ଦର୍ଶକବନ୍ଧୁ କଣ ଆପଣ ମାନେ ଜାଣିଛନ୍ତି କି ଆମର ଏ କଳିଯୁଗ କେବେ ସମାପ୍ତ ହେବ ପ୍ରୟ ବହୁ ବର୍ଷ କାଳରୁ ଅନେକ ସମୟରେ ଦୁନିଆ ଶେଷ ହୋଇଯିବାର ଗୁଜବ ଶୁଣିବାକୁ ମିଳେ ଖାସ କରି 2012 ମସିହାରେ ଠିକି ଏମୀତିଏକ ଗୁଜବ ଶୁଣିବାକୁ ମିଳିଥିଲା | ଯେଉଁ ଖବର ସେତେବେଳେ ଲୋକଙ୍କ ବିତରେ ବହୁତ ଆତଙ୍କ ସୃଷ୍ଟି କରାଇଥିଲା ଖାଲି ସେତିକି ନୁହେଁ ଅନେକଗୁଡ଼ିଏ ଗାଁ ମାଧ୍ୟମ ଏହି ଖବର ନିଜର ହେଡଲାଇନି କରି ପ୍ରସାରିତ କରିଥିଲେ |
ତେଣୁ ଏହା କେତେ ଦୂର ସତ କି ମିଛ ଜାଣିବା ପାଇଁ ଅନେକ ଗୁଡିଏ ବୈଜ୍ଞନିକ ଖୋଜ ଖୋଜି କରିବାରେ ଲାଗିବେ କିନ୍ତୁ ଖବରଟି ସମ୍ପୂର୍ଣ ଭାବେ ମିଥ୍ୟ ପ୍ରଚାର ଥିଲା ଏହାରି ପ୍ରମାଣ ଆପଣ ମାନେ ପାଇ ପାରିଥିବେ ଏବେ କିଛି ଜଣ ସାଧୁ ଗୁମ୍ଫାର ସଂଧାନ କରିଛନ୍ତି ଏହାବି କୁହାଯାଉଛି ସେହି ଗୁମ୍ଫାରେ କଳିଯୁଗର ସମାପ୍ତି ଲୁଚି ରହିଛି ତାହାଲେ ଜଣାନ୍ତୁ ସେହି ଗୁମ୍ଫା ରେ କଣ ସବୁ ରହିଛି କଳିଯୁଗ ସମ୍ପତ୍ତିର ବିଷୟ ଆମଆକୁ ଜଣାଇ ପରେ |
ସେହି ସାଧୁ ବାବା ମାନେ କହିବା ଅନୁଯାଇ ଏହି ଗୁମ୍ଫା ଏମିତି କିଛି ଘଟିବ ଯାହାକି ପୃଥିବୀ ଧ୍ୱଂସ ହୋଇଯିବ କୁହାଯାଏ ଏହି ଗୁମ୍ଫାରେ 4ଟି ଖୁମ୍ବ ରହିଛି ସେହି 4ଟି ଖୁମ୍ବ ହେଉଛି ଆମର ଚାରାଟି ଯୁଗ | ସେହି ଖୁମ୍ବ ଗୁଡିକ ଭିତରୁ ତିନଟି ଖୁମ୍ବ ପୁରା ଭାଙ୍ଗି ପଡିଛି ଏହା ମାନେ ଆମର ତିନଟି ଯୁଗ ସରି ଯାଇଛି ଏକଥା ଆମେ କହୁନାହୁ ସେହି ସାଧୁ ମାନେ କୁହନ୍ତି | ଏଠାରେ ଗୋଟେ ମାତ୍ର ଖୁମ୍ବ ଟି ସିଧା ହୋଇ ଛିଡା ହୋଇଛି କାରଣ ଏବେ ଯାଏଁ ପୃଥିବୀ ପୃଷ୍ଟରୁ କଳିଯୁଗର ସମାପ୍ତି ଘଟି ନାହିଁ |
ଅମାର ଏହି ଯୁଗର ଆହୁରି ବହୁ ବର୍ଷ ତିଷ୍ଠି ରହିବ ବୋଲି ସେମନେ ମତ ଦେଇଛନ୍ତି ଖାଲି ସେତିକି ନୁହେଁ ସେମାନେ ଏହାବି କହିଛନ୍ତି ସେତେବେଳେ ପୃଥିବୀର ଧ୍ୱଂସ ଅର୍ଥାତ କଳିଯୁଗର ସମାପ୍ତି ହେବ ଯେତେବେଳେ ସେହି ଗୁମ୍ଫାରେ ଥିବା ଚର୍ତୁଥ ଖୁମ୍ବଟି ଅନ୍ୟ ତିନଟି ଖୁମ୍ବ ପରି ସମ୍ପୂର୍ଣ୍ଣ ଭାଙ୍ଗି ପଡିବ ଏହା ଆମକୁ କଳିଯୁଗ ସମାପ୍ତି ହେବାର ସବୁଠାରୁ ବଡ଼ ସଂକେତ ହୋଇ ରହିବ |
Check Also
ଆପଣଙ୍କ ଘରକୁ ବାରମ୍ବାର ବିଲେଇ ଆସୁଛି କି ତେବେ ଜାଣି ରଖନ୍ତୁ ଏହାର କାରଣ, ନହେଲେ ପଛରେ ବହୁତ ହଇରାଣ ହେବେ !
ନମସ୍କାର ଦର୍ଶକବନ୍ଧୁ ଆମ ସମାଜରେ ଏମିତି କିଛି ଲୋକକଥା ରହିଛି ଯେଉଁ ସବୁକୁ ଆଜିବି ମଧ୍ୟ ଲୋକମାନେ ପାଳନ କରୁଛନ୍ତି …