Breaking News

ସାତ ଜନ୍ମ ପାଇଁ ଛିଣ୍ଡିଲା ସମ୍ପର୍କ, ଶେଷରେ Barsha ଛାଡିଲେ ଅନୁଭବଙ୍କ ଘର, ଗଲାବେଳେ ଏମିତି ଦୁଃଖରେ…

ନମସ୍କାର ଦର୍ଶକ ବନ୍ଧୁ ଛିଡିଗଲା ସାତ ଜନ୍ମର ସମ୍ପର୍କ । ଦିନେ ପ୍ରେମକୁ ସତ କରି ମଥାରେ ସିନ୍ଦୂର ହାତରେ ଶଙ୍ଖା ପାଦରେ ଅଳତା ନାଇ ଅନୁଭବଙ୍କ ସାଙ୍ଗରେ ତାଙ୍କ ଘରକୁ ବୋହୁ ହେଇ ଯାଇଥିଲେ ବର୍ଷା ପ୍ରିୟ ଦର୍ଶନୀ । ବର୍ଷା କେତେ ସୁନ୍ଦର ସ୍ୱପ୍ନ ଦେଖିଥିଲେ ଓ ଭାବିଥିଲେ ତାଙ୍କ ସ୍ନେହ ଶ୍ରଦ୍ଧା ତାଙ୍କୁ ବାନ୍ଧି ରଖିବା ପାଇଁ ।

କିନ୍ତୁ ସେହି ସୁଖ ବର୍ଷାଙ୍କ ପାଇଁ ଦୁଃଖ ପାଲଟିଗଲା ବର୍ଷା ନିଶ୍ଚୟ ମନେ ମନେ କହୁଥିବା ମୁଁ ବହୁତ୍ ଚେଷ୍ଟା କଲି ତୁମ ସାଙ୍ଗରେ ରହିବି ହେଲେ ତୁମେ ମୋତେ ଦୁରେଇଦେଲ । ଗୋଟିଏ ପରେ ଗୋଟିଏ ଲଢେଇରେ ଅନୁଭବ ଏବେ ସଫଳ ହୋଇ ଚାଲିଛନ୍ତି । ଯେଉଁଠାରୁ ବର୍ଷାକୁ ସେ ହାତ ଧରି ରୋଷଣୀ କରି ନେଇ ଆସିଥିଲେ ଆଜି ସେହିଠାରୁ ବର୍ଷାଙ୍କୁ ଛାଡ଼ିଦେଲେ ।

ବର୍ଷାଙ୍କ ମନ କହୁଥିବ ମୁଁ ଆଜି ଠାରୁ ଏହି ଘରେ ରହିବି ନାହିଁ କୁ କାହାଠାରୁ ମୋର ଛୁରୀ ଖାଇବା ଦରକାର ନାହିଁ ମୁଁ ମୋ ଭାଗ୍ୟକୁ ସାଙ୍ଗରେ ନେଇ ଯାଉଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେତେବେଳେ ତାଙ୍କ ଶାଶୁଘର ଛାଡ଼ିବେ ସେତେବେଳେ ଅନେକ କଥା ତାଙ୍କ ମନରେ ଉଙ୍କି ମାରିବ । ଏମିତି ଅନେକ ଭାବନା ତାଙ୍କ ମନକୁ ଆସିବ ।

ଜୀବନରେ ଯେତେବେଳେ ସୁଖରେ ରହିବା ପାଇଁ ବର୍ଷା ଓ ଅନୁଭବ ପରସ୍ପର ଉପରେ ଭରସା କରି ହାତ ଧରିଥିଲେ ସେତେବେଳେ କେହି ଚିନ୍ତା କରିନଥିଲେ ଯେ ତାଙ୍କ ସମ୍ପର୍କ ଡବି ଯିବ ବୋଲି । ସାଂସଦ ଅନୁଭବ ମହାନ୍ତି ଶନି ବାର ଦିନନିଜ ଘରେ ପ୍ରବେଶ କରିବା ପାଇଁ ପୁରୀ ଘାଟ ପୋଲିସର ପରାମର୍ଶ ନେଇଛନ୍ତି । ଆଉ ବର୍ଷା ମଧ୍ୟ କୋର୍ଟର ନିଷ୍ପତି ମାନି ପୈତୃକ ଘର ଉତ୍ତର ତାଙ୍କର ଛାଡ଼ି ଦେଇଛନ୍ତି ।

ଆଗକୁ ଇଲେକ୍ସନ ଆସୁଛି ଅନୁଭବ ମହାନ୍ତି କୌଣସି ଟିକଟ ରିକ୍ସ ନେବାକୁ ଚାହୁଁ ନାହାନ୍ତି । ସେଥିପାଇଁ ବର୍ଷା ଘର ଛାଡ଼ିବା ପରେ ଅନୁଭବ ନିଜେ ପୋଲିସର ସହାୟତା ନେଇଛନ୍ତି । ଅଗଷ୍ଟ ୩୦ ରେ ୧ ମାସ ପର୍ଯ୍ୟନ୍ତ ଘର ଛାଡ଼ି ବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହି ସମୟ ସୀମା ପୂରଣ ହେବା ପରେ ବର୍ଷା ମଧ୍ୟ ନିଜେ ଘର ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ ଦର୍ଶକ ବନ୍ଧୁ କୋର୍ଟଙ୍କ କହିବା ଅନୁସାରେ ବର୍ଷା ମଧ୍ୟ ଏବେ ଅନୁଭବଙ୍କ ଘରେ ରହିବେ ନାହିଁ ।

About odisha news

Check Also

ଭାରତର ସବୁଠାରୁ ବଡ ରହସ୍ୟମୟ Mandira, ଯାହା ବିଷୟରେ ଆଜି ପର୍ଯନ୍ତ ବୈଜ୍ଞାନିକ ମାନେ ଜାଣି ପାରୁନାହାନ୍ତି, ଏହି ମନ୍ଦିରର ରହସ୍ୟ ଦେଖନ୍ତୁ କଣ ରହିଛି ରହସ୍ୟ….

ହେଲୋ ଫ୍ରେଣ୍ଡ୍ ଆସନ୍ତୁ ଜାଣିବା ଭାରତର ଏମିତି ଏକ ରହସ୍ୟମୟ ମନ୍ଦିର ବିଷୟରେ ଯାହା ଆଗରେ ବଡ ବଡ ସାଇଣ୍ଟିଷ୍ଟି …

Leave a Reply

Your email address will not be published.