିଛି ତାକୁ ହୃଦୟ କୁହନ୍ତି | ଆଉ କିନ୍ତୁ ଶରୀର ର ଯେଉଁ ଅଙ୍ଗ କୁ କାଟି ବେ ସେଠୁ ଜଳ ନୁହେ ବାରଂଗ ରକ୍ତ ବାହାରିବ ଆଉ ହୃଦୟ କୁ କାଟି ଲେ ସେଠି ରକ୍ତ ନୁହେ ବାରଂଗ ଆଖିରୁ ଜଳ ବାହାରିବା ଏଠି |

ବିଜ୍ଞାନ ଆପଣ ମାନକର ସେଠି ନିର ଉତ୍ତର କାହିଁକି ନା ଜ୍ଞାନ ବିଜ୍ଞାନ ଠୁ ବୋହୁତ ଉର୍ଦ୍ଧ୍ବରେ ବନ୍ଧୁଗଣ ବିଜ୍ଞାନ କାମ ଦେବ ନାହିଁ କାହିଁକି ନା ବୈଦର ବୁଦ୍ଧି ବଣା ହୋଇବ ୨୦୨୩ ରେ ଆଉ କେବଳ କରୋନା ନୁହେ ଅନେକ ମହାମାରୀ ଆସିବ ଯାହା କୁ ପ୍ରାଣୀ କୁ ନଷ୍ଟ କରିବା ତେଣୁ ଏହି ମଣିଷ ତ ଅନ୍ୟାୟ ଅତ୍ୟାଚାର କରିବା ପୂର୍ବରୁ ପରଧନ ହରଣ କରିବା ପୂର୍ବରୁ ପରର ଜାଗା ବାଡ଼ି ସଂପତ୍ତି ପର ନାରୀ ପ୍ରତି ଦୃଷ୍ଟି ଦେବା ପୂର୍ବରୁ ସଚେତନ ହୁଅ କାହିଁକି ମାଳିକା ହିଁ ଆମକୁ ସଚେତନ କରାଏ |

ଦର୍ଶକବନ୍ଧୁ ଏବଂ କହିଲେ କି କେବଳ ଓଡ଼ିଶା କୁ ନେଇ ମାଳିକା ଲେଖା ହୋଇନାହିଁ ଅନେ କ ଜାଗା ଭାରତ ବର୍ଷ ଏବଂ ଭାରତ ବାହାରେ ମଧ୍ୟ ଅନେକ ଜାଗା ରେ ୨୦୨୩ ରେ ଭୂମି କମ୍ପ ହେବ ଏବଂ ୨୦୨୩ ରେ ସଂସାର ରେ ଅନେକ ଦୁଃଖ ପଡିବ ଏବଂ ଅନେକ ନେତା ଅଭିନେତା କର ଦୀପ ଲିଭି ଯିବ ଏବଂ ସୁନାମି ମଧ୍ୟ ମାଡ଼ି ଆସିବ ଜଳ ସ୍ତର ମାଡ଼ି ଆସିବ ଏବଂ ଗୀତ ରେ ମଧ୍ୟ ଲେଖା ଅଛି ଏହି ସମୟ ରେ ଆଉ କଣ ହେବ ସେ ହେଉଚି ଅଚିହ୍ନା ରୋଗ ସବୁ ମଧ୍ୟ ଆସିବ ପଶୁ ପକ୍ଷୀ ମାନେ ସବୁ ରୋଗ ବ୍ୟାଧି ଦ୍ବାରା ମାରିବେ ଏବଂ ଏହି ମସିହା ରେ କିଛି ଲୋକ ଭଗବାନ କୁ ବିଶ୍ଵାସ କରିବେ ଓ ସେମାନେ କେମେରା ସାମ୍ନା କୁ ମଧ୍ୟ ଆସିବେ ଆଉ ଆପଣ ମାନେ ଦେଖିବେ ଅନେକ ଜାଗାରେ ହୋମ ଜଗ୍ୟ ହେବ ଏବଂ ଅନେକ ଲୋକ ପ୍ରଭୁ ନାମ ପ୍ରେମ ରେ ମତିବେ ଖାଲି ସେତିକି ନୁହେଁ |

ବନ୍ଧୁଗଣ ଯେଉଁ ମାନେ ଋଣ କରିଛନ୍ତି ଯେଉଁ ମାନେ ଧାରା ସେହି ଅଛନ୍ତି ଯଦି ଭକ୍ତ ଆପଣ ମାନେ ମହା ପ୍ରଭୁ କୁ ବିଶ୍ଵାସ କରନ୍ତି ତେବେ ଦେଖିବେ ୨୦୨୩ ରେ ଆପଣ କର ଉନ୍ନତି ସୁନିଶ୍ଚିତ ହେବା କାହିଁକି ଅନେକ ଭକ୍ତ ମହା ପ୍ରଭୁ କ କୃପା ରୁ ୨୦୨୩ ରେ ଆପଣ ମାନକର ନିଶ୍ଚିତ ଅଗ୍ରଗତି ହେବ ଏବଂ ସବୁ କାର୍ଯ୍ୟ କ୍ଷେତ୍ର ରେ ଆପଣ କର ବୃଦ୍ଧି ହେବ ତେବେ ଦର୍ଶକ ବନ୍ଧୁ ଇଏ ତ ଥିଲା ୨୦୨୩ ର କଥା ଆପଣ ମାନକର ଯାହା ଲେଖିଛନ୍ତି ମହା ପୁରୁଷ ପର୍ବତ ଶିଖରେ ଫୁଟିବା କଇଁ ଅଚ୍ୟୁତ ବଚନ ଟଳିବ ନାହିଁ ତେବେ ଦର୍ଶକ ବନ୍ଧୁ ଏହି ସବୁ ଘଟଣା ଘଟିବ |

ଏ ମଣିଷ ଅନ୍ୟାୟ ଅହଂକାର କୁ ଛାଡି ଦେ କାହିଁକି ନା ଆଜି ମାଟି ଉପରେ କାଳୀ ମାଟି ତଳେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ପାଣି ଭିତରେ ମାଛ ଟିଏ ମିମ୍ପୁଡ଼ି ଟିଏ ଖାଏ ଆଉ ସେହି ମାଛ ମାରିଗଲା ପରେ ସେଇ ପିମ୍ପୁଡ଼ି ମାଛ କୁ ଖାଏ ତଥାପି ଅହଂକାର ଛାଡି ଦିଅନ୍ତୁ ଦିନ ସମୟ ଆସିବ ସବୁ କିଛି ଓଲଟ ପଲଟ ହୋଇଯିବ ଆଉ ଖରାପ ସମୟ ଆସେ ଆଉ ଖରାପ ସମୟ ଟା ସବୁବେଳେ ଯେ ଖରାପ କରେ ତାହା ନୁହେଁ ଭଲ ଶିକ୍ଷା କିଛି ଦେଇଯାଏ ମଣିଷ ସୁଧୁରି ଯା କରୋନା ଆସିଲା ସୁଧୁରି ନାହିଁ ମଣିଷ ଏବେ ବି ଜଣ କର ଛାତ ପଡ଼ିଲେ ଆଉ ଜଣକର ଛାତି ଜଳୁଛି ସାବଧାନ କାହିଁକି ନା କଳିଯୁଗ ରେ ମହା ପୁରୁଷ ଅଚ୍ୟୁତ ନନ୍ଦ କହିଛନ୍ତି ସତ୍ୟ ରେ ଯେଉଁ ଜନ ଥିବ ଅନ୍ତେ ସେ ବିଷ୍ଣୁ କୁ ଲଭିବ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.